• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

ଭାରତର ୩୨ ଏୟାରପୋର୍ଟ ବନ୍ଦ
India-Pakistan Security Tensions: ଭାରତର ୩୨ ଏୟାରପୋର୍ଟ ବନ୍ଦ, ୧୫ ଯାଏଁ ବନ୍ଦ ରହିବ ବିମାନ ଚଳାଚଳ

ଡିଜିସିଏ ଅନୁଯାୟୀ, ଏହି ବିମାନବନ୍ଦରଗୁଡ଼ିକରୁ ସମସ୍ତ ପ୍ରକାରର ବେସାମରିକ ବିମାନ ସେବା ୯ ମେ’ରୁ ୧୪ ମେ’, ୨୦୨୫ ପର୍ଯ୍ୟନ୍ତ (ଭାରତୀୟ ସମୟ ଅନୁସାରେ ୧୫ ମେ’ ସକାଳ ୫:୨୯ ପର୍ଯ୍ୟନ୍ତ) ଅସ୍ଥାୟୀ ଭାବରେ ବନ୍ଦ ରହିବ।

ପଡ଼ୁଥିଲା ମିସାଇଲ୍‌, ପଡ଼ିଲା ହାତଗଣ୍ଠି
Blackout Wedding Story: ବ୍ଲାକ ଆଉଟ୍‌ ବେଳେ ପଡ଼ିଲା ହାତଗଣ୍ଠି, ପଡ଼ୁଥିଲା ମିସାଇଲ୍‌ ହେଲା ବାହାଘର

ମାଟି ମା’ ଆଗରେ ସବୁ କିଛି ଯେମିତି ଏଠି ପଛ । ଆଗ ‘ଅପରେସନ୍‌ ସିନ୍ଦୂର’ ସଫଳ ହେଉ, ପରେ ହେବ ବିବାହର ମଉଜ । ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଅନ୍ୟପଟେ ଶୁଭୁଥାଏ ବ୍ରାହ୍ମଣଙ୍କ ମନ୍ତ୍ରପାଠ ।

ମିଛୁଆ ପାକିସ୍ତାନ ଚଳାଇଛି ଅପପ୍ରଚାର
Operation Sindoor: ପାକିସ୍ତାନ ମହାମିଛର ପର୍ଦ୍ଦାଫାସ, ଫଟୋ-ଭିଡିଓ ଦେଖାଇ ଭାରତ ଦେଲା ପ୍ରମାଣ

ସେନା ପକ୍ଷରୁ ପ୍ରେସମିଟ୍‌ରେ କୁହାଯାଇଛି ଯେ, ଭାରତ ପକ୍ଷରୁ ପାକିସ୍ତାନର ୪ଟି ଏୟାରବେସ୍‌କୁ ଧ୍ବଂସ କରାଯାଇଛି । ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି । ତେବେ ପାକ୍‌ର ପ୍ରତ୍ୟେକ ଆକ୍ରମଣକୁ ଆମେ ପ୍ରତିହତ କରୁଛୁ ।

pakistan
Tension rises at India-Pakistan border: ସୀମାରେ ବଢୁଛି ଉତ୍ତେଜନା, ପାକିସ୍ତାନ ପକ୍ଷରୁ ଲଗାତାର ଡ୍ରୋନ ଆକ୍ରମଣ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଉପରେ ଡ୍ରୋନ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ପୁଣି ଥରେ ଏଲଓସିରେ ଗୁଳିମାଡ଼ ଆରମ୍ଭ ହୋଇଥିବା ବେଳେ ଡ୍ରୋନ ଆକ୍ରମଣ ମଧ୍ୟ ଜୋରଦାର ହୋଇଛି। ଜମ୍ମୁର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜମ୍ମୁ, ସାମ୍ବା, ପଠାନକୋଟ ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଆକ୍ରମଣ ଦେଖାଯାଇଥିଲା।

NBF
ଏୟାର ଡିଫେନ୍ସ ସିଷ୍ଟମ୍ ଆଗରେ ଫୁସ୍ ପାକିସ୍ତାନୀ ମିଶନ୍

ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଛନ୍ତି S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ। 

ଭିକ ମାଗିଲାଣି ପାକିସ୍ତାନ
ଇସଲାମାବାଦକୁ ଭାରି ପଡ଼ିଲା ଭାରତ ବିରୋଧରେ ପଙ୍ଗା

ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ପାନେ ଦେବାକୁ ଭାରତର ବଜ୍ର ଶପଥ, ଅପରେସନ୍ ସିନ୍ଦୂର ଜରିଆରେ ସଫଳ ରୂପ ନେବା ପରେ ଭାଙ୍ଗି ଯାଇଛି ଆତଙ୍କୀସ୍ତାନର ଅଣ୍ଟା।

