Advertisment

Suspect Fraud: ଖୋଳ କରିଦେବ ଫ୍ରଡ୍ କଲ୍

ସାବଧାନ, ଆପଣଙ୍କ ଅଜାଣତରେ କଲ୍ ଫରୱାର୍ଡ ହେଇନି ତ, ଏପରି ନମ୍ୱରରୁ ବାରମ୍ୱାର କଲ୍ ଆସୁନି ତ, ତେବେ ନିମିଷକେ ଆକାଉଣ୍ଟ ଖୋଳ କରିଦେବେ ସାଇବର୍ ଫ୍ରଡ୍ । ଟୁ ଷ୍ଟେପ୍ ଭେରିଫିକେସନ୍ କଲେଣି କି ନାଇଁ, ନଚେତ୍ ବିନା ଜାଣତରେ ବି ଠକାମିର ଶିକାର ହେଇଯିବେ।

author-image
Chinmayee Sahoo

ସାବଧାନ, ଆପଣଙ୍କ ଅଜାଣତରେ #କଲ୍ ଫରୱାର୍ଡ ହେଇନି ତ, ଏପରି #ନମ୍ୱରରୁ ବାରମ୍ୱାର କଲ୍ ଆସୁନି ତ, ତେବେ ନିମିଷକେ ଆକାଉଣ୍ଟ ଖୋଳ କରିଦେବେ ସାଇବର୍ ଫ୍ରଡ୍ । ଟୁ ଷ୍ଟେପ୍ ଭେରିଫିକେସନ୍ କଲେଣି କି ନାଇଁ, ନଚେତ୍ ବିନା ଜାଣତରେ ବି ଠକାମିର ଶିକାର ହେଇଯିବେ, ତେବେ କିପରି ଏଥିପ୍ରତି ସତର୍କ ରହିପାରିବେ ଜାଣିବା ପାଇଁ ଦେଖନ୍ତୁ ଏହି ସ୍ୱତନ୍ତ୍ର ସାକ୍ଷାତକାର...

Advertisment
Cyber Attack Cyber Frauds
Advertisment
Related Articles
Advertisment