• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Fraud

Bank manager duped over lakhs of rupees by cyber fraudsters
ସ୍କ୍ରିନ୍‌ ଶେୟାର କରି ଫସିଗଲେ ବ୍ୟାଙ୍କ କର୍ମଚାରୀ, ସାର୍ଟ କିଣିବା ଚକ୍କରରେ ଚାଲିଗଲା...

 ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

arrest
ବେଆଇନ ଲୋନ୍ ଆପ୍ ମାମଲାରେ ୟୁପିରୁ ଜଣେ ଗିରଫ

ପୂର୍ବରୁ ଏହି ମାମଲାରେ ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥାର ୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

cyber fraud
ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଠକେଇ ଉଦ୍ୟମ; ୩ ଅଭିଯୁକ୍ତ ଗିରଫ

ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ ।

Cyber Fraud
କେମିତି ବ୍ୟବହାର ହେଉଛି ଜାଲ ସିମ୍ କାର୍ଡ ? କେମିତି ହୁଏ ଠକେଇ ? କେମିତି ହୁଏ ସାଇବର ଫ୍ରଡ୍ ?

ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ। 

Youth Duped By Cyber Fraudster In Odisha
ପ୍ରଥମେ ଫସାଇଲେ, ପରେ ଆକାଉଣ୍ଟ ଖାଲି କଲେ

ପାଗଳ ହୋଇଗଲେ ଯୁବକ। ଜାଣିପାରିଲେନି ଏଇଟା ମାୟାବିନୀର ମାୟା ଜାଲ। ବାସ୍‌ ପ୍ରେମରେ ପାଗଳ ହୋଇ ଆକାଉଣ୍ଟ କରିଦେଲେ ଖାଲି

Awareness On Cyber Fraud
ନୂଆ ଏଟିଏମ୍‌ ଡିଟେଲ୍ସ ଦେଖିବେ କହି ଖାଲି କରିଦେଲେ ଆକାଉଣ୍ଟ...

ଆମେ ଆପଣଙ୍କର ଆକାଉଣ୍ଟ ଡିଟେଲ୍ସ ପଚାରୁନୁ...ଖାଲି ନୂଆ ଏଟିଏମ୍‌ର ଟିକିଏ ଡିଟେଲ୍ସ ଦିଅନ୍ତୁ, ଆମେ ଖାଲି ଚେକ୍‌ କରିବୁ...ଏପଟେ ଡିଟେଲ୍ସ ଦେଇଦେଲେ ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା...

cyber fraud
ବିନା OTP, ବିନା ମେସେଜ୍‌ରେ ଆକାଉଣ୍ଟରୁ ୧ ଲକ୍ଷ ୪୮ ହଜାର ଟଙ୍କା ଗାଏବ

ଯଦି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ ସାବଧାନ ରୁହନ୍ତୁ। ନଚେତ୍‌ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି।

cyber crime
ରାଜଧାନୀରେ ମାତିଛନ୍ତି ଅଦୃଶ୍ୟ ଲୁଟେରା

ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ଲୁଟ୍ ଟଙ୍କାରୁ ଫେରିଛି ଏବଂ ବ୍ଲକ୍ ହୋଇପାରିଛି ମାତ୍ର ଦେଢ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ଏହି ସାଇବର ଲୁଟେରା ।

Cyber Fraudster Tries To Defraud Crime Branch ADG
କ୍ରାଇମ୍‌ବ୍ରାଞ୍ଚ୍‌ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା

OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତ ଅକ୍ୟୁଦୁରୀ ପାସ୍କେଲ୍‌କୁ ଦିଲ୍ଲୀ ପୋଲିସ୍‌ ଗତ ମାସରେ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ କ୍ରାଇମ୍‌ବ୍ରାଞ୍ଚ୍‌ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ କରିଥିବା ସୂଚନା ମିଳିଛି