କେମିତି ଥିଲା ପାକିସ୍ତାନର କାଳରାତି
India-Pakistan Drone Conflict: କାଲି ଥିଲା ପାକିସ୍ତାନ ପାଇଁ କାଳ ରାତି, ଜଳିଥିଲା ଶତ୍ରୁଦେଶର ଗୋଟିକ ପରେ ଗୋଟିଏ ସହର

କାଲିର ରାତି ପାକିସ୍ତାନ ପାଇଁ ଥିଲା କାଳ ରାତି । ଜଳିଲା ଶତ୍ରୁଦେଶର ଗୋଟିକ ପରେ ଗୋଟିଏ ସହର । ଫଣା ଟେକୁ ଟେକୁ ପିଠିରେ ପଡ଼ିଲା ନିର୍ଘାତ ପାହାର ।୩୬ଟି ଜାଗାକୁ ୩ରୁ ୪ଶହ ଡ୍ରୋନ୍ ପଠାଇଥିଲା ପାକିସ୍ତାନ । ସବୁଯାକ ପଣ୍ଡ କରି ଶତ୍ରୁକୁ ଦମ୍ ଦେଖାଇଲା ହିନ୍ଦୁସ୍ଥାନ ।

ଆମେ ଦେଖିଛୁ ମିସାଇଲ୍ ମାଡ଼
ଆମେ ଦେଖିଛୁ ମିସାଇଲ୍ ମାଡ଼

ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ମିଶାଇଲ୍ ଓ ଡ୍ରୋନ ମାଡ଼କୁ ନିଜ ଆଖିରେ ଦେଖିଛନ୍ତି ଏଇ ଓଡ଼ିଆ ଛାତ୍ର । ପାକିସ୍ତାନ ଡ୍ରୋନକୁ କେମିତି ଖସାଉଥିଲେ ଭାରତୀୟ ସେନା ସେ ଦୃଶ୍ୟ ବି ଦେଖିଛନ୍ତି ।

ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତି !
ବଡ଼ ଯୁଦ୍ଧ ପାଇଁ ବଡ଼ ପ୍ରସ୍ତୁତି !

ଟେରିଟୋରିଆଲ୍ ଆର୍ମିରେ ଥିବା ପ୍ରତ୍ୟେକ ଅଧିକାରୀ ଏବଂ ଏଥିରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡାକିବା ଲାଗି ସ୍ଥଳସେନା ମୁଖ୍ୟଙ୍କୁ  କ୍ଷମତା ଦିଆଯାଇଛି।

ଯାତ୍ରୀବାହୀ ବିମାନକୁ ଢାଲ କଲା ପାକିସ୍ତାନ
'ସିଭିଲ୍ ଏୟାରଲାଇନକୁ ଢାଲ କରିଛି ପାକିସ୍ତାନ'

ସିଭିଲ୍ ଏୟାରଲାଇନ୍କୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ। ପ୍ରମାଣ ଦେଖାଇ ପାକିସ୍ତାନର ପୋଲ୍ ଖୋଲିଲା ଭାରତ।

ଲାହୋରରେ ବସି ଖାଇବୁ ଜଳଖିଆ
ଖୁବଶୀଘ୍ର ବଦଳିବ ଲାହୋରର ନାଁ

ଫେସବୁକରେ ଦୁଇଟି ପୋଷ୍ଟ ସେୟାର କରି ପାକିସ୍ତାନକୁ ନୂଆ ଷ୍ଟାଇଲ୍‌ରେ କରିଛନ୍ତି ନିନ୍ଦା। କାଟଜୁ କହିଛନ୍ତି, ଖୁବ୍ ଶୀଘ୍ର ଆମେ ଲାହୋରରେ ଜଳଖିଆରେ ଅଣ୍ଡା ଖାଇବୁ।

ସେଦିନ ରାତିର ୫ ହିରୋ...
ବିଛା ମନ୍ତ୍ର ନ ଜାଣି, ସାପ ଗାତରେ ହାତ ମାରିବାର ଫଳ ଭୋଗୁଛି ପାକିସ୍ତାନ

ପାକିସ୍ତାନ ଡ୍ରୋନ ଓ ମିସାଇଲକୁ ଚକମା ଦେଇ ପରାକ୍ରମ ଦେଖାଇଛନ୍ତି ଭାରତୀୟ ସେନାର ଏହି ୫ ହିରୋ।

ମୁଁ ଦେଖିଛି ଡ୍ରୋନ୍‌ ଆଟାକ୍‌
‘ମୁଁ ଦେଖିଛି ଡ୍ରୋନ୍‌ ଆଟାକ୍‌’

