ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଶୁକ୍ରବାର । ଚନ୍ଦ୍ର – ମିଥୁନ ଅହରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୫.୩୦ ଗତେ ୧୦ମୀ । ଘାତ ଚନ୍ଦ୍ର - କନ୍ୟା ରାଶିର ଅହରାତ୍ର । ଘାତ ବାର – ବିଛା,ଧନୁ ଓ ମୀନ । ପୁଷ୍କର ଦୋଷ – ନାସ୍ତି ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଗୁରୁବାର । ଚନ୍ଦ୍ର - ବୃଷ ରାତ୍ରି ୧୧.୧୩ ଗତେ ମିଥୁନ । ତିଥି – ୮ମୀ ଦିବା ୦୪.୧୪ ଗତେ ୯ମୀ । ଘାତ ଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୧୩ ଗତେ କନ୍ୟା । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର। ଚନ୍ଦ୍ର- ବୃଷ ଅହରାତ୍ର ତିଥି – ୭ମୀ ଦିବା ୦୩.୩୮ ଗତେ ୮ମୀ ଘାତ ଚନ୍ଦ୍ର- ବିଛା ରାଶିର ଅହରାତ୍ର ଘାତ ବାର – କର୍କଟ ପୁଷ୍କର ଦୋଷ –୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୩୮
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୩.୦୧ ଗତେ ବୃଷ । ତିଥି- ୬ଷ୍ଠୀ ଦିବା ୦୩.୪୬ ଗତେ ୭ମୀ । ଘାତ ଚନ୍ଦ୍ର- ମେଷ , ଦିବା ୦୩.୦୧ ଗତେ ବିଛା । ଘାତ ବାର- ମକର ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଚନ୍ଦ୍ର- ମୀନ ଦିବା ୧୦.୩୯ ଗତେ ମେଷ । ତିଥି- ୪ର୍ଥୀ ସନ୍ଧ୍ୟା ୦୬.୨୪ ଗତେ ୫ମୀ । ଘାତ ଚନ୍ଦ୍ର- ଧନୁ , ଦିବା ୧୦.୩୯ ଗତେ ମେଷ । ଘାତ ବାର- ମେଷ । ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ।
ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର, ଚନ୍ଦ୍ର – ମୀନ ଅହୋରାତ୍ର ତିଥି- ୩ୟା ରାତ୍ରି ୦୮.୪୯ ଗତେ ୪ର୍ଥୀ ଘାତ ଚନ୍ଦ୍ର - ଧନୁ ରାଶିର ଅହୋରାତ୍ର ଘାତ ବାର – ବୃଷ , ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । ଘାତ ଚନ୍ଦ୍ର-ମିଥୁନ ଓ ମୀନ ।ରାଶିର, ଦିବା ୦୯.୩୭ ଗତେ ଧନୁ ରାଶି । ଘାତ ବାର-ବିଛା, ଧନୁ ଓ ମୀନ ।
ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୩୧ ତାରିଖ,ଗୁରୁବାର, ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ପୂର୍ଣମା ପ୍ରାତଃ ୦୭.୦୫ ଗତେ ପ୍ରତିପଦ ରାତ୍ରି ୦୩.୧୯ ଗତେ ୨ୟା ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର – ମକର ଦିବା ୧୦.୧୮ ଗତେ କୁମ୍ଭ । ତିଥି – ୧୪ଶୀ ଦିବା ୧୦.୫୮ ଗତେ ପୂର୍ଣମା । ଘାତ ଚନ୍ଦ୍ର - ସିଂହ ରାଶି, ଦିବା ୧୦.୧୮ ଗତେ ମିଥୁନ ଓ ମୀନ । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି ।
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୩ଶୀ ଦିବା ୦୨.୪୮ ଗତେ ୧୪ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୦.୩୮ ଗତେ ମକର । ତିଥି – ୧୨ଶୀ ସନ୍ଧ୍ୟା ୦୬.୨୩ ଗତେ ୧୩ଶୀ । ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଦିବା ୧୦.୩୮ ଗତେ ସିଂହ । ଘାତ ବାର – ମିଥୁନ । ପୁଷ୍କର ଦୋଷ – ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୨୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୪୨ ।
ସୌର ସିଂହମାସ ଶ୍ରାବଣ (ଶୁଦ୍ଦ ) ଶୁକ୍ଲ ପକ୍ଷ। ଇଂରାଜୀରେ ୨୪ ତାରିଖ, ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ୮ମୀ ରାତ୍ରି ୦୩.୧୦ ଗତେ ୯ମୀ ଘାତ ଚନ୍ଦ୍ର – ନାସ୍ତି ଘାତବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳ କାଞନ ଦାନ ଦିବା ୦୯.୦୨