Crime Branch ADG
କ୍ରାଇମ୍‌ବ୍ରାଞ୍ଚ୍‌ ADGଙ୍କ ଠାରୁ ଠକେଇ ଉଦ୍ୟମ

କ୍ରାଇମ୍‌ବ୍ରାଞ୍ଚ୍‌ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା।

Cyber Fraud
ବନ୍ଧୁ ବାନ୍ଧିଥିଲି ବିଦେଶୀ ସହ, ଗିଫ୍ଟ ଦେବାକୁ କହି ଲୁଟିଲେ ଟଙ୍କା

ଖ୍ରୀଷ୍ଟମାସ ଗିଫ୍ଟ ଦେବାକୁ କହିଲେ। ମୁଁ ରାଜି ହୋଇଗଲି। ତାପରେ ଆସିଲା ମୋ ପାଖକୁ ଗୋଟିଏ ଫୋନ କଲ୍। ସେଥିରେ କହିଲେ ଆମେ ଆମ୍ୱାସିକୁ କହୁଛୁ। ଆମ ପାଖକୁ ଟଙ୍କା ପଠାଅ। ଆଉ ତାପରେ...

OCAC CEO Cyber Fraud Case
OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌: ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍‌

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।

OCAC
ବେଙ୍ଗାଲୁରୁରୁ ହ୍ୟାକ୍‌ ହୋଇଥିଲା OCAC ସିଇଓଙ୍କ ହ୍ୱାଟ୍ସଆପ୍‌

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗର ସଦସ୍ୟ ବେଙ୍ଗାଲୁରୁରେ ରହି ଏହି ଅପରାଧ ଘଟାଇଛନ୍ତି।

OCAC CEO  WhatsApp No Hacked
OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍

ଯଦି ଜଣେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ ହୋଇପାରିଛୁ, ତା’ହେଲେ ଜଣେ ସାଧାରଣ ଲୋଙ୍କ ନମ୍ବର କିଭଳି ଭାବରେ ସୁରକ୍ଷିତ ରହିପାରିବ। ଏନେଇ ଏବେ ସାଇବର ସିକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି। 

Special Story | Cyber Fraudsters Attempt To Dupe People By Sending Messages In Amul Name!
ଅମୂଲ ନାଁରେ ମେସେଜ ପଠାଇ ଟଙ୍କା ଲୁଟୁଛନ୍ତି ସାଇବର ଠକ

କେତେବେଳେ ଟାଟା। କେତେବେଳେ ମାରୁତୀ। ଏବେ ଅମୂଲ ନାଁରେ ଆସୁଛି ମେସେଜ୍।

Special Story | Beware!! Cyber Frauds Can Dupe You Over Fake Govt Schemes
ସରକାରୀ ଯୋଜନା ନାଁରେ ମେସେଜ ଆସୁଥିଲେ ହୋଇଯାଆନ୍ତୁ ସତର୍କ

ଆପଣଙ୍କ ମୋବାଇଲକୁ ଆସୁଛି କି ଏମିତି ମେସେଜ? ଯଦି ହଁ, ତାହେଲେ ହୋଇଯାଆନ୍ତୁ ସତର୍କ।

 Cyber Fraud
ଦିଲ୍ଲୀରେ ଠକେଇ କରିଥିଲେ, ଯାଜପୁରରୁ ଗିରଫ ହେଲେ

ପ୍ରିତମ୍ ଫେକ୍ ଆଇଡି ବନେଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଭଳି କିଛି ରାଜ୍ୟରେ ସାଇବର ଠକଙ୍କ ପାଖକୁ ପଠାଉଥିଲା । ଯେଉଁ ସିମ୍ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ବରୀରେ ରହି ବିଭିନ୍ନ ଅଞ୍ଚଳକୁ କୋରିଅର ମାଧ୍ୟମରେ ସିମ୍ କାର୍ଡ ପଠାଉଥିବା ପୋଲିସ ସୂଚନା ଦେଇଛି । ପ୍ରୀତମ ସିମ୍ କାର୍ଡ ବିକ୍ରି କରି ଠକମାନଙ୍କଠାରୁ ବିପୁଳ ପରିମାଣର ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି

Cyber Fraud
ସାଇବର ଠକେଇର ଶିକାର ହେଲେ ଡାକ୍ତର, ବିଟ୍‌କଏନ୍‌ ନାଁରେ ୧୧ ଲକ୍ଷ ଲୁଟ୍‌

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେଲେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବିଟ୍ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ସେ ଠକାମୀର…