• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

Asia Cup
ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ଆଗରେ ହଂକଂ ଧରାଶାୟୀ

ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି।

FIFA lifts suspension of Indian football federation
ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

We and our society are far from progress
ପ୍ରଗତିର ବହୁ ଦୂରରେ ଆମେ ଓ ଆମ ସମାଜ

ଜଳବାୟୁ ପରିବର୍ତ୍ତନଜନିତ ଗମ୍ଭୀର ପରିବେଶର ସମସ୍ୟା ସାଙ୍ଗକୁ ମହାବିନାଶକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବଂ ମହାକାଶ ଯୁଦ୍ଧର ସମ୍ଭାବନା କାରଣରୁ ଭୂପୃଷ୍ଠ ବା ପୃଥିବୀର ଜୀବନଦାୟୀନୀ କ୍ଷମତା ସଙ୍କଟରେ ପଡୁଛି। ଏ ବାବଦରେ ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକ ଅନେକବାର ଚେତାବନୀ ମଧ୍ୟ ଦେଇସାରିଲେଣି। ଏହା ସମକାଳୀନ ଦୁନିଆର ସବୁଠାରୁ ବଡ ସମସ୍ୟା।

CWG
CWG: ୨୨ ସ୍ୱର୍ଣ୍ଣ - ୧୬ ରୌପ୍ୟ -୨୩ ବ୍ରୋଞ୍ଜ୍ ପଦକ ସହ ଚତୁର୍ଥ ସ୍ଥାନରେ ଭାରତ

୯୨ ପଦକ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କଲା କାନାଡ଼ା । ଏହାପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ ।

Bajrang Punia
CWG: ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ, ଗୋଟିଏ ଦିନରେ ୩ ସ୍ୱର୍ଣ୍ଣ ସହ ୬ ଟତି ପଦକ ପାଇଲା ଦେଶ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।

Mirabai Chanu
ଭାରତ ପାଇଁ ଗର୍ବ ! CWGରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମିରାବାଈ ଚାନୁ

ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।

Gururaj Poojary
କମନୱେଲ୍ଥ ଗେମ୍‌ସରେ ଭାରତକୁ ଆଉ ଏକ ପଦକ

କମନ୍‌ ୱେଲ୍ଥ ଗେମ୍‌ସରେ ଏହା ଭାରତକୁ ଦ୍ୱିତୀୟ ପଦକ । ଆଜି ହିଁ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ ସାଗର ସଙ୍କେତ । ସେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ।

Lifter Sanket Sargar
CWGରେ ଭାରତକୁ ପ୍ରଥମ ପଦକ ଦେଲେ ସାଗର ସଙ୍କେତ

ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।

pakistani girl fell in love with a indian boy came jalandhar for marriage
ବାହା ହେବା ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ

ପ୍ରେମ ମାନେନି କୌଣସି ସୀମା ସରହଦ୍। ପାକିସ୍ତାନରୁ ବାହା ହେବା ପାଇଁ ଭାରତକୁ ଆସିଛନ୍ତି ଯୁବତୀ...

India Vs Ireland
ସିରିଜ୍ କବ୍‌ଜା କଲା ଭାରତ, ବିଶ୍ୱରେକର୍ଡ କଲା ସଞ୍ଜୁ-ଦୀପକଙ୍କ ପାର୍ଟନରସିପ୍‌

ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ବିଜୟୀ । ମ୍ୟାଚ୍ ଜିତିବା ସହ ୨-୦ରେ ସିରିଜ୍ ଜିତିଲା ଭାରତ ।

Special story
ଚୀନର ଗତିବିଧିକୁ ଦେଖି ଭାରତ ତୟାର୍ : ଡ୍ରାଗନ ବିରୋଧରେ ଭାରତର ଯେସାକୁ ତେସା ନୀତି

ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି

China, India,
ସୀମା ବିବାଦର ସମାଧାନ ଚାହୁଁନି କି ଚୀନ୍ ? LAC ନିକଟରେ ଜାରି ରଖିଛି ଭିତ୍ତିଭୂମି ନିର୍ମାଣ

ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା

Indias's first K-POP Artist
ଓଡ଼ିଶା ଫେରିଲେ K-POP ଷ୍ଟାର୍

ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିବା ତଥା କେ-ପପ୍‌ରେ ସାମିଲ୍‌ ହୋଇଥିବା ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ନିଜ ଜନ୍ମ ଭୂମିକୁ ଫେରିଛନ୍ତି। ଦେଖନ୍ତୁ କିଛି ଫଟୋ...

