• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cricket

IND vs NED
ICC ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନେଦରଲ୍ୟାଣ୍ଡ୍ସକୁ ୫୬ ରନ୍‌ରେ ହରାଇ ୱିନିଂ ଟ୍ରାକ୍‌ରେ ଟିମ୍‌ ଇଣ୍ତିଆ

ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ମାତ୍‌ ଦେଇଥିବା ଟିମ ଇଣ୍ଡିଆ ଆଜି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

T20 World Cup: Today Ind Vs NED Match
ଟି-୨୦ ବିଶ୍ୱକପ୍‌: ଆଜି ଭାରତ-ନେଦରଲାଣ୍ଡ ମୁକାବିଲା, ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

ଯଦି ନେଦରଲାଣ୍ଡ ସହ ଭାରତର ମୁକାବିଲା ରଦ୍ଦ ହୋଇଯିବ, ତା’ହେଲେ ଟିମ୍‌ ଇଣ୍ଡିଆକୁ ନେଦରଲାଣ୍ଡ ସହ ପଏଣ୍ଟ ଶେଆର କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଟିମ୍‌ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚିବା ପାଇଁ କଷ୍ଟକର ହେବ କି ?

India Pak
ଦୀପାବଳି ପୂର୍ବରୁ ସାରା ଭାରତରେ ଦୀପାବଳି, ଟିମ୍‌ ଇଣ୍ଡିଆ ଦେଲା ଭେଟି

ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।

India
T20 World Cup: ଭାରତ-ପାକ୍‌ ମ୍ୟାଚ୍‌, ଶେଷ ଓଭର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ

କେଏଲ୍‌ ରାହୁଲ ଆରମ୍ଭରୁ ୮ ଟି ବଲ୍‌ ଖେଳି ୪ ରନ୍‌ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍‌ ହୋଇଥିଲେ ।  

Super 12
ସୁପର ୧୨ ଷ୍ଟାର୍ଟ; ଦ୍ୱିତୀୟ ଦିନରେ ଭାରତ-ପାକ୍‌ ଲଢ଼େଇ

ଆଜିଠୁ T20 ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟ । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ।

Roger Binny
ରୋଜର୍ ବିନ୍ନି BCCIର ନୂଆ ଅଧ୍ୟକ୍ଷ; ପଦ ବଜାୟ ରଖିଲେ ସମ୍ପାଦକ ଜୟ ଶାହ

ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ICC Men's T-20 WorldCup
ICC ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୨: ଟିମ୍‌ ପାଇଁ ଗେମ୍‌ ଚେଞ୍ଜର ହେବେ ଏହି ୫ ବ୍ୟାଟ୍ସମ୍ୟାନ୍‌

ଏଥର କିଛି ଏମିତି ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି ଯାହାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ନଜର ରହିବ । ତେବେ ଆସନ୍ତୁ ଜାଣିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ୫ ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ବିଷୟରେ..

OCA Election
୨୮ ତାରିଖରେ ହେବ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ନିର୍ବାଚନ

ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ।

IND vs SA
ମାର୍କରମ୍‌ ଓ ହେଣ୍ତ୍ରିକ୍ସଙ୍କ ବିସ୍ଫୋରକ୍‌ ବ୍ୟାଟିଂ; ଭାରତକୁ ୨୭୯ ରନ୍‌ର ଟାର୍ଗେଟ୍‌

ଭାରତକୁ ସିରିଜ୍‌ ବରାବର୍‌ କରିବାକୁ ହେଲେ ୨୭୯ ରନ୍‌ର ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ ।

Deepak Chahar, Washington Sundar
ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ରୁ ଦୀପକ ଚାହର୍‌ ଆଉଟ୍‌ ୱାଶିଂଟନ ସୁନ୍ଦର ଇନ୍‌

ଦୀପକ ଚାହର୍‌ ଆହତ ହେବା ପରେ ବିସିସିଆଇ ପକ୍ଷରୁ ଅଲରାଉଣ୍ତର ୱାଶିଂଟନ ସୁନ୍ଦରଙ୍କୁ ଟିମ୍‌ରେ ସାମିଲ କରାଯାଇଛି ।

IND vs SA
ଅକ୍ଟୋବର ୬ରୁ ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ୱାନ୍‌ ଡେ ମ୍ୟାଚ୍‌; ଦଳରେ ନଜର ଆସିବେ କିଛି ନୂଆ ମୁହଁ

ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍‌ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି ।

