Advertisment

ମାତିଛି ପାଗଳା କୁକୁର

ମାତିଛି ପାଗଳା କୁକୁର। ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି । ପାଗଳା କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ଆତଙ୍କ ଖେଳାଇଛି ପାଗଳା କୁକୁର ।

author-image
Chinmayee Sahoo

Dog Bite
Advertisment
Advertisment