• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Health News

Fenugreek
ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ମେଥି, ଅନ୍ୟ ଉପକାରକିତା ସମ୍ପର୍କରେ ଜାଣନ୍ତୁ . . . .

ସାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ଓ ନିଜର ତ୍ୱଚ୍ଚାକୁ ସୁରକ୍ଷିତ ରଖିବା ପାଇଁ ଡାକ୍ତର ସର୍ବଦା ପରାମର୍ଶ ଦେଇଥାନ୍ତି । ତେବେ ଆଜି ଆମେ ମେଥିର ବିଭିନ୍ନ ଲାଭଦାୟକ ଉପକାରିତା ବିଷରେ କହିବାକୁ ଯାଉଛୁ । ପ୍ରାୟତଃ ମେଥି ସମସ୍ତଙ୍କ ଘରେ ଖୁବ ସହଜରେ ମିଳି ଯାଇଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ନେଇ ଓଜନ କମାଇବା ପର୍ଯ୍ୟନ୍ତ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ମେଥି ଦାନାର ଉପକାର ବିଷୟରେ

clove oil
ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ: ଜାଣନ୍ତୁ ଏହାର ଉପକାରିତା

ଲବଙ୍ଗ ଏକ ଉପକାରୀ ମସଲା । ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ସହିତ ଏହାର ତେଲ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ହୋଇଥାଏ । ଲବଙ୍ଗ ଖାଦ୍ୟର ସ୍ୱାଦ ବଢାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗ ତେଲର ଅନେକ ଜଣା ଅଜଣା ଲାଭଦାୟକ ଗୁଣ ବିଷୟରେ ।

 coconut oil
ହାର୍ଟ ପାଇଁ ଭାରି ଉପକାରୀ ନଡ଼ିଆ ତେଲ

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ଆସନ୍ତୁ ଜାଣିବା ନଡ଼ିଆ ତେଲର ବିଭିନ୍ନ ଲାଭଦାୟକ ଗୁଣର କିଛି ଜଣା ଅଜଣା କଥା।

benefits of Mint
ପୋଦିନାରେ ଅଛି ଅନେକ ଔଷଧୀୟ ଗୁଣ : ମୁହଁର ରଙ୍ଗକୁ ଉଜ୍ଜଳ କରେ, ଆଖି ତଳ କଳା ଦାଗ ଦୂର କରେ

ସ୍ଵାସ୍ଥ୍ୟ ହିଁ ସଂପଦ । ସ୍ଵାସ୍ଥ୍ୟର ସୁରକ୍ଷା ସହ ସୌନ୍ଦର୍ଯ୍ୟ ରକ୍ଷା ଉପରେ ବେଶୀ ଧ୍ୟାନ ଦେଇଥାଉ । ସେହିପରି ଏକ ଔଷଧୀୟ ପତ୍ର ହେଉଛି ପୋଦିନା । ପୋଦିନାରେ ଅଛି ଅନେକ ଔଷଧୀୟ ଗୁଣ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନା ବ୍ୟବହାର କରିବା ଦ୍ବାରା ତ୍ୱଚ୍ଚାରେ ଚମକ ଆସିଥାଏ ।ପୋଦିନାରୁ ଫାଇବର ମିଳିଥାଏ । ଏହାଛଡା ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ –ଏ, ଭରପୁର ରହିଛି । ଯାହାକି ଚର୍ମ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ ।

Benefits Of Ladies' Finger
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଭେଣ୍ଡି, ଡାଏବେଟିଜ୍ କଣ୍ଟ୍ରୋଲ୍ କରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ସ୍ୱାସ୍ଥ୍ୟ ହିଁ ସଂପଦ । ଆମ ଶରୀର ପାଇଁ ସବୁଜ ପନିପରିବା ଖାଇବା ଅତ୍ୟନ୍ତ ଜରୁରୀ । ପନିପରିବା ମଧ୍ୟରେ ଭେଣ୍ଡିରେ ରହିଛି ଭରପୁର ଭିଟାମିନ୍ । ପୋଷକ ତତ୍ତ୍ୱରେ ଭରପୂର ଭେଣ୍ଡି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ବିଟା କାରୋଟିନ୍, ଆଇରନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ତେବେ ଆସନ୍ତୁ ଜାଣିବା ଭେଣ୍ଡିର ବିଭିନ୍ନ ଉପକାରିତା ବିଷୟରେ ।

Tulsi
ସଂକ୍ରମଣ ଦୂରକରେ ତୁଳସୀ, ଜାଣନ୍ତୁ ତୁଳସୀର ଉପକାରିତା

ସ୍ୱାସ୍ଥ୍ୟ ହିଁ ସଂପଦ । ସେ କରେନା ମହାମାରୀ ହେଉ କି ଡେଙ୍ଗୁ ରୋଗର ନିରାକରଣ ପାଇଁ ସଦାବେଳେ ଆମ ସ୍ୱାସ୍ଥ୍ୟ ପାଇଁ ଆମେ ନିଜେ ସତର୍କ ଓ ନିଜର ଯତ୍ନ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଏବେ ବର୍ଷା ଋତୁର ସମୟ, ଯାହାକି ଥଣ୍ଡା ଜ୍ୱର ଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଥଣ୍ଡା, ଜ୍ୱର ଓ କାଶ ଆଦି ସମସ୍ୟାର ସମାଧାନ ସ୍ୱରୂପ ହେଉଛି ତୁଳସୀ ପତ୍ର । ତୁଳସୀ ଗଛରେ ଔଷଧୀୟ ଗୁଣ ଭରପୁର ରହିଛି । ଆସନ୍ତୁ ଜାଣିବା ତୁଳସୀର ବିଭିନ୍ନ ଉପକାରିତା ବିଷୟରେ ....

