ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା। ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍ର ଫଳାଫଳ ସାମ୍ନାକୁ ଆସିଥିଲା।
ପାକିସ୍ତାନର ୧୪୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା।
ଆଜି ସୁପରସଣ୍ଡେରେ ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି ହାଇଭୋଲ୍ଟେଜ୍ T20 ମ୍ୟାଚ୍ ।
ଆସନ୍ତାକାଲି ସୁପର୍ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।
ଦଳର ଲଗାତର ଦୁଇଟି ମ୍ୟାଚ୍ରେ ପରାଜୟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଭାରତକୁ କିଏ ସମବେଦନା ଜଣାଉଛି ତ କିଏ କହୁଛି ଭଗବାନ ହିଁ ଏବେ ସାହାଭରସା । କାରଣ ପୂର୍ବରୁ ଭାରତକୁ ହିଁ ବିଶ୍ୱକପ୍ର ଏକମାତ୍ର ଦାବିଦାର ବୋଲି କୁହାଯାଉଥିଲା ।