Parvinder Awana
କ୍ରିକେଟର ବୟସ କେବେ ସରେ ନାହିଁ: ପରୱିନ୍ଦର ଆୱାନା

ଓଡିଶାରେ ଅନୁଷ୍ଠିତ ହୋଇଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ । ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ପହଞ୍ଚିଥିଲେ କ୍ରିକେଟର ପରୱିନ୍ଦର ଆୱାନା । ଏହି ସମୟରେ ତାଙ୍କୁ ଭେଟିଥିଲା ଓଟିଭି ।

Lata Mangeshkar loved cricket because of raj singh dungarpur
କ୍ରିକେଟ୍‌କୁ ଖୁବ୍ ପସନ୍ଦ କରୁଥିଲେ ଲତା; ଥିଲା କି କାହାର ଭଲ ପାଇବା

ସ୍ୱରର ମଲ୍ଲିକା ତାଙ୍କର ଅବସର ସମୟରେ ରିୟାଜ୍ କରନ୍ତି କିମ୍ବା ତାଙ୍କ ପ୍ରିୟ ଖେଳ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି। ୧୯୮୩ ମସିହାରେ ଲର୍ଡସ୍‌ରେ ଆୟୋଜିତ ଗୌରବମୟ ବିଶ୍ୱ କ୍ରିକେଟ୍ କପ୍ ବିଜୟର ସାକ୍ଷୀ ମଧ୍ୟ ଲତା ମଙ୍ଗେସ୍‌କର୍। ତେବେ ଆସନ୍ତୁ ଜାଣିବା କିପରି ଲତା ଜୀଙ୍କ କ୍ରିକେଟ୍ ପ୍ରତି ଆସିଲା ଆଗ୍ରହ।

Irfan Pathan
ବାରବାଟୀରେ ଆକ୍ସନ୍‌ ମୋଡ୍‌ରେ ଲିଜେଣ୍ଡସ୍‌, ମଇଦାନ ପ୍ରସ୍ତୁତ

୨୭ରେ ଗୁଜୁରାଟ ଜାଏଣ୍ଟକୁ ଭେଟିବ ଭିଲୱାରା କିଙ୍ଗ୍ସ । ୨୯ରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା  ।

Legends Cricket League
ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲିଜେଣ୍ଡସ୍, ମଇଦାନକୁ ଓହ୍ଲାଇବେ ଇରଫାନ୍‌-ୟୁସୁଫ୍

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ମଧ୍ୟ ବିକ୍ରି ହେବ ଟିକେଟ ।

IND vs AUS
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ଆଜି ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ ।

India Cricket Team
ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌

T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।

Team India New Jersey
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନୂଆ ଜର୍ସିରେ ଓହ୍ଲାଇବ ଟିମ୍‌ ଇଣ୍ତିଆ

ବିସିସିଆଇ ପକ୍ଷରୁ ପୋଷ୍ଟ ହେଲା ଭାରତୀୟ ଦଳ ନୂଆ ଜର୍ସି ।

Mitchell Starc, Mitchell Marsh, Marcus Stoinis
ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବେନି ଏହି ତିନି ଖେଳାଳି..

ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ ଖେଳିବେନି ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳି ।

Cricket Legends
ବାରବାଟୀରେ ଖେଳିବେ କ୍ରିକେଟ୍ ଲିଜେଣ୍ଡସ୍‌

କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ ।

Asia Cup 2022
କର ବା ମର ମ୍ୟାଚ୍‌ରେ ହାରିଲା ଟିମ୍‌ ଇଣ୍ତିଆ

ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।

India Pakistan
ସୁପର ସଣ୍ଡେରେ ଭାରତ-ପାକ୍‌ ମ୍ୟାଚ୍‌, ଜବରଦସ୍ତ ହେବ ମୁକାବିଲା

ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ।

India-Pakistan Cricket Match
ଭାରତ-ପାକିସ୍ତାନ ମ୍ୟାଚ୍‌, ଖେଳାଳିଙ୍କୁ ପଡ଼ିଲା ମହଙ୍ଗା ! ଲାଗିଲା ଜୋରିମାନା, ୪୦ ପ୍ରତିଶତ କଟିବ ମ୍ୟାଚ୍‌ ଫି'

ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଚାଲିଥିଲା । ଶେଷ ଓଭରରେ ବି, କିଏ ବାଜି ମାରିବ ତାହା ଆକଳନ କରିବା କଷ୍ଟକର ଥିଲା ।

IND vs ZIM
ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ତିଆ

ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌କୁ କବଜା କରିନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପରି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି।