Advertisment

ରାଜ୍ୟରେ ଡାକ୍ତର ମରୁଡ଼ି

ଡାକ୍ତର ମରୁଡ଼ିରେ ରାଜ୍ୟରେ ଚାଲିଛି ଚିକିତ୍ସା ସେବା । ଫାଙ୍କା ପଡ଼ିଛି ୫ ହଜାର ୮୩୪ ଡାକ୍ତର ପଦବି। ଏପରିକି ବିଶେଷଜ୍ଞ ଡାକ୍ତର ପଦବି ମଧ୍ୟରୁ ୫୫ ଭାଗ ଖାଲି ପଡ଼ିଛି। ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ। ଏପଟେ ଡାକ୍ତର ସଂଘ କହିଛି, ଡାକ୍ତର ପଦବି ପୂରଣ ଲାଗି ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ଦାୟୀ ।

author-image
Sujit kumar Swain

Healthcare
Advertisment
Advertisment