Laptop Battery Scooty
ଆମେ ଯାହା ବି ଚିନ୍ତା କରୁନ୍ତି ତାହା ସମ୍ଭବ ! ଖାଲି ବାଟ ଖୋଜି ପରିଶ୍ରମ କରିବା କଥା.. ଦେଖୁନାହାନ୍ତି ଲାପଟପ ବ୍ୟାଟେରୀରେ କେମିତି ଚାଲୁଛି ସ୍କୁଟି.. ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ! ହେଲେ କଥାଟି ସତ.. ବିନା ପେଟ୍ରୋଲରେ ଏବଂ ବିନା ଇଭି ବ୍ୟାଟେରୀରେ ଚାଲୁଛି ସ୍କୁଟି ! କିନ୍ତୁ ଲାଗିଛି ଲାପଟପ୍ ବ୍ୟାଟେରୀ.. ଥରେ ଚାର୍ଜ କଲେ ଦୀର୍ଘ ୫୦ କିମି ଯାଏ ଆରାମରେ ଯାଉଛି..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)