ଜମ୍ମୁର ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା କିଛି ଛାତ୍ର ଦିଲ୍ଲୀ ଫେରିବା ପରେ ହମ୍‌ଲାର ଆଖି ଦେଖା ହାଲ୍ ଗୋଟି ଗୋଟି କରି କ୍ୟାମେରା ଆଗରେ କହିଛନ୍ତି। 

pakistan
ଆକାଶରେ ଫୁସ୍ ହେଇଗଲା ପାକିସ୍ତାନର ସବୁ ଡ୍ରୋନ୍

ସମସ୍ତ ପାକିସ୍ତାନୀ ଡ୍ରୋନ ଆକାଶମାର୍ଗରେ ହିଁ ଅକାମୀ ହୋଇଯାଇଥିଲା। 

NBF
India-Pakistan Military Clash: ଭାରତର କାଉଣ୍ଟର ଆଟାକରେ ପାକିସ୍ତାନ ହାଲତ ଖରାପ, ଏୟାର ଡିଫେନ୍ସ ସିଷ୍ଟମ୍ ଆଗରେ ଫୁସ୍ ପାକିସ୍ତାନୀ ମିଶନ୍

ତିନି ସେନାର ପ୍ରଚଣ୍ଡ ପ୍ରହାରରେ ରକ୍ତ ଚାଉଳ ଚୋବାଇ ଘନଘନ ମିସାଇଲ୍ ମାଡ଼ କରୁଛି। କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପାରୁ ନାହାନ୍ତି ପାକିସ୍ତାନ ମିସାଇଲ୍ କି ଡ୍ରୋନ୍। ମଝି ଆକାଶରେ କାମ ଖତମ କରୁଛି ବାୟୁସେନା। ଚୁଟକିରେ ଉଡ଼ାଇ ଦେଉଛି କ୍ଷେପଣାସ୍ତ୍ର ଓ ଡ୍ରୋନ୍। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଛନ୍ତି S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ।

Unity
Operation Sindhur India Unites Against Terrorism: ଯୁଦ୍ଧ ପରିସ୍ଥିତି ସମୟରେ ଦେଶରେ ଅଦ୍ଭୁତପୂର୍ବ ରାଜନୈତିକ ଏକତା, ଦେଶ ସହ ଆମେ

ମେ' ୬ ମଧ୍ୟରାତ୍ରି ଠାରୁ ଭାରତ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନ ଧ୍ୱସ୍ତ ବିଧ୍ୱସ୍ତ ହେବାରେ ଲାଗିଛି l ଆତଙ୍କବାଦର ଫାକ୍ଟ୍ରି ଚଳାଇଥିବା ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିଛି l ତେବେ ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଏକ ଅଦ୍ଭୁତପୂର୍ବ ରାଜନୈତିକ ଏକତା ଦେଖିଛି ।

Pakistan
India-Pakistan Tensions Drone Strike: ଭାରତର ଘନ ଘନ ପ୍ରହାର; ପାକ୍ ମନ୍ତ୍ରୀଙ୍କ ମୁଣ୍ଡ ଖରାପ, କରୁଛନ୍ତି ପାଗଳର ପ୍ରଳାପ

ସଂସଦରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ହାସ୍ୟାସ୍ପଦ ଯୁକ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ଅନ୍ୟ ସାଂସଦ । ଭାରତର ଡ୍ରୋନ୍ ଆଟାକ୍ କଥା ମାନିଛନ୍ତି ପାକିସ୍ତାନ ସଂସଦରେ । ଯୁକ୍ତି ବି କରିଛନ୍ତି । ଅଜବ ଯୁକ୍ତି କରି କହିଛନ୍ତି, ଆମ ଲୋକେସନ୍ ଲିକ୍ ନହେବା ପାଇଁ ଡ୍ରୋନ୍ ଇଣ୍ଟରସେପ୍ଟ କଲୁନି । ଏହା ଖୁବ ଟେକନିକାଲ୍ କଥା ବୋଲି କହି ଅଧିକ କିଛି କହିନଥିଲେ ଖ୍ବାଜା ଆସିଫ୍ । ତାଙ୍କର ଭାଷଣ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

Air Raid Sirens
Air Raid Sirens: ଓଡ଼ିଶା ସାରା ବାଜିଲା ଏୟାର୍ ରେଡ୍ ୱାର୍ଣ୍ଣିଂ ସାଇରନ୍

ହଠାତ୍ ବାଜିଲା ସାଇରନ୍। ବୋଧ ହୁଏ ଯୁଦ୍ଧ ଆରମ୍ଭ ହୋଇଗଲା। ଏମିତି ଭାବି ଧାଁଧାପଡ଼ କଲେ ଲୋକେ। ରାସ୍ତାଘାଟ ଭିଡ଼ ହୋଇଗଲା। ଏମିତି ସମୟରେ କୁନି ଝିଅ ହୋଇଗଲା ନିଖୋଜ। ଆଉ ତା’ପରେ ହେଲା ଏମିତି । ଭିଡ଼ ଭିତରେ ନିଖୋଜଙ୍କୁ ଖୋଜିବା ।

