Advertisment

ଭୁଶୁଡୁଛି ଆତଙ୍କୀର ଗଡ଼, ହାଫିଜ ସୟିଦର କଟିଲା ଦୁଇ ହାତ

୪ ଦିନ ତଳେ ଟଳିଥିଲା ଲସ୍କର କମାଣ୍ଡର ତଥା ସଂଗଠନ ଉପମୁଖ୍ୟ ଅବୁ ସୈଫୁଲ୍ଲା। ଅଜଣା ଆତତାୟୀ ଗୁଳି କରି ତାକୁ ହତ୍ୟା କରିଥିଲେ। ଆଉ ଏବେ ଲସ୍କରର କୋ-ଫାଉଣ୍ଡର ଅମିର ହମ୍‌ଜାର ପଡିଛି ପାଳି।

author-image
Santosh Kumar Sahoo

ହସ୍ପିଟାଲରେ ଶେଷ ନିଶ୍ୱାସ ଗଣୁଛି ଲସ୍କରର ସହ ପ୍ରତିଷ୍ଠାତା ଅମିର ହମ୍‌ଜା। କିଛି ସନ୍ଦିଗ୍ଧ ଯୁବକ ଲାହୋର ସ୍ଥିତ ହମଜାର ଘରେ ପଶି ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ ଟଳିଥିଲା ଲସ୍କର କମାଣ୍ଡର ତଥା ସଂଗଠନ ଉପମୁଖ୍ୟ ଅବୁ ସୈଫୁଲ୍ଲା। ଅଜଣା ଆତତାୟୀ ଗୁଳି କରି ତାକୁ ହତ୍ୟା କରିଥିଲେ। ଆଉ ଏବେ ଲସ୍କରର କୋ-ଫାଉଣ୍ଡର ଅମିର ହମ୍‌ଜାର ପଡିଛି ପାଳି। 

Advertisment
Pakistan Hafiz Saeed
Advertisment
Advertisment