Advertisment

କେମିତି ଜଳିଲା ଝିଅ? ବାପା ଭିଲେନ୍‌ କି?

କେନ୍ଦ୍ରାପଡା କାଠିଆପଡାରେ ଯୁକ୍ତ ୩ ଛାତ୍ରୀଙ୍କ ପୋଡା ମୃତଦେହକୁ ଦେଖି ଅନେକ ସନ୍ଦେହ ସୃଷ୍ଟି ହେଉଛି। ଯୁବତୀଙ୍କ ବାପାଙ୍କ ବୟାନ, ପୁରୁଷ ବନ୍ଧୁଙ୍କୁ ନେଇ ଖୋଲାଖୋଲି ବିବାଦୀୟ ଅଭିଯୋଗ ଏବଂ ଗଣମାଧ୍ୟମ ଆଗରେ ଝିଅର ମୃତ୍ୟୁକୁ ନେଇ ବାପା କହିଥିବା କଥା ଏବେ ଆଲୋଚନାର ବିଷୟ ପାଲଟିଲାଣି।

author-image
Tapan Kumar Swain

କେନ୍ଦ୍ରାପଡା କାଠିଆପଡାରେ ଯୁକ୍ତ ୩ ଛାତ୍ରୀଙ୍କ ପୋଡା ମୃତଦେହକୁ ଦେଖି ଅନେକ ସନ୍ଦେହ ସୃଷ୍ଟି ହେଉଛି। ଯୁବତୀଙ୍କ ବାପାଙ୍କ ବୟାନ, ପୁରୁଷ ବନ୍ଧୁଙ୍କୁ ନେଇ ଖୋଲାଖୋଲି ବିବାଦୀୟ ଅଭିଯୋଗ ଏବଂ ଗଣମାଧ୍ୟମ ଆଗରେ ଝିଅର ମୃତ୍ୟୁକୁ ନେଇ ବାପା କହିଥିବା କଥା ଏବେ ଆଲୋଚନାର ବିଷୟ ପାଲଟିଲାଣି।

Advertisment
Self Immolation Crimes In Odisha Police
Advertisment
Advertisment