• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Fraud

Cyber fraud of 11 lakh by name of digital arrest case
ନଜରବନ୍ଦୀରେ ରଖିଲେ ୯ ଘଣ୍ଟା; ପଚରାଉଚରା କରି ନେଇଗଲେ ୧୧ ଲକ୍ଷ

ଡିଜିଟାଲ୍ ଗିରଫ ନାଁରେ ସାଇବର ଠକେଇ। ନୋଏଡାର ଜଣେ ମହିଳା ଇଞ୍ଜିନିୟରଙ୍କୁ ପାଖାପାଖି ୯ ଘଣ୍ଟା ନଜରବନ୍ଦୀ ରଖି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକି ନିଆଯାଇଛି । ମହିଳାଙ୍କ ଅଭିଯୋଗ ଉପରେ କ୍ରାଇମ୍‌ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Deepfake
ଡିପ୍‌ଫେକ୍‌ କେତେ ଯେ ଭୟଙ୍କର ତାହା ଆକଳନ ବାହାରେ; IPS ଅଧିକାରୀ କଲେ ନ୍ୟୁଡ୍‌ କଲ !

ଆପଣ ପୂର୍ବରୂ ମଧ୍ୟ ଏଭଳି କାହାଣୀ ଶୁଣିଥିବେ । ଏଥିରେ ଆପଣଙ୍କୁ କିଛି ନୂଆ ଲାଗୁନଥିବ । କିନ୍ତୁ ଏହି କାହାଣୀରେ ରହିଛି ଏକ ବଡ଼ ଟ୍ୱିଷ୍ଟ । ଆଉ ତାହା ହେଲା ବ୍ଲାକ୍‌ମେଲ୍‌ କରିଥିବା ବ୍ୟକ୍ତି ଜଣକ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ !

Mobile Number Ban
ବଡ଼ ପଦକ୍ଷେପ ! ଦେଶରେ ୭୦ ଲକ୍ଷ ମୋବାଇଲ ନମ୍ବର ବନ୍ଦ କଲା କେନ୍ଦ୍ର

ଆଧାର ଜନିତ ପେମେଣ୍ଟ ସେବା ଫ୍ରଡ୍‌ ବାବଦକୁ ନେଇ ମଧ୍ୟ କହିଛନ୍ତି ଶ୍ରୀ ଜୋଶୀ । ସେ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଲୋକଙ୍କ ତଥ୍ୟ ଯେପରି ଚୋରି ନହୁଏ, ସେଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

Cyber Fraud
ସାବଧାନ!! ଟେଲିଗ୍ରାମ ଜବ୍‌ ଫ୍ରଜ୍‌; ଅପରାଧିଙ୍କ ଟାର୍ଗେଟ୍‌ରୁ କେମିତି ବର୍ତ୍ତିବେ..ଜାଣନ୍ତୁ..

ଆଜି କାଲି ଟେଲିଗ୍ରାମ ପାର୍ଟ ଟାଇମ୍ ଜବ୍ ଫ୍ରଡ୍ ସୀମା ଟପିଲାଣି। ଆଜି ଏ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିବା । ଏହି ଫ୍ରଡ ଆରମ୍ଭ ହୁଏ what's app ଚାଟ୍‌ରୁ।

Cyber Fraud
ପର୍ଯ୍ୟଟନ ସହରକୁ ବୁଲିବାକୁ ଯାଉଛନ୍ତି କି... ପୁରୀରେ ଭୂତ ହୋଟେଲ !

ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ହ୍ୱାଟସଆପ୍ ଯୋଗେ ହୋଟେଲ ବୁକ୍ କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀର ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ୱର୍ଣ୍ଣ ଦୀପ ନାଁରେ ବୁକିଂ କରାଯାଇଛି ।

Cyber Fraud
ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା

ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍‌ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ ଦେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ।

Cyber Crime
ପୁଣି ମାତିଲେଣି ଚିଟଫଣ୍ଡ ଠକ, ୪୫ ଦିନରେ ଟଙ୍କା ଡବଲ..!

