ଟ୍ରେନ୍ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।
ରାସ୍ତାରେ ଛିଡ଼ା ହୋଇଥିବା ବସ୍ରେ ଲାଗିଗଲା ନିଆଁ । ସମସ୍ତ ଯାତ୍ରୀ ସୁରକ୍ଷିତ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ମହଲା ପ୍ରସୂତୀ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ICU, ୱାର୍ଡରେ ଥିବା ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା।
ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।
ଜାହାଜରେ ହଠାତ୍ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି ।
ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ର ଏକ କୋଚ୍ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।
କିଛି ଲୋକ ଜୀବନ ବିକଳରେ କାଚ ଭାଙ୍ଗି ସିଧା ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।
ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଆଉ ଏଥିରେ ଜଳି ପୋଡି ପାଉଁଶ ହୋଇଯାଇଛି କୋଟିଏରୁ ଅଧିକ ଟଙ୍କାର ଔଷଧ। ହେଲେ ଏହି ଅଗ୍ନିକାଣ୍ଡ ଆକସ୍ମିକ, ଅବହେଳା ନା ଇନସୁରାନ୍ସ ନାଁରେ ଔଷଧ ଗୋଦାମକୁ ନିଆଁ ଲଗାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ। ଆଜବେଷ୍ଟସ ଘରେ ଦହନଶୀଳ ପଦାର୍ଥ ମହଜୁଦ ରଖିବା ନେଇ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ମଧ୍ୟ ପ୍ରଶ୍ନ ଉଠାଇଛି।
ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।
ସୋ' ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ । ୮୦ଟି ଅଗ୍ନିଶମ ବାହିନୀ ଗାଡ଼ି ଦ୍ୱାରା ନିଆଁ ଆୟତ୍ତ ।
ଭୁବନେଶ୍ୱରରେ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭବାନୀ ମଲ୍ ନିକଟରେ ଥିବା ଏହି ବାର୍ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।
ବାହାଘରରେ ଯୋଗଦେଇ ଘରକୁ ଫେରୁଥିଲେ ଗୋଟିଏ ପରିବାରର ଚାରି ଜଣ । କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ . . .ହେଲେ କିଏ ଜାଣିଥିଲା ନିଷ୍ଠୁର ମୃତ୍ୟୁର ଦୂତ ସାମ୍ନାରେ ବାଟ ଓଗାଳିବ . .
କ୍ଲଥଷ୍ଟୋରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା ।
ହୁତୁ ହୁତୁ ହୋଇ ଜଳିଲା ଘୋରମାବେଡା ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ ।
ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ
ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି ।
ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ନିଆଁ ଲାଗିଯାଉଛି । ହୁତୁହୁତୁ ହୋଇ ଜଳୁଛି ପାଳ ସହିତ ଘର । ଦମକଳ ନିଆଁ ଲିଭାଇବା ପରେ ବି ଜଳୁଛି । ୩ ଦିନ ହେଲାଣି ଡରିଡରି ବଞ୍ଚୁଛନ୍ତି ଗାଁ ଲୋକେ
ଦୁବାଇ ସ୍ଥିତ ଏକ ଆବାସିକ ବିଲ୍ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।
ଟ୍ରେନ୍ ଉପରେ ଥିବା ବିଦ୍ୟୁତ ତାରକୁ ଛୁଇଁବା ପରେ ଜଳିଗଲେ ଯାତ୍ରୀ । ତାଙ୍କ ଶରୀରର ୯୨ ପ୍ରତିଶତ ନିଆଁରେ ପୋଡ଼ି ହୋଇଯାଇଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି ।
ଟ୍ରେନ୍ରେ ଚଢ଼ିବାକୁ ନେଇ ଝଗଡ଼ା ଓ ପରେ ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ରବିବାର ଦିନ କେରଳର କୋଝିକୋଡ୍ରେ ଏକ୍ସପ୍ରେସ୍ ଟ୍ରେନ୍ରେ ଏହି ଘଟଣା ଘଟିଛି।