Advertisment

ମାଟ୍ରିକ ଫେଲ୍ ସାଇବର ଠକ

ମାଟ୍ରିକ ଫେଲ୍ ଦିନ ମଜୁରିଆ କରିଥିଲା ଡିଜିଟାଲ ଆରେଷ୍ଟ। ମିଛ ପୋଲିସ ସାଜି ଠକିଥିଲା ଲକ୍ଷାଧିକ ଟଙ୍କା। ଭୁବନେଶ୍ବରରେ ଏଭଳି ଏକ ସାଇବର ଠକେଇର ପର୍ଦ୍ଦାଫାସ ସହ ଅଭିଯୁକ୍ତକୁ ଗୁଜରାଟରୁ ଗିରଫ କରିଛି ସାଇବର ଥାନା ପୋଲିସ। ଠକେଇର ଶିକାର ହୋଇଥିଲେ ଭୁବନେଶ୍ୱରର ଜଣେ ଯୁବ ଇଞ୍ଜିନିୟର। ଗିରଫ ଅଭିଯୁକ୍ତର ନାଁ ବିଶାଲ ରମେଶ। ସେ ମାତ୍ର ଅଷ୍ଟମ ଯାଏଁ ପଢିଛି।

author-image
Chinmayee Sahoo

Cyber Fraud
Advertisment
Advertisment