• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: G20 Summit

G20 Summit
ଦିନକ ପରେ G-20 ଶିଖର ସମ୍ମିଳନୀ; ବିଶାଳ ଆୟୋଜନ ଓ ସୁନ୍ଦର ସାଜସଜ୍ଜାରେ ଝଟକୁଛି ଦିଲ୍ଲୀ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ୨୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ।

G20 Summit 2023
G-20 ସମ୍ମିଳନୀ: ରୁପା ବାସନରେ ଖାଇବେ, ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ରହିବେ ଅତିଥି...

ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶରୁ ଭାରତ ଆସୁଥିବା ମାନ୍ୟଗନ୍ୟ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ରୁପାରେ ତିଆରି ବାସନକୁସନ ତିଆରି କରାଯାଇଛି।

Bharat Mandapam
ସଜେଇ ହୋଇଛି ଦିଲ୍ଲୀ, ଝଲସୁଛି ପ୍ରଗତୀ ମୈଦାନ

ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ। ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।

Two Odia Tribals To Attend G 20 Summit
G-20 ସମ୍ମିଳନୀ: ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ

ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ।

US President  Joe Biden To Visit India
G-20 ସମ୍ମିଳନୀ: କାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା...

G-20 ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତାକାଲି ସେ ଭାରତ ଆସିବେ ବୋଲି ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

G20 Summit
ଭାରତୀୟ ସମ୍ବିଧାନରୁ ହଟିଯିବ କି ଇଣ୍ଡିଆ ଶବ୍ଦ ?

ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ ।

Bharat Mandapam
ଭାରତ ମଣ୍ଡପମ୍‌ର କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ...

ଯେଉଁ ଭାରତ ମଣ୍ଡପମ୍‌କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍‌ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।

Bharat Mandapam
G20: ଅତିଥିଙ୍କ ପାଇଁ ସଜେଇ ହୋଇଛି ଭାରତ ମଣ୍ଡପମ୍‌, ଦେଖନ୍ତୁ ଏହାର ମନୋରମ ଦୃଶ୍ୟ

ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି । 

Constitution
କ’ଣ କହୁଛି ସମ୍ବିଧାନ..ଇଣ୍ତିଆ ନା ଭାରତ ?

ସମ୍ବିଧାନର ଧାରା ୧ ରେ ରହିଛି ଯେ ଇଣ୍ଡିଆ ହିଁ ଭାରତ । ଉଭୟ ହିଁ ଆମ ଦେଶର ନାମ ।

G20 Summit
G20 Summit: ଦିଲ୍ଲୀରେ ଅତିଥିଙ୍କୁ ସ୍ୱାଗତ ପାଇଁ ଲାଗିବ ୭ ଲକ୍ଷ ଗଛ !

ଅତିଥିଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।

G20 Guest In Kashmir Dal Lake
ବଦଳୁଛି ଘାଟିର ଦୃଶ୍ୟପଟ୍ଟ ! କାଶ୍ମୀରକୁ ପ୍ରଶଂସା କଲେ ଜି-୨୦ର ବିଦେଶୀ ଅତିଥି

କଶ୍ମୀରର ବଦଳୁଥିବା ଦୃଶ୍ୟପଟ୍ଟ ଓ ଭୂସ୍ୱର୍ଗର ସୌନ୍ଦର୍ଯ୍ୟରେ ଯେତିକି ବିମୋହିତ, ଭାରତୀୟଙ୍କ ଆତିଥେୟତାରେ ମଧ୍ୟ ସେତିକି ଆନନ୍ଦିତ ହୋଇଛନ୍ତି ଅତିଥି ।

G20 delegates take shikara ride at Srinagar's Dal Lake
ହାଲୁକା ପବନ ସାଙ୍ଗକୁ ସନ୍ଧ୍ୟାର ସହର... ଶିକାରାରେ ବୁଲିଲେ G20 ଅତିଥି

G20 ବୈଠକ ମଧ୍ୟରେ ଶିକାରାର ମଜା ନେଲେ ବିଦେଶୀ ଅତିଥି

 G20 meeting in Srinagar
କାଲିଠୁ ଶ୍ରୀନଗରରରେ G20 ପର୍ଯ୍ୟଟନ ସମ୍ମଳନୀ, ସୁରକ୍ଷା ପାଇଁ NSG କମାଣ୍ଡୋଙ୍କ କଡ଼ା ପହରା

ସୀମା ସଂଲଗ୍ନ ରାଜୌରୀର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଛି। ଏପରିକି ଯାତାୟତ କରୁଥିବା ଗାଡି ଗୁଡିକର କଡାକଡି ଯାଞ୍ଜ କରୁଛନ୍ତି ଜମ୍ମୁ କାଶ୍ମୀର ପୋଲିସ।

Buddha Jayanti Park
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍‌ ଖାଇଲେ ମୋଦି

ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Viral Video
Viral Video: ଗାଡ଼ିରେ VIP ନମ୍ବର ! ଧନୀ ବୋଲି ଜଣାପଡ଼ୁଛନ୍ତି, ହେଲେ କରୁଛନ୍ତି ଚୋରି...

ଗୋଟିଏ କି ଯୋଡ଼ିଏ ନୁହେଁ ୧୦ରୁ ଅଧିକ ଫୁଲ୍ କୁଣ୍ଡ ସେମାନେ ନିଜ ଗାଡ଼ିରେ ଭର୍ତ୍ତି କଲେ । ଗାଡ଼ିର ନମ୍ବର ପ୍ଲେଟ୍‌ରୁ ଜଣାପଡ଼ୁଛି ଏହା କୌଣସି ଜଣେ VIP ଲୋକଙ୍କ ଗାଡ଼ି ।

Modi Gave Gifts in G20 Summit
G-20 ସମ୍ମିଳନୀରେ ମୋଦି ବାଣ୍ଟିଲେ ଭାରତୀୟ ଉପହାର

ଇଣ୍ତୋନେସିଆରେ ଆୟୋଜିତ G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ପ୍ରଧାନମନ୍ତୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଭାରତୀୟ ଉପହାର ଦେଇଛନ୍ତି ।

Pm Modi G20
ଗର୍ବର ମୁହୂର୍ତ୍ତ, ଗୌରବର ମୁହୂର୍ତ୍ତ, ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା ଗ୍ରହଣ କରିଛି ଭାରତ 

ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Pm Modi G20
G20ରେ ଭାରତର କ୍ରେଜ୍‌ ! ମୋଦିଙ୍କୁ ବାଇଡେନ୍‌ଙ୍କ ସାଲ୍ୟୁଟ୍‌, ସୁନକ ଦେଖାଇଲେ ସମ୍ମାନ

ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ମୋଦି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଯାହା କହିଥିଲେ ତାଙ୍କ ଉକ୍ତିରେ ଏକରକମ ମୋହର ମାରିଛି ଜି-୨୦ ।

PM Modi
G-20 ରେ ମୋଦିଙ୍କ ଆହ୍ୱାନ; ଯୁଦ୍ଧ ବନ୍ଦ କରି ଆଲୋଚନାରେ ୟୁକ୍ରେନ ସଂକଟର ସମାଧାନ ହେଉ

ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ ।

modi
ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ବାଲିରେ ମୋଦି ! ୪୫ ଘଣ୍ଟାର ରହଣୀ କାଳରେ ୨୦ରୁ ଅଧିକ ମିଟିଂ ସେସନ୍

ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)

PM Modi
G20 ସମ୍ମିଳନୀ: କୋଭିଡ୍ ବିରୋଧରେ ଏକାଠି ଲଢ଼ିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ

G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।