/odishatv-khabar/media/media_files/2026/01/16/nisha-maharana-2026-01-16-10-03-13.jpg)
Nisha Maharana Photograph: (OTV)
ମଞ୍ଚରେ ଚାଲିଥିଲା ନିଶାଙ୍କ ନଗ୍ନ ନାଚ ଆଉ ତଳେ ଏହାକୁ ଦେଖୁଥିଲେ ଖୋଦ୍ ପୋଲିସ୍ ବାବୁ। ବଲାଙ୍ଗୀର ସଦର ଥାନା ଚନ୍ଦନଭାଟି ଅଞ୍ଚଳରେ ନିଶା ମହାରାଣାଙ୍କ ଷ୍ଟେଜ୍ ଶୋ’ ଚାଲିଥିଲା ଆଉ ଏହାକୁ ତଳେ ରହି ହସି ହସି ମଜା ଉଠାଉଥିଲେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ। ଯାତ୍ରାକୁ ଉଦଘାଟନ କରିଥିଲେ ଖୋଦ୍ ଫାଣ୍ଡି ଅଧିକାରୀ।
Advertisment
ବିବାଦରେ ଫାଣ୍ଡି ଅଧିକାରୀ
ପରେ ଦଶର୍କଙ୍କ ସହ ବସି ନିଶାଙ୍କ ଉଲଗ୍ନ ନାଚ ଦେଖୁଥିଲେ। ପରେ ଘଟଣା ସମ୍ପର୍କରେ ବଲାଙ୍ଗୀର ଏସପି ଜାଣିବା ପରେ ଫାଣ୍ଡି ଅଧିକାରୀ ସଦର ଥାନାରେ ଏତଲା ଦେଇଥିଲେ। ଗତ ୧୨ ତାରିଖ ଦିନ ଏସବୁ ଘଟୁଥିଲା କିନ୍ତୁ କେମିତି ଫାଣ୍ଡି ଅଧିକାରୀ ସେଠି ଉପସ୍ଥିତ ରହି ଏହାକୁ ବିରୋଧ କଲେନି ତାହା ଏବେ ବଡ଼ ପ୍ରଶ୍ନ ସାଜିଛି।....
ସେପଟେ ଘଟଣାକୁ ନେଇ ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନଙ୍କ ପ୍ରତିକ୍ରିୟା ମିଳିପାରିନି।
ଏହି ଘଟଣା ଏବେ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଫାଣ୍ଡି ଅଧିକାରୀଙ୍କ ପାଇଁ ଲୋକମାନେ ପୋଲିସ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ।
Advertisment
Advertisment



Related Articles
From Waste to Wings: ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ, ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ
POSTED

Daily Horoscope 16th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 16th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Unrest Peaks in Iran: ଇରାନରେ କେତେବେଳେ କିଛି ବି ଘଟିପାରେ, ଜୋରଦାର ସରକାରୀ ବିରୋଧୀ ଆନ୍ଦୋଳନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)