/odishatv-khabar/media/media_files/2025/11/06/cricket-2025-11-06-09-06-22.jpg)
Cricket Photograph: (OTV)
ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ୍। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ୍ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଜିତିନେଇଥିଲା। ତୃତୀୟ ଟ୍ବେଣ୍ଟି-୨୦ ରେ ଭାରତର ବିଜୟ ପରେ ସିରିଜ ୧-୧ରେ ବରାବର ରହିଛି। ଆଜି ଓଭାଲରେ ଖେଳାଯିବ ମ୍ୟାଚ୍।
ତୃତୀୟ ଟ୍ବେଣ୍ଟି-୨୦ରେ ବିଜୟ ପରେ ଭାରତର ମନବୋଳ ଦୃଢ ରହିଛି। ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେଙ୍କ ଭଳି ଖେଳାଳିଙ୍କ ପାଇଁ ଭାରତର ଆତ୍ମବିଶ୍ବାସ ଢେର୍ ଅଧିକ ରହିଛି। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୦୮ ମସିହାରୁ ଭାରତକୁ ଅଷ୍ଟ୍ରେଲିଆ କୌଣସି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ହରାଇନି।
• ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ୍
• ପ୍ରଥମ ମ୍ୟାଚ୍ ବାତିଲ୍ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଜିତିନେଇଥିଲା
• ତୃତୀୟ ଟ୍ବେଣ୍ଟି-୨୦ରେ ଭାରତର ବିଜୟ ପରେ ସିରିଜ ୧-୧ରେ ବରାବର
• ଆଜି ଓଭାଲରେ ଖେଳାଯିବ ମ୍ୟାଚ୍
• ତୃତୀୟ ଟ୍ବେଣ୍ଟି-୨୦ରେ ବିଜୟ ପରେ ଭାରତର ମନବୋଳ ଦୃଢ
Nuapada by-election: ନୂଆପଡ଼ା ଉପନିର୍ବାଚନ: ଆଜିଠୁ ଜୋରସୋର ପ୍ରଚାର ଲଢ଼େଇ

Bihar Election: ଭିଆଇପି ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା: ୩.୭୫ କୋଟି ଜନତା ବାଛୁଛନ୍ତି ନେତା

Daily Horoscope 6th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 6th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)