ଯୁଦ୍ଧ ସାଇରନ୍‌ ବାଜିଲେ ସୁରକ୍ଷିତ ସ୍ଥାନକୁ ଯିବେ
ଅପରାହ୍ନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍

‘କାଲି ବାଜିବ ଯୁଦ୍ଧ ସାଇରନ୍ ’। ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ୭ ତାରିଖ, ବୁଧବାର ଅପରାହ୍ନ ଠିକ୍ ୪ଟା । ସେତିକିବେଳେ ଦେଶବ୍ୟାପୀ ଗର୍ଜିବ ସାଇରନ୍ । ପହଲଗାମ୍ ଆତଙ୍କୀ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ଉପୁଜିଛି ।

ବାଜିବ ଯୁଦ୍ଧ ସାଇରନ୍‌ କରିବେ କ’ଣ ?
ବାଜିବ ଯୁଦ୍ଧ ସାଇରନ୍‌, କରିବେ କ’ଣ ?

ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ ମିଳିବ। ତେବେ କ’ଣ ଏହି ଯୁଦ୍ଧ ସାଇରନ୍‌।

ଯୁଦ୍ଧ ସାଇରନ୍‌ ବାଜିଲେ ସୁରକ୍ଷିତ ସ୍ଥାନକୁ ଯିବେ
War Siren Simulation in India: ଆସନ୍ତାକାଲି ସୁରକ୍ଷା ମକଡ୍ରିଲ୍, ଅପରାହ୍ନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍

‘କାଲି ବାଜିବ ଯୁଦ୍ଧ ସାଇରନ୍ ’। ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ୭ ତାରିଖ, ବୁଧବାର ଅପରାହ୍ନ ଠିକ୍ ୪ଟା । ସେତିକିବେଳେ ଦେଶବ୍ୟାପୀ ଗର୍ଜିବ ସାଇରନ୍ । ପହଲଗାମ୍ ଆତଙ୍କୀ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ଉପୁଜିଛି ।

ପାକ୍‌ର ନଜର
Pakistan's Target on 12 Odisha Districts: କାହିଁକି ପାକିସ୍ତାନ ନିଶାନାରେ ଓଡିଶାର ଏହି ୧୨ ସ୍ଥାନ ଜାଣନ୍ତୁ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନଉଥିବା ବେଳେ ଓଡିଶାର ୧୨ ସ୍ଥାନକୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ପକ୍ଷ ଏହି ସବୁ ଅଂଚଳରେ ଆକ୍ରମଣ କରିବା ସମ୍ଭାବନା ରହିଛି ।

ସାଇରନ୍ ବାଜିଲେ କରିବେ କ’ଣ ?
ସାଇରନ୍ ଶୁଭିଲେ କରିବେ କ'ଣ ?

ସାଇରନ୍ ଶୁଭିଲେ ବିଚଳିତ ହୁଅନ୍ତୁନି କି ଭୟଭୀତ ହୁଅନ୍ତୁ ନାହିଁ। 5ରୁ 10 ମିନିଟ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଚେଷ୍ଠା କରନ୍ତୁ। ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରନ୍ତୁ।

India Initiates Nationwide Civil Defence Drills Amid Rising Indo-Pak Tensions
Civil Defence Drills: ଘନେଇଲା ଯୁଦ୍ଧ ଆଶଙ୍କା; ପହଲଗାମ୍ ପ୍ରତିଶୋଧ ପାଇଁ ବଡ଼ ସଙ୍କେତ... 

ଆସନ୍ତାକାଲି ରାଜ୍ୟ ଗୁଡ଼ିକୁ ଗୃହ ମନ୍ତ୍ରାଳୟର ମକଡ୍ରିଲ୍ ନିର୍ଦ୍ଦେଶ, ଶତ୍ରୁ ଆକ୍ରମଣ ସ୍ଥିତିରେ ନିଜ ସାମରିକ ସୁରକ୍ଷା ସୁନିଶ୍ଚିତ ଲାଗି ପଦକ୍ଷେପ, ବାଜିବ ଏୟାର ରେଡ୍ ସାଇରନ୍, କ୍ରାସ୍ ବ୍ଲାକ୍ ଆଉଟ୍ ପରଖିବାକୁ ପରାମର୍ଶ...

ପାଣି ପାଇଁ ଛଟପଟ ହେବ ପାକିସ୍ତାନ !
ପାଣି ପାଇଁ ଛଟପଟ ହେବ ପାକିସ୍ତାନ !

ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ଆକ୍ସନ ନେଇଛି ଦେଶ। ବାଗଲିହାର ଡ୍ୟାମ୍‌ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି ଭାରତ।