Advertisment

ବୟଫ୍ରେଣ୍ଡ ପାଇଁ... ସ୍ୱାମୀକୁ ମଶାମରା ଔଷଧ ପିଆଇଲା ସ୍ତ୍ରୀ

ସ୍ୱାମୀ କଫିରେ ମଶାମରା ଔଷଧ ମିଶାଇ ପିଆଇଦେଲା । ବୟଫ୍ରେଣ୍ଡ ପାଇଁ ସ୍ୱାମୀର ଜୀବନ ନେବାକୁ ପଛାଇଲାନି । ପୁଣି ବାହାଘର, ପୁଣି ପରକୀୟା ପ୍ରୀତି, ପୁଣି ସ୍ୱାମୀର ଜୀବନ ନେବାକୁ ପ୍ରୟାସ । ପ୍ରେମ ପାଇଁ ସ୍ତ୍ରୀ ସାଜିଲା ପିଶାଚିନୀ ।

author-image
Namita Biswal
ଅଦ୍ୟତନ ହୋଇଛି

ପ୍ରେମ ପାଇଁ ସ୍ତ୍ରୀ ସାଜିଲା ପିଶାଚିନୀ । ସ୍ୱାମୀ କଫିରେ ମଶାମରା ଔଷଧ ମିଶାଇ ପିଆଇଦେଲା । ବୟଫ୍ରେଣ୍ଡ ପାଇଁ ସ୍ୱାମୀର ଜୀବନ ନେବାକୁ ପଛାଇଲାନି । ପୁଣି ବାହାଘର, ପୁଣି ପରକୀୟା ପ୍ରୀତି, ପୁଣି ସ୍ୱାମୀର ଜୀବନ ନେବାକୁ ପ୍ରୟାସ । ବୟଫ୍ରେଣ୍ଡ ସହ କଥା ହେବାବେଳେ ସ୍ୱାମୀ ଦେଖିଦେବାରୁ ସ୍ୱାମୀକୁ ବିଷ ଦେଇଦେଲା ସ୍ତ୍ରୀ । ଏନେଇ ଅଭିଯୋଗ କରିଛନ୍ତି ପୀଡିତଙ୍କ ବଡ଼ ଭଉଣୀ । ଉତ୍ତରପ୍ରଦେଶ ମୁଜାଫର ନଗରରୁ ଆସିଛି ଏପରି ଛାତିଥରା ଘଟଣା । 

Advertisment
Uttar Pradesh Extramarital Affair Poison Wife Killed Husband
Advertisment
Advertisment