Man Kills Wife
''ମୋ ସ୍ତ୍ରୀ ଫୋନରେ କାହା ସହ କଥା ହେଉଥିଲା । ତା' ଚରିତ୍ରକୁ ନେଇ ମୋର ସନ୍ଦେହ ହୋଇଥିଲା । ମନା କରିବାରୁ ଶୁଣିଲାନି ଟାଙ୍ଗିଆରେ ହାଣିଦେଲି ।'' ସ୍ତ୍ରୀକୁ ଟାଙ୍ଗିଆରେ ହାଣି ରକ୍ତର ନଦୀ ବୁହାଇବା ପରେ ଇଏ ଥିଲା ସୈତାନ ସ୍ୱାମୀର ପ୍ରତିକ୍ରିୟା । ଯେଉଁ ହାତ ଧରି ବାହା ହୋଇଥିଲା, ସେହି ହାତରେ ଟାଙ୍ଗିଆ ଧରି ହତ୍ୟା କଲା । ମଙ୍ଗଳସୂତ୍ର ପିନ୍ଧାଇଥିବା ବେକରେ ଟାଙ୍ଗିଆ ଚୋଟ ମାରିଲା। ପତ୍ନୀକୁ ମାରି ନିଜ ୨-୨ଟି ଛୁଆକୁ ଅନାଥ କରିବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)