• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fire Mishap

9 Indians Killed In Maldives Fire
ମାଳଦ୍ୱୀପରେ ଭୟାବହ ଅଗ୍ନିକାଣ୍ଡ, ୯ ଭାରତୀୟ ମୃତ

ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକମାନେ କାମ କରୁଥିବା ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଅଛନ୍ତି।

Massive Fire During Chhath Puja At Bihar
ଛଟ୍‌ ପୂଜା ପାଇଁ ଚାଲିଥିଲା ପ୍ରସାଦ ପ୍ରସ୍ତୁତି, ଗ୍ୟାସ୍‌ ସିଲିଣ୍ଡର ଫାଟି ଲାଗିଲା ନିଆଁ...

ପରିବାର ସଦସ୍ୟମାନେ ଛଟ୍‌ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଏହାପରେ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗି ଧୀରେ ଧୀରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।

Gas Cylinder Blast
ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ! ଜଳିଗଲା ଦୋକାନ, ଜଣେ ମୃତ

ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି ।

Massive Fire At UP Puja Pandal 3 Killed
ଦୁର୍ଗା ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ, ମା’ଙ୍କ ଆଳତି ବେଳେ ଲାଗିଲା ନିଆଁ...

ଗତକାଲି ରାତି ପ୍ରାୟ ୯ଟା ସମୟରେ ପେଣ୍ଡାଲରେ ଆଳତି ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Fire Mishap
ପରୀକ୍ଷା ପାଇଁ ଯାଇଥିଲେ ସିକନ୍ଦରାବାଦ, ହୋଟେଲରେ ଲାଗିଗଲା ନିଆଁ ! ଚାଲିଗଲା ଜୀବନ

ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ ।

 Fire Breaks Out In Electric Scooter Showroom In Hyderabad
ଜଳିଗଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌: ୮ ମୃତ, ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଡେଇଁଲେ ଲୋକେ

ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Market Building Firemishap
ପୁଣି ମାର୍କେଟ ବିଲ୍ଡିଂରେ ନିଆଁ

ମାର୍କେଟ ବିଲ୍ଡିଂର ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ।

Fire Breaks Out At Wedding Venue In Uttar Pradesh
ୱେଡିଂ ଭେନ୍ୟୁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୫ ଜଣ

ଗୁରୁବାର ଦିନ ସହରରେ ଥିବା ଏହି ୩ ମହଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ୩ ଘଣ୍ଟାର ସଂଘର୍ଷ ପରେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇଥିଲା। 

Hyva driver burnt alive in Sundargarh
ସତ ଚେଷ୍ଟା ପରେ ବି ନିଜକୁ ବଞ୍ଚାଇ ପାରିଲେନି, ହାଇୱା ସହ ଜୀଅନ୍ତା ଜଳିଗଲେ

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।   

Jabalpur
ଭୟଙ୍କର ଅଗ୍ନିକାଣ୍ଡ ! ଚାଲିଗଲା ୧୦ ଜଣଙ୍କ ଜୀବନ

ଅଗ୍ନିକାଣ୍ଡରେ ଅନେକ ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାର ଧୁଆଁମୟ ହୋଇଯାଇଛି ।

Bihar train
ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ, ହେଲେ ଜଣାପଡ଼ିନି କାରଣ.. ଦେଖନ୍ତୁ ଭିଡିଓ

ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Again Fire breaks Out At Keshari Mall In Bhubaneswar
ପୁଣି ଜଳିଲା ଭୁବନେଶ୍ୱର କେଶରୀ ମଲ୍‌

ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। 

Bus Fire Mishap
ରାସ୍ତା ମଝିରେ ଜଳିଗଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲା ୩୦ ଜୀବନ

ହଠାତ୍‌ ବସ୍‌ ଇଞ୍ଜିନ୍‌ରୁ ଧୁଆଁ ବାହାରିଥିଲା । ଧିରେ ଧିରେ ବସ୍‌ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Fire
ପଞ୍ଜାବର ଗୁରୁ ନାନକ ଦେବ ହସ୍ପିଟାଲ୍‌ରେ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ..

କାଲି ଦିଲ୍ଲୀରେ ଏବଂ ଆଜି ପଞ୍ଜାବର ଅମ୍ରିତସର୍‌ର ଗୁରୁ ନାନକ ଦେବ ହସ୍ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ତେବେ କେମିତି ହସ୍ପିଟାଲରେ ନିଆଁ ଲାଗିଲା ତାହା ମଧ୍ୟ ଜଣପଡ଼ିନାହିଁ

Woman, two children charred to death in sleep after fire engulfs their house
କେମିତି ଲାଗିଲା ନିଆଁ ? ରାତି ଅଧରେ ଜଳିଗଲା ଘର, ମା’ ସହ ୨ ଶିଶୁ ଜୀବନ୍ତ ଦଗ୍ଧ

ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

BUS-TRUCK- BIKE
ବସ୍‌- ଟ୍ରକ୍‌- ବାଇକ୍‌, ଆପେ ଆପେ ଜଳିଗଲା !

ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

Fire
ମଦ୍ୟପ ମାମୁଁ ! ଭାଣିଜୀ ଦେହରେ ଲଗାଇଲା ନିଆଁ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।

Uphaar Cinema Hall
ବହୁଚର୍ଚ୍ଚିତ ଉପହାର ସିନେମା ହଲ୍‌ରେ ପୁଣି ଲାଗିଲା ନିଆଁ

ଖବର ପାଇ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।

Keshari Maal
‘ପଇସା ନେଇଯାଉଛ କାମ କରୁନ’, ଭୁବନେଶ୍ୱର ନୂଆ ମେୟର ସୁଲୋଚନାଙ୍କୁ ରୋକ୍‌ଠୋକ୍‌ ଶୁଣାଇଲେ ବ୍ୟବସାୟୀ

ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣି ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ।

Fire Breaks Out At Chemical Factory In Andhra Pradesh
ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୬ ଜଣ

ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରେ ଏକ  ଔଷଧ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।

House set on fire in bhadrak
ବାହାରପଟୁ ତାଲା ମାରି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜୀବନ ବିକଳରେ ଚିତ୍କାର କରୁଥାନ୍ତି ଲୋକେ; ତା’ପରେ...

ଜମିବାଡ଼ି ବିବାଦକୁ ନେଇ ବାହାରପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଅଗ୍ନିକାଣ୍ଡରେ ଘର ଜଳିପୋଡ଼ି ପାଉଁଶ ହୋଇଯାଇ ଥିବାବେଳେ ଆସବାବପତ୍ର, ଟଙ୍କା, ସୁନା ପୋଡ଼ି ପାଉଁଶ ହୋଇଯାଇଛି।

Jungle Fire
ଜଳୁଛି ଜଙ୍ଗଲ ! କିଏ ଲଗାଉଛି ନିଆଁ ? ପୋଡ଼ି ଯାଉଛନ୍ତି କିଟ ପତଙ୍ଗ-ପଶୁ ପକ୍ଷୀ-ଔଷଧୀୟ ଗଛ

ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।

11 Dead In Massive Fire
ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୧ ଶ୍ରମିକ

ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

Two Of Family Charred To Death In Rayagada
ଚାହୁଁ ଚାହୁଁ ଉଜୁଡ଼ି ଗଲା ହସଖୁସିର ସଂସାର, ଆଖି ସାମ୍ନାରେ ଚାଲିଗଲା ଜୀବନ

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ।