ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ମିଳିଥିବା ସୂଚନା ମୁତାବକ, ମନ୍ଦିର ଭିତରେ ହୋମ ଚାଲିଥିଲା । ହୋମ ଚାଲିଥିବା ବେଳେ ସେଠାରେ ତିଆରି ହୋଇଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗିଯାଇଥିଲା ।
ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।
ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର ।
ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ। ଚାଳ ଘରେ ଶୋଇଥିବା ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।
ପୁରୀ ସମ୍ରାଟ ହୋଟେଲ ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଅଂଶଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗରେ ବ୍ରତର ଆୟୋଜନ ହୋଇଥିବା ବେଳେ, ରୋଷଣୀରେ ଯାଇ ଅଂଶ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ପ୍ରାଥମିକ ପର୍ଯ୍ୟାୟ କ୍ଷୟକ୍ଷତି ଆକଳନ କଲା ପ୍ରଶାସନିକ ଟିମ୍ । କେମିତି ଲାଗିଲା ନିଆଁ ତଦନ୍ତ ହେବ କହିଲେ ଅଗ୍ନିଶମ ଡିଜି ।
ପୁରୀରେ ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ସୂଚନା ଦେଲେ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ମାଝୀ
ଓଡ୍ରାଫ୍ ସାଙ୍ଗକୁ ଫାୟାର ଟିମ୍ ନାକେଦମ୍
ରାତି ୨ଟା ବେଳକୁ ପୁଣି ଧରିଥିଲା କୁହୁଳୁଥିବା ନିଆଁ । ନିଆଁ କାବୁ ପାଇଁ ଫାୟାର ଟିମ୍ ସହ ସାମିଲ ହୋଇଥିଲା ଓଡ୍ରାଫ୍ ଟିମ୍ । ନିଆଁ ଯେପରି ଅଧିକ ନବ୍ୟାପିବ ସେଥିପାଇଁ ଉପର ମହଲାରୁ ସାମାନପତ୍ର ଏମିତି ତଳକୁ ଫିଙ୍ଗା ଚାଲିଥିଲା ।
ପର୍ଯ୍ୟଟନ ସହ ପୁରୀକୁ ବୁଲି ଆସି ଶ୍ରୀକ୍ଷେତ୍ର ମାଟିର ମଜା ନେବା ବେଳେ ଉଭା ହେଲା ବଡ଼ ଅଘଟଣ । ରାତ୍ରୀ ଭୋଜନ ପାଇଁ ଏକାଠି ବସିଥିବା ବେଳେ ଖୁଆଇ ଦେଲାନି ଭୟାବହ ଅଗ୍ନିକାଣ୍ଡ । ପୁରୀ ମରିଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁରେ ଛାରଖାର ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।
ରାତିରେ ଭିଜିବିଲିଟି କମ୍ ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଛି ।
୧୨ ଘଣ୍ଟା ପରେ ବି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି।
ନିଆଁ ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ ଦୋକାନରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....
ଭୂଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି।
ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି ।
ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ ।
ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା ପକାଇଥାନ୍ତି.. ସବୁ ଆଡେ କାନ୍ଦ ଛାତିଫଟା ଶବ୍ଦ ଓ କୁଢ଼ କୁଢ଼ ଶବ। ଆଉ ସେହି ଶବ ଗଦାରୁ ସମସ୍ତେ ନିଜ ଲୋକଟିକୁ ଖୋଜୁଥାନ୍ତି ।
ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା।
ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଉଥିଲା ବୋଲି ପରିବାର ଲୋକ କହିଛନ୍ତି ।
ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି। ପୁରା ଗାଁ ଆତଙ୍କିତ
ସ୍ଥାନୀୟ ଏସ୍ପି ସଞ୍ଜୀବ କୁମାର ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।