Mahila Samriddhi Yojana
ମହିଳାଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା । ଏବେ ପ୍ରତ୍ୟେକ ମାସ ମିଳିବ ୨୫୦୦ । ଆସୁଛି ମହିଳା ସମୃଦ୍ଧି ଯୋଜନା । ସ୍ୱାବଲମ୍ବୀ ହେବେ ମହିଳା, ଆହୁରି ସୁଦୃଢ଼ ହେବ ମହିଳା ଶକ୍ତି । ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ଏବଂ ଯେଉଁମାନେ ଆୟକର ପରିସରଭୁକ୍ତ ନୁହଁନ୍ତି, ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବେ ସରକାର । ଏହା ବ୍ୟତୀତ ଏହି ଯୋଜନାରେ ଅନ୍ୟାନ୍ୟ ସର୍ତ୍ତାବଳୀ ମଧ୍ୟ ରଖାଯାଇଛି । ମହିଳା ସମୃଦ୍ଧି ଯୋଜନା ପାଇଁ ୫୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)