/odishatv-khabar/media/media_files/2025/12/07/anubhav-mohanty-2025-12-07-13-50-00.jpg)
Anubhav Mohanty Photograph: (OTV)
ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୁଣି ଉଠିଲା ତଦନ୍ତ ଦାବି। ହ୍ୟୁମାନଙ୍କ ମୃତ୍ୟୁ କେମିତି ହେଲା, ମୃତ୍ୟୁ ପଛରେ କିଏ ଦାୟୀ ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ। ଆଜି କିଛି ଏଭଳି ଦାବି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି।
ଟିଟିଲାଗଡ଼ରେ ଆଜି ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି ଅବସରରେ ହ୍ୟୁମାନଙ୍କ ମାଆଙ୍କୁ ଅନୁଭବ ଭେଟିବା ପରେ ଏଭଳି ବଡ଼ ବୟାନ ଦେଇଛନ୍ତି।
“ହ୍ୟୁମାନ ଅନେକ କଷ୍ଟରେ ଥିଲେ। ମନରେ ବହୁତ କିଛି ଚାପି ରଖିଥିଲେ। ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।” ଅନୁଭବଙ୍କ ଏହି ବୟାନ ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଛିଡ଼ା କରିଛି।
ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ବି ଜଣା ଯାଉନଥିଲା, ଅନେକ କିଛି ଲୁଚାଇ ରଖାଯାଇଥିଲା ତେଣୁ ସମସ୍ତଙ୍କ ମୁଖା ଖୋଲୁ ବୋଲି ସେ ଦୋହରାଇଛନ୍ତି।
• ହ୍ୟୁମାନ ମୃତ୍ୟୁ: ତଦନ୍ତ ହେଉ
• ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୁଣି ତଦନ୍ତ ଦାବି
• ହ୍ୟୁମାନଙ୍କ ମୃତ୍ୟୁ କେମିତି ହେଲା ଜଣାପଡ଼ୁ: ଅନୁଭବ
• ‘ମୃତ୍ୟୁ ପଛରେ ଯିଏ ଦାୟୀ କାର୍ଯ୍ୟାନୁଷ୍ଠାନ ହେଉ’
• ‘ହ୍ୟୁମାନ ଅନେକ କଷ୍ଟରେ ଥିଲେ’
• ‘ହ୍ୟୁମାନ ମନରେ ବହୁତ କିଛି ଚାପି ରଖିଥିଲେ’
• ‘ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ’
• ‘ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ଛିଡ଼ା ହେଲା ପ୍ରଶ୍ନ’
• ‘ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ବି ଜଣାଯାଉନଥିଲା’
Self-Immolation Attempt Case: ଜୀବନ ସହ ଲଢ଼ୁଛି ପୀଡ଼ିତା, ଆବଶ୍ୟକ ହେଲେ ପୀଡ଼ିତାଙ୍କୁ ଏୟାରଲିଫ୍ଟ ହେବ: ମନ୍ତ୍ରୀ

SI Exam SCAM: ପୋଲିସ SI ପରୀକ୍ଷା ସ୍କାମ, SSB ଯବାନ ସମେତ ୨ ଜଣ ଗିରଫ

Wild Scene in Pakistan Parliament: ସଂସଦରେ ଗଧର ହଙ୍ଗାମା: ନେତାଙ୍କୁ ତଳେ ଫୋପାଡିଲା, ଜୀବନ ବିକଳରେ ଦୌଡିଲେ ସାଂସଦ

Another Twist in the Amar–Sejal Love Story: ଅମର-ସେଜଲ ପ୍ରେମ କାହାଣୀର ପୁଣି ଏକ ମୋଡ; ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)