କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ରଣଜୀ ବିଜେତା କରାଇଥିଲେ; ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା ତାଙ୍କର ଗୁରୁମନ୍ତ୍ର?
ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ବିଜୟୀ । ମ୍ୟାଚ୍ ଜିତିବା ସହ ୨-୦ରେ ସିରିଜ୍ ଜିତିଲା ଭାରତ ।
ବିସିସିଆଇ ପକ୍ଷରୁ ଖୋଜାଚାଲିଛି କି ରୋହିତଙ୍କ ପ୍ରକୃଷ୍ଟ ଉତ୍ତରାଧିକାରୀ? କିଏ ନେବେ ଏହି ସ୍ଥାନ? ଜାଣିବା ପାଇଁ ପଢନ୍ତୁ…
ଭାରତ ପାଇଁ ଆଜି କର ବା ମର ସ୍ଥିତି । ଏଣେ ଆଜିର ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ ।
ବାରବାଟୀ ମ୍ୟାଚ୍ରେ ଟିକେଟ୍ ନପାଇ ହଜାର ହଜାର ଦର୍ଶକ ନିରାଶ ହୋଇଥିବାବେଳେ ନକଲି ପାସ୍ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି।
୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।
କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
୫ଟି ବଲ୍ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା।
ଏକାଧିକ ବିଶ୍ୱକପ୍ ସହ ଅନେକ ଟୁର୍ଣ୍ଣାମେଣ୍ଟରେ ଟିମ୍ର ନେତୃତ୍ୱ ନେଇଥିଲେ। ମିତାଲିଙ୍କ ନାଁରେ ରହିଛି ଏକାଧିକ ରେକର୍ଡ।
ଖେଳାଳି କଣ ଖାଇବେ? କଣ ସେମାନଙ୍କର ପସନ୍ଦ ? କେମିତି ଏଠି କୌଣସି ଅସୁବିଧା ଯେପରି ନହେବ ଏସବୁକୁ ଧ୍ୟାନ ଦେବା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଦେଖନ୍ତୁ
ଟିକେଟ୍ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା ।
କଟକରେ ଆସନ୍ତା ୧୨ ତାରିଖରେ ରହିଛି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ । ଏଥିରେ ଖେଳିବେନି କେ ଏଲ୍ ରାହୁଲ ।
ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।
ଇଂଲଣ୍ଡର ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଦଳ ଘୋଷଣା କରିଛି ବିସିସିଆଇ।
ଗୁଜୁରାଟ ଟାଇଟାନ୍ସର ମାଥ୍ୟୁ ୱେଡଙ୍କୁ ଆଉଟ୍ ଦିଆଯିବାରୁ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ । ଡ୍ରେସିଂ ରୁମରେ ପହଞ୍ଚି ସେ ଭଙ୍ଗାରୁଜା କରିଥିଲେ ।
ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ ।
ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍ ।