ବାୟୁ ପ୍ରଦୂଷଣ ପାଇଁ ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀ ଓ ସମ୍ପୂର୍ଣ୍ଣ NCRରେ ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ଘୋଷଣା ହୋଇଛି ।
କୈଳାଶ ଗେହଲଟ୍ କହିଛନ୍ତି ଯେ, ଇଡି କିମ୍ବା ସିବିଆଇର ଚାପରେ ମୁଁ ଆମ୍ ଆଦମୀ ପାର୍ଟି ଛାଡ଼ି ନାହିଁ । ମୁଁ ବୃତ୍ତିରେ ଜଣେ ଓକିଲ । ମୁଁ ଓକିଲାତି ଛାଡ଼ି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । ଏବେ କିନ୍ତୁ ଆପରେ ନାହିଁ ସେ ଆଦର୍ଶ
ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି। ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା। ଏହାପରେ ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ । ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଯୋଗଦେଲେ ।
ଆଜି ବି କ୍ରମାଗତ ଭାବେ ପଞ୍ଚମ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ଭୟଙ୍କର ରହିଛି । ସକାଳ ୭ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୨୮ ରହିଥିଲା।
ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ୍ ଗାଡି ଚଳାଚଳ ବ୍ୟାନ୍ । ସରକାରଙ୍କ ମୁକାବିଲା କାର୍ଯ୍ୟଶୈଳୀ ଉପରେ ବର୍ଷିଲା ବିଜେପି ।
ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କଲେ ଦିଲ୍ଲୀ ସରକାର । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନଲାଇନ୍ରେ ହେବ କ୍ଲାସ୍ । ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ ହୋଇଛି ।
ମୁଖାର୍ଜୀ ନଗରରେ ବନ୍ଦ ହୋଇପାରେ ଜଣାଶୁଣା ସିଭିଲ ସର୍ଭିସ କୋଚିଂ ସେଣ୍ଟର ଦ୍ରିଷ୍ଟି ଆଇଏଏସ୍ ।
ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା ।
ବୁଡ଼ିଲା, ଭାସିଲା, ଭାଙ୍ଗିଲା। ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା। ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ।
ଗତକାଲି ବିଲମ୍ବିତ ରାତିରେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି ।
ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀର ଆକାଶରେ ଉଡିବ ଏୟାର ଟ୍ୟାକ୍ସି । ଏୟାର ଇଣ୍ଡିଆର ପ୍ୟାରେଣ୍ଟ୍ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଏବଂ ଆମେରିକାର ଆର୍ଚର ଆଭିଏସନର ମିଳିତ ସହଯୋଗରେ ଖୁବ ଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।
କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
କିନ୍ତୁ ପୋଲିସ୍ର ଏହି ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛନ୍ତି କୃଷକ। ଗୁଡ଼ି ସାହାଯ୍ୟରେ ଡ୍ରୋନ୍ଗୁଡ଼ିକୁ ଚାଷୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ।
ଟ୍ରାଫିକ୍ରେ ଅଟକି ରହିଥିବା ଜଣେ ଡ୍ରାଇଭର ଟ୍ରାଫିକ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରବଳ ଟ୍ରାଫିକ୍ ଜାମ୍ ହେତୁ ସମସ୍ୟା ସୃଷ୍ଟି ହୋଇଛି । ଗତ ଏକ ଘଣ୍ଟାରେ ମାତ୍ର ଗୋଟିଏ କିଲୋମିଟର ଅତିକ୍ରମ କରିଛି ।
ଦହିବରା ବ୍ୟବସାୟୀ ଶର୍ମା ଜୀ ଦୀର୍ଘ ଦିନ ଧରି ନିଜର ବ୍ୟବସାୟ କରିଆସୁଛନ୍ତି । ଶର୍ମା ଜୀଙ୍କ ଏହି ବ୍ୟବସାୟର ଯାତ୍ରା ଟିକେ ଅଲଗା । ପ୍ରଥମେ ଚାଟ୍ ଓ ପରେ ଦହିବରା ବିକ୍ରି ସେ କୋଟିପତି ହୋଇପାରିଛନ୍ତି ।
କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ କରିଛି ଭାରତୀୟ ସେନା। ସେନାର ଏମଆଇ-୧୭ହେଲିକପ୍ଟର ପ୍ଲାଇପ୍ଲାଷ୍ଟ କରିଛି। ଫ୍ରାନ୍ସ ସେନାର ଏକ ଟିମ ମ୍ୟୁଜିକ ବ୍ୟାଣ୍ଡ ସହ ମାର୍ଚ୍ଚ କରିଛି।
ପରେଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ ରହିଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନ୍ର ଜିନଜିଆଙ୍ଗ। ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।
ଘଣ୍ଟାଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟ ସ୍ଥଳକୁ ଯାଇନ ପାରି ଅଟକି ରହିଛନ୍ତି ଯାତ୍ରୀ । ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।
ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ ।
ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନ୍ସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି।
୨୦୧୮ରେ ଯୋଗେନ୍ଦ୍ର କୁମାର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ହଠାତ୍ ଘରୁ କେଉଁଆଡ଼କୁ ଚାଲିଯାଇଥିଲେ । ପରେ ପରିବାର ଓ ପତ୍ନୀ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ।
ଏସି ସଜାଡ଼ିବାକୁ ଯାଇ ଆଇସିୟୁରେ ପହଞ୍ଚିଗଲେ... ବଞ୍ଚି ଥାଉ ଥାଉ ମୃତ ଘୋଷିତ ହେଲେ... ଆଉ ଶେଷରେ, ନିଜ ପରିଚୟ ଦେବାର ଦିନକ ପରେ ପ୍ରାଣ ହରାଇଲେ ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ତୃତୀୟ ଥର ଲାଗି ସମନ କରିଛି । ପୂର୍ବରୁ ନଭେମ୍ବର ଓ ଡିସେମ୍ବର ୨୧ରେ ଇଡି ସମନ କରିଥିଲେ।