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୩ ଗତେ ବିଛା । ତିଥି – ୭ମୀ ରାତ୍ରି ୦୩.୩୧ ଗତେ ୮ମୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ-ପଶୁ ସମ୍ପଦ । ନାଶ-ଅନ୍ନ ଦାନ ଦିବା ୦୮.୦୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୧ ଗତେ ୧ ପାଦ-କୁଟୁମ୍ବ ହାନି - ତିଳକାଞ୍ଚନ ଦାନ ।
ସୌର ସିଂହମାସ ଶ୍ରାବଣ( ଶୁଦ୍ଧ) ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ ଷ୍ଠୀ ରାତ୍ରି ୦୩.୦୬ ଗତେ ୭ମୀ । ଘାତ ଚନ୍ଦ୍ର- ନାସ୍ତି । ଘାତବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୩.୦୬ ଗତେ ୨ ପାଦ- କୃଷି ଓ ପଶୁହାନୀ-ଭୂମି ଓ ଅନ୍ନଦାନ ।
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୫.୩୦ ଗତେ ତୁଳା । ତିଥି – ୫ମୀ ରାତ୍ରି ୦୨.୦୦ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର – ବୃଷ ରାଶିର ସନ୍ଧ୍ୟା ୦୫.୩୦ । ଘାତ ବାର – ମିଥୁନ । ପୁଷ୍କର ଦୋଷ – ନାସ୍ତି ।
ସୈାର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ
ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଚନ୍ଦ୍ର- ସିଂହ ପ୍ରାତଃ ୦୫.୪୦ ଗତେ କନ୍ୟା । ତିଥି – ୩ୟା ରାତ୍ରି ୧୦.୧୯ ଗତେ ୪ର୍ଥୀ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୫.୪୦ ଗତେ ବୃଷ ରାଶି । ଘାତ ବାର –ବୃଷ ସିଂହ ଓ କନ୍ୟା । ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞନ ଦାନ ରାତ୍ରି ୦୧.୪୭ ଗତେ ୧ ପାଦ କୃଷିହାନି ଭୂମିଦାନ ।
ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି-୨ୟା ରାତ୍ରି ୦୮.୦୧ ଗତେ ୩ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ
ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ଅମାବାଶ୍ୟା ଦିବା ୦୩.୦୮ ଗତେ ପ୍ରତିପଦ । ଘାତ ଚନ୍ଦ୍ର- ଦିବା ୦୪.୫୭ ଗତେ କର୍କଟ ଓ ମକର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନାସ୍ତି ।
ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ରାତ୍ରି ୦୪.୨୫ ଗତେ କର୍କଟ। ତିଥି – ୧୩ଶୀ ଦିବା ୧୦.୨୫ ଗତେ ୧୪ଶୀ। ଘାତ ଚନ୍ଦ୍ର –ନାସ୍ତି, ଘାତ ବାର – ମିଥୁନ
ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୨ଶୀ ଦିବା ୦୮.୨୦ ଗତେ ୧୩ଶୀ । ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୨୫ ପର୍ଯ୍ୟନ୍ତ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ - କୃଷି ଓ ପଶୁ ହାନୀ- ଭୂମି ଓ ଅନ୍ନଦାନ ଦିବା ୦୮.୨୦ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି
ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବୃଷ, ତିଥି - ୧୦ମୀ ନିଶାନ୍ତ ୦୫.୦୬ ଗତେ ୧୧ଶୀ, ଘାତ ଚନ୍ଦ୍ର – ବିଛା ଅହୋରାତ୍ର, ଘାତବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନାସ୍ତି
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ, ପୁଷ୍କର ଦୋଷ – ୧ ପାଦ-କୁଟୁମ୍ବହାନି-ତିଳକାଞନ ଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