ଅନଲାଇନରେ ଠକିନେଲା କ୍ରିପ୍ଟୋ କରେନସି ସଂସ୍ଥା BTC । BTC ନାଁରେ EOWରେ ଅଭିଯୋଗ କଲେ ଜମାକାରୀ ।

cyber crime
ପୂର୍ବତନ ବାୟୁସେନା ଅଧିକାରୀଙ୍କ ଆକାଉଣ୍ଟ ଖାଲି; ୩୫ ଲକ୍ଷ ଲୁଟିନେଲା ସାଇବର ଲୁଟେରା

କିଶୋରଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କ ଆକାଉଣ୍ଟ ଖାଲି କରି ଦେଇଛି ସନ୍ତୋଷ । କିଶୋରଙ୍କ ଅଭିଯୋଗ ପରେ ତଦନ୍ତ କରି ସନ୍ତୋଷକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ। ତାଠାରୁ ୬ ଲକ୍ଷ ଟଙ୍କା, ଚେକ୍, ବ୍ୟାଙ୍କ୍ ପାସବୁକ ଜବତ କରାଯାଇଛି ।

Taraprasad Bhajanpati
ତାରାଙ୍କୁ ଠକିଥିଲା ସାଇବର ଠକ; ବିହାରରୁ ବାନ୍ଧିଲା ପୋଲିସ

ସାଇବର କ୍ରାଇମ୍‌କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।

Fake investment app dupes locals in Ganjam
ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା...ଲାଭ ତ ବହୁତ ଦୂର, ମୂଳ ବି ଚାଲିଗଲା

ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା। ଟଙ୍କା ଚାରିଗୁଣା କରିଦେବାକୁ କହି ପୁରା ଗ୍ରାମବାସୀଙ୍କୁ ଚୁନ ଲଗାଇ ଦେଇଛନ୍ତି ସାଇବର ଠକ। 

Hotel Fake Website
ରୁମ୍‌ ବୁକ୍ କରୁଥିଲେ ସାବଧାନ ! ପୁରୀ-ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌ ନାଁରେ ରହିଛି ଫେକ୍‌ ୱେବ୍‌ସାଇଟ୍

ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା

Bhubaneswar man loses 14 Lakh to online fraud
୫୦ ହଜାର ଦେଲେ ୬୦ ହଜାର ପାଇଲେ, ତା’ପରେ ଚାଲିଗଲା ୧୪ ଲକ୍ଷ...

ମହଙ୍ଗା ପଡ଼ିଲା ବିନା ପରିଶ୍ରମରେ ଘରେ ବସି ଟଙ୍କା ରୋଜଗାର କରିବା। ଚାହୁଁଚାହୁଁ ୧୪ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା।

Cyber fraud
ସାଇବର ଠକେଇରେ ଶିକାର ହେଲେ ହେଲ୍ପଲାଇନ୍‌ରେ କରିପାରିବେ କଲ୍‌

ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍‌ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ ।

36 lakh Whatsapp Ban
ବନ୍ଦ ହେଲା ୩୬ ଲକ୍ଷ ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ, ଆଗକୁ ଆହୁରି ବନ୍ଦ ହେବ...

ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା ।

Cyber Crime, Online Fraud,
ଟ୍ରେଡିଂ ଆପ୍ ଜରିଆରେ ଲୁଟର ନୂଆ ଫଣ୍ଡା

ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା ।

Cyber Crime, Online Fraud,
ସାବଧାନ ! ଟ୍ରେଡିଂ କରୁଥିଲେ ସତର୍କ ହୁଅନ୍ତୁ, ଆପ୍ ଜରିଆରେ ଲୁଟର ନୂଆ ଫଣ୍ଡା

୨୦ ଟଙ୍କା ପୈଠର ମିନିଟିକରେ ୮ ଲକ୍ଷରୁ ଅଧିକ ଲୋଭ । ମିଛ ବିଜ୍ଞାପନ ଦେଖାଇ ଚୁନ ଲଗାଉଛନ୍ତି ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ଦେଖାଇ ମହାଠକେଇ ।

Cyber Crime
ଗୋଟିଏ ଲାଇକ୍‌ କରନ୍ତୁ ୫୦ ଟଙ୍କା ପାଆନ୍ତୁ ! ଏମିତି ଜାଲରେ ପଡ଼ି ୩୯ ଲକ୍ଷ ହରାଇଲେ DGM

ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।

72-year-old loses Rs 99,500 after phone hangs
ହ୍ୟାଙ୍ଗ୍‌ ହୋଇଗଲା ଫୋନ୍‌, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା !

ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।

Cyber Crime
ଚାକିରି ହୋମଗାର୍ଡ, ଆକାଉଣ୍ଟରେ କାରବାର ୫୪ କୋଟି !

ହୋମଗାର୍ଡ ନିଜେ ଜାଣିନାହାନ୍ତି ତାଙ୍କ ଆକାଉଣ୍ଟରେ ଏତେ ଟଙ୍କାର କାରବାର କେବେ ହେଲା ଓ କେମିତି ହେଲା ? କିଏ ଏଥିପାଇଁ ଦାୟୀ ? କାହା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିଲା ? ଏବିଷୟରେ ସେ କିଛି ଜାଣିନାହାନ୍ତି ।

Man gives divorce to wife after turning victim of cyber fraud
ଟଙ୍କା ଲୁଟ୍ ଖବର ପାଇ ମହିଳାଙ୍କୁ ଫୋନ୍‌ରେ ତିନି ତଲାକ ଦେଲେ ସ୍ୱାମୀ

ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।

Cyber Loot
ସାଇବର ଥାନା ହେବାର ଦେଢ ବର୍ଷ ମଧ୍ୟରେ ୨ କୋଟି ଠକି ନେଲେ ଲୁଟେରା

ଲୋଭରେ ପଡ଼ି ଲୋକେ ଇନଭେଷ୍ଟମେଣ୍ଟ ଏବଂ ଅନଲାଇନ୍‌ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍‌ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ ୧୪ ମାମଲା ସାମ୍ନାକୁ ଆସିଛି ।

Naba Das’ daughter Dipali loses Rs 1.5 Lakh to cyber fraud; Case filed
ନବ ଦାସଙ୍କ ଝିଅଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଗାଏବ !

ସାଇବର ଠକଙ୍କ ଜାଲରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଥିବା ଅଭିଯୋଗ ହୋଇଛି।

fraudsters dupe man of Rs 6.25 lakhs in Nuapada
ଓଟିପି ଖେଳରୁ ଖୋଳ ହୋଇଗଲା ଆକାଉଣ୍ଟ

ଓଟିପି ଖେଳ ହେଲା କାଳ। ଚାହୁଁ ଚାହୁଁ ଆକାଉଣ୍ଟରୁ ଉଡିଗଲା ୬ ଲକ୍ଷ ୫୦ ହଜାର ଟଙ୍କା..ଜାଣନ୍ତୁ କଣ ଥିଲା ପୂରା ଘଟଣା

QR Code
QR କୋଡ୍‌ ସ୍କାନ୍‌ କରିବା ସମୟରେ ସାବଧାନ୍‌ ! ଗୋଟିଏ ଭୁଲ, ଖାଲି କରିଦେବ ଆକାଉଣ୍ଟ୍‌

QR କୋଡ୍ ସ୍କାନ୍ କରୁଥିଲେ ସାବଧାନ୍‌ . . .ଠକେଇର ଶିକାର ହୋଇପାରନ୍ତି . .

Escort Service Fraud
ଭୁବନେଶ୍ୱରରେ ଏସ୍କର୍ଟ ସର୍ଭିସ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସାଇବର ଠକ, ୫ ଗିରଫ

ଅଭିଯୋଗ ଅନୁସାରେ ଇଣ୍ଟରଟେନଟରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଖି ଜଣେ ଯୁବକ ଏହି ସଂସ୍ଥାକୁ ଫୋନରେ ଯୋଗାଯୋଗ କରିଥିଲେ ।