 Heatwave
ଭାଜି ହେଉଛି ସହର, ସିଝି ଯାଉଛି ଦେହ : ରୌଦ୍ରତାପ କବଳରେ ଦେଶର ୭୦ ପ୍ରତିଶତ ଅଞ୍ଚଳ

ଏପ୍ରିଲ ମାସରେ ଅସହ୍ୟ ତାତି । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଦେଶ । ତାତି ବଢ଼ାଉଛି ପଶ୍ଚିମା ବାୟୁ ।

Sri lanka Situation
ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ

ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ

Sri lanka Situation
ଭୟଙ୍କର ହେଲାଣି ଶ୍ରୀଲଙ୍କା ସ୍ଥିତି ! ମିଳୁନି ଖାଦ୍ୟ ପାନୀୟ; ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରିଲେ ଲକ୍ଷାଧିକ ଛାତ୍ରଛାତ୍ରୀ

ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।

PAK PM IMRAN KHAN
ଭାରତର ବିଦେଶୀ ନୀତିକୁ ପ୍ରଶଂସା କଲେ ପାକ୍ ପିଏମ୍ ଇମ୍ରାନ୍

ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ। 

Narendra Modi
କାଉଣ୍ଟରରୁ ଟିକେଟ୍ କାଟି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।

Pak PM Imran Roasted For Tweet On India & Balakot Strike
ଭାରତ ସହ ଯୁଦ୍ଧ କରିବା ପାଇଁ ପାକିସ୍ତାନ ଦେଲା ଆହ୍ୱାନ। କହିଲା, ସରଳତାକୁ ଦୁର୍ବଳତା ନ ଭାବ…

ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଭାରତକୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଲା ପାକିସ୍ତାନ। କହିଲା, ସରଳାତାକୁ ଆମର ଦୁର୍ବଳତା ଭାବ ନାହିଁ…ବାଲାକୋଟ୍ ଏୟାର ଷ୍ଟ୍ରାଇକର ତିନିବର୍ଷ ପୂର୍ତ୍ତି ଅବସରରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

Afghanistan Weat
ପୁଣି ଆଫ୍‌ଗାନିସ୍ତାନକୁ ସହଯୋଗ କଲା ଭାରତ, ପାକିସ୍ତାନ ଦେଇ ପହଞ୍ଚିଲା ଗହମ

ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ ।

3 Years Of Pulwama Attack- The Black Day When India Lost 40 Valiant Warriors
ପୁଲୱାମା ଘଟଣାକୁ ପୂରିଲା ୩ ବର୍ଷ, ପ୍ରେମର ଦିବସରେ ଗୋଲାପ ନୁହେଁ ରକ୍ତର ହୋଲି ଖେଲିଥିଲେ ଆତଙ୍କୀ

ପ୍ରେମର ଦିବସରେ ଲାଲ ଗୋଲାପ ନୁହେଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ। ବିସ୍ଫୋରଣ ଓ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ୪୦ ବୀର ଯବାନ। ଦୋହଲି ଯାଇଥିଲା ପୂରା ଦେଶ...ପୁଲୱାମା ଆର୍ଟାକ୍‌କୁ ପୂରିଲା ୩ ବର୍ଷ...ହେଲେ ଆଜି ବି ଭୁଲିହେଉନାହିଁ ସେହି କଳାଦିନକୁ

Special Story | US Warns India Of Chinese Aggression, Vows To Work Together
ଭାରତ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଛି ଚୀନ, ସତର୍କ କରାଇଲା ଆମେରିକା...

ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍‌ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…

Odisha Class 10 Student Compiles Book On India Govt Welfare Schemes, Lauded By PM, Vice Prez
ଷୋହଳ ବର୍ଷ ବୟସରେ କଲେ ଏମିତି କାମ, ପ୍ରଶଂସା କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।

Hope PoK will become part of India by 2024, Says Union Minister Kapil Patil
ଆଉ ୨ ବର୍ଷ ଭିତରେ ଭାରତରେ ମିଶିବ POK?

ଆଉ ମାତ୍ର ୨ ବର୍ଷ ମଧ୍ୟରେ ଭାରତରେ ମିଶିବ POK? କେନ୍ଦ୍ରମନ୍ତ୍ରୀ କହିଲେ, ପିଆଜ କି ପିଜ୍ଜା ଦର କମାଇବା ଆମର ଖାଲି ଲକ୍ଷ୍ୟ ନୁହେଁ POK କୁ ଭାରତରେ ମିଶାଇବା ପାଇଁ କରାଯାଉଛି ରଣନୀତି, ଜାଣନ୍ତୁ ଆଉ କଣ କହିଲେ କେନ୍ଦ୍ରମନ୍ତ୍ରୀ...

Pakistan occupied Kashmir will become part of india by 2024 union minister kapil patil hope
‘୨୦୨୪ ସୁଦ୍ଧା ଭାରତରେ ମିଶିବ POK’

ଆଗାମୀ ୨ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ କପିଲ୍‌ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି ।