ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଆଉ ଏଥିରେ ଜଳି ପୋଡି ପାଉଁଶ ହୋଇଯାଇଛି କୋଟିଏରୁ ଅଧିକ ଟଙ୍କାର ଔଷଧ। ହେଲେ ଏହି ଅଗ୍ନିକାଣ୍ଡ ଆକସ୍ମିକ, ଅବହେଳା ନା ଇନସୁରାନ୍ସ ନାଁରେ ଔଷଧ ଗୋଦାମକୁ ନିଆଁ ଲଗାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ। ଆଜବେଷ୍ଟସ ଘରେ ଦହନଶୀଳ ପଦାର୍ଥ ମହଜୁଦ ରଖିବା ନେଇ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ମଧ୍ୟ ପ୍ରଶ୍ନ ଉଠାଇଛି।
ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।
ସୋ' ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ । ୮୦ଟି ଅଗ୍ନିଶମ ବାହିନୀ ଗାଡ଼ି ଦ୍ୱାରା ନିଆଁ ଆୟତ୍ତ ।
ଭୁବନେଶ୍ୱରରେ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭବାନୀ ମଲ୍ ନିକଟରେ ଥିବା ଏହି ବାର୍ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।
ବାହାଘରରେ ଯୋଗଦେଇ ଘରକୁ ଫେରୁଥିଲେ ଗୋଟିଏ ପରିବାରର ଚାରି ଜଣ । କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ . . .ହେଲେ କିଏ ଜାଣିଥିଲା ନିଷ୍ଠୁର ମୃତ୍ୟୁର ଦୂତ ସାମ୍ନାରେ ବାଟ ଓଗାଳିବ . .
କ୍ଲଥଷ୍ଟୋରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା ।
ହୁତୁ ହୁତୁ ହୋଇ ଜଳିଲା ଘୋରମାବେଡା ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ ।
ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ
ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି ।
ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ନିଆଁ ଲାଗିଯାଉଛି । ହୁତୁହୁତୁ ହୋଇ ଜଳୁଛି ପାଳ ସହିତ ଘର । ଦମକଳ ନିଆଁ ଲିଭାଇବା ପରେ ବି ଜଳୁଛି । ୩ ଦିନ ହେଲାଣି ଡରିଡରି ବଞ୍ଚୁଛନ୍ତି ଗାଁ ଲୋକେ
ଦୁବାଇ ସ୍ଥିତ ଏକ ଆବାସିକ ବିଲ୍ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।
ଟ୍ରେନ୍ ଉପରେ ଥିବା ବିଦ୍ୟୁତ ତାରକୁ ଛୁଇଁବା ପରେ ଜଳିଗଲେ ଯାତ୍ରୀ । ତାଙ୍କ ଶରୀରର ୯୨ ପ୍ରତିଶତ ନିଆଁରେ ପୋଡ଼ି ହୋଇଯାଇଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି ।
ଟ୍ରେନ୍ରେ ଚଢ଼ିବାକୁ ନେଇ ଝଗଡ଼ା ଓ ପରେ ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ରବିବାର ଦିନ କେରଳର କୋଝିକୋଡ୍ରେ ଏକ୍ସପ୍ରେସ୍ ଟ୍ରେନ୍ରେ ଏହି ଘଟଣା ଘଟିଛି।
ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ମିଳିଥିବା ସୂଚନା ମୁତାବକ, ମନ୍ଦିର ଭିତରେ ହୋମ ଚାଲିଥିଲା । ହୋମ ଚାଲିଥିବା ବେଳେ ସେଠାରେ ତିଆରି ହୋଇଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗିଯାଇଥିଲା ।
ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।
ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର ।
ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ। ଚାଳ ଘରେ ଶୋଇଥିବା ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।
ପୁରୀ ସମ୍ରାଟ ହୋଟେଲ ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଅଂଶଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗରେ ବ୍ରତର ଆୟୋଜନ ହୋଇଥିବା ବେଳେ, ରୋଷଣୀରେ ଯାଇ ଅଂଶ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ପ୍ରାଥମିକ ପର୍ଯ୍ୟାୟ କ୍ଷୟକ୍ଷତି ଆକଳନ କଲା ପ୍ରଶାସନିକ ଟିମ୍ । କେମିତି ଲାଗିଲା ନିଆଁ ତଦନ୍ତ ହେବ କହିଲେ ଅଗ୍ନିଶମ ଡିଜି ।
ପୁରୀରେ ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।