Banana peel
କଦଳୀ ଚୋପାରେ ଅଛି ଅନେକ ଗୁଣକାରୀ ତତ୍ତ୍ୱ,ଜାଣନ୍ତୁ ଏହାର ଉପକାରିତା

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ବିଭିନ୍ନ ଫଳରୁ ଶରୀରକୁ ଅନେକ ଭିଟାମିନ ମିଳିଥାଏ । କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ଅଟେ । ଆପଣ ଜାଣିଛନ୍ତି କି ଆପଣ ଫୋପାଡି ଦେଉଥିବା କଦଳୀ ଚୋପା ଆପଣଙ୍କ ପାଇଁ କେତେ ଲାଭଦାୟକ । ତେବେ କଦଳୀର ଚୋପାରୁ ମଧ୍ୟ ଅନେକ ଭିଟାମିନ ମିଳିଥାଏ । ଆସନ୍ତୁ ଜାଣିବା କଦଳୀ ଚୋପାର ବିଭିନ୍ନ ଉପକାରିତା ବିଷୟରେ..

Pumpkin
ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ କଖାରୁ ମଞ୍ଜି

କେବେ କରୋନା ତ କେବେ ଡେଙ୍ଗୁ ଚିନ୍ତା ଘାରୁଛି ଲୋକଙ୍କୁ । ଏଥିପାଇଁ ଲୋକଙ୍କୁ ସୁଷମ ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା। ଏଥିରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍‌ ଏ ପ୍ରଚୁର ପରିମାଣରେ ରହିଛି । ଯାହା କରୋନାରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରେ।

copper glass and plate
ତମ୍ବାପାତ୍ରରେ ରହିଛି ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

ଘରେ ନିତିଦିନିଆ ଜୀବନରେ ଆମେ ଖାଦ୍ୟ ଖାଇବା ପାଇଁ ବିଭିନ୍ନ ଧାତୁର ବାସନକୁସନ ବ୍ୟବହାର କରିଥାଉ । ସାଧାରଣତଃ ଘରେ ଘରେ ଷ୍ଟିଲ୍ ବାସନର ବ୍ୟବହାର ବେଶୀ ହୋଇଥାଏ । କିନ୍ତୁ ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରର ଔଷଧୀୟ ଗୁଣ ବିଷୟରେ ।

desi ghee
ସ୍ୱାସ୍ଥ୍ୟ ପାଇଁ ଭଲ ଦେଶୀ ଘିଅ, ଜାଣନ୍ତୁ ଘିଅର ୮ଟି ଉପକାର

ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଦେଶୀ ଘିଅର ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ଦେଶୀ ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ମିଳିଥାଏ l

joga
ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସକାଳୁ ଉଠିଲେ ଅସୁସ୍ଥତା ଅନୁଭବ କରିବା, ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପ, ରକ୍ତହୀନତା, ରାତିରେ ନିଦ ଠିକ୍‌ ସେ ନହେବା ଓ ମୁଣ୍ଡ ବୁଲାଇବ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତା’ ସହିତ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ଶୀରର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଯାଇ ଗର୍ଭରେ ଥିବା ଶିଶୁଟି ସୁସ୍ଥ […]

Doctor Doctor 29 Oct 2017 | ଜାଣନ୍ତୁ ଗର୍ଭାବସ୍ଥାରେ କଣ ଖାଇବେନି | Foods To Avoid During Pregnancy
Doctor Doctor 29 Oct 2017 | ଜାଣନ୍ତୁ ଗର୍ଭାବସ୍ଥାରେ କଣ ଖାଇବେନି | Foods To Avoid During Pregnancy

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Doctor Doctor 05 Nov 2017 | How To Avoid Fistula Disease | ଜାଣନ୍ତୁ ଭଗନ୍ଦର ରୋଗର ଚିକତ୍ସା କେମିତି କରିବେ

Doctor Doctor 25 Mar 2018 | ଦାନ୍ତ ଜନିତ ସମସ୍ୟାରୁ କେମିତି ପାଇବେ ମୁକ୍ତି

Doctor Doctor 30th Apr 2018 || Health Tips - Health News & Updates

ଫୁସଫୁସ୍ କର୍କଟ: କାରଣ, ଲକ୍ଷଣ ଏବଂ ଚିକିତ୍ସା || Lung Cancer: Causes, Symptoms & Treatments