• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cricket

Cricketer Rajashree Swain
BREAKING : କଟକରୁ ଜଣେ ମହିଳା କ୍ରିକେଟର୍ ନିଖୋଜ,ମଙ୍ଗଳାବାଗ ଥାନାରେ ଏତଲା

୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲା କଲେ କୋଚ୍

India beat srilanka and won by 91 runs
ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ।

Jasprit Bumrah
ଦଳକୁ ଫେରିଲେ ବୁମରା, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଦେଖାଇବେ ଜଲୱା

ଜାତୀୟ କ୍ରିକେଟ ଏକାଡେମୀ ବୁମରାଙ୍କୁ ଫିଟ୍ ଘୋଷଣା କରିବା ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଛି ।

Virat Kohli - Anushka Sharma
ଦୁବାଇରୁ ଭାଇରାଲ ହେଉଛି ବିରାଟ-ଅନୁସ୍କାଙ୍କ ଫଟୋ..

ନୂଆ ବର୍ଷରେ ଛୁଟି କାଟିବା ପାଇଁ ଉଭୟ ଏବେ ଦୁବାଇରେ ସମୟ ବିତାଉଛନ୍ତି ।

Cricketer Rishabh Pant Car Accident
ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆ କ୍ରିକେଟର ଋଷଭ୍ ପନ୍ତ ଗୁରୁତର

ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍‌ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Cricket
Year Ending: ୨୦୨୨ରେ କିଏ ଥିଲେ ଚର୍ଚ୍ଚାରେ? ଜାଣନ୍ତୁ କିଏ ହିଟ୍ କିଏ ଫ୍ଲପ୍...

୨୦୨୨ ସରିବାକୁ ମାତ୍ର ଆଉ କେଇଟା ଦିନ ବାକି ରହିଲା । ଏହିବର୍ଷ ଅନେକ କିର୍ତ୍ତୀମାନ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍‌ ଟିମ୍‌ । ଦର୍ଶକଙ୍କ ମନ ଜିତିବା ପାଇଁ ଫିଲ୍ଡରେ ଜୋର୍‌ ଲଗାଇଛନ୍ତି ଖେଳାଳି । ଉଭୟ ବୋଲିଂ ଓ ବ୍ୟାଟିଂରେ ଜଲୱା ଦେଖାଇଛନ୍ତି ଟିମ୍‌ ଇଣ୍ତିଆର ପ୍ରତ୍ୟେକ ଖେଳାଳି ।

Ishan Kishan
ବାଂଲାଦେଶ ବିପକ୍ଷରେ ଇଶାନ୍‌ଙ୍କ ଧୁଆଁଦାର ଦ୍ୱିଶତକ

ପୁଣି ଜଣେ ଭାରତୀୟ କ୍ରିକେଟର୍‌ଙ୍କ ଦିନିକିଆ ମ୍ୟାଚ୍‌ରେ ଦ୍ୱିଶତକ ।

Life story of Indian cricketer jasprit bumrah
ଯଶପ୍ରୀତ ବୁମ୍‌ରାଙ୍କ ସଂଘର୍ଷର ଦିନ: ହଳେ ଜୋତାକୁ ଧୋଇ ପିନ୍ଧୁଥିଲେ

ଆଜି ଯଶପ୍ରୀତ ବୁମ୍‌ରା ଜଣେ ସଫଳ ବୋଲର୍। ହେଲେ ଏ ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ ସଂଘର୍ଷର କାହାଣୀ ଉପରେ ନଜର ପକେଇ ନେବା।

Double shock for Team India; lose and fined
ଟିମ୍‌ ଇଣ୍ଡିଆକୁ ଡବଲ ଝଟକା; ପରାସ୍ତ ଓ ଜରିମାନା

ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଦିନିକିଆରେ ବାଂଲାବାହିନୀ ଠାରୁ ହାରିବା ପରେ ଭାରତୀୟ ଟିମକୁ ଗଣିବାକୁ ପଡିଛି ଜରିମାନା। ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ପାଇଁ ICC ଭାରତୀୟ ଖେଳାଳିଙ୍କ ୮୦ ପ୍ରତିଶତ ମ୍ୟାଚ୍ ଫି କାଟ୍ କରିଛି।

Rituraj Gaikwad
ଗାଏକ୍ୱାଡ୍‌ଙ୍କ ବିଶ୍ୱ ରେକର୍ଡ; ଗୋଟିଏ ଓଭର୍‌ରେ ମାରିଲେ ୭ଛକା, ଦେଖନ୍ତୁ ଭିଡିଓ..

ଗୋଟିଏ ଓଭରରେ ୬ ଛକା ମାରିବା କଥା ଆପଣ ଦେଖିଥିବେ। ହେଲେ ଜଣେ ବ୍ୟାଟର କେମିତି ୬ଟି ବଲରେ ୭ଟି ଛକା ମାରିଲେ ବୋଲି ଆପଣ ଭାବୁଥିବେ। ହେଲେ ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ।

IND vs NZ
ଭାରତ-ନ୍ୟୁଜିଲାଣ୍ତ ୱାନଡେ ଟକ୍କର: ଟିମ୍‌ ଇଣ୍ତିଆର ବ୍ୟାଟିଂ

ଟି-ଟ୍ୱେଣ୍ଟି ସିରିଜ୍‌ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ।

IND vs NZ
SKYଙ୍କ ବିସ୍ଫୋରକ ଶତକ; ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ

ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍‌ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ।

India vs Newzealand
ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌, ପ୍ରଥମ ମ୍ୟାଚ୍‌ ପରେ ଦ୍ୱିତୀୟ ମ୍ୟାଚ୍ ବି ଧୋଇଯିବା ସମ୍ଭାବନା

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ବର୍ଷା ଯୋଗୁଁ ବାତିଲ ହୋଇଥିଲା ପ୍ରଥମ ମ୍ୟାଚ୍ ।

IND vs NZ
ଭାରତ-ନ୍ୟୁଜିଲାଣ୍ତ ପ୍ରଥମ ଟି-ଟ୍ୱେଣ୍ଟି: ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ

ନ୍ୟୁଜିଲ୍ୟାଣ୍ଡର ୱେଲିଂଟନରେ ଆଜି ଅପରାହ୍ନରୁ ହିଁ ବର୍ଷା ଆରମ୍ଭ ହୋଇଯାଇଥିଲା। ଭାରତୀୟ ସମୟ ଦିନ ୧୨ଟା ଓ ନ୍ୟୁଜିଲ୍ୟାଣ୍ଡ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିଲେ ହେଁ ବର୍ଷା ଛାଡ଼ି ନଥିଲା।

India Vs New Zealand
ହାର୍ଦ୍ଦିକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଉଭୟ ଦଳ ହାରିବା ପରେ ପରସ୍ପରକୁ ଭେଟୁଛନ୍ତି । ଆଜି ୱେଲିଂଟନରେ ପ୍ରଥମ ଟ୍ୱେଣ୍ଟି-୨୦  ମୁକାବିଲା ହେବ ।

Under 19 T20 Worldcup
2024ରେ ଶ୍ରୀଲଙ୍କାରେ ହେବ ICC ଅଣ୍ଡର-19 କ୍ରିକେଟ୍ ବିଶ୍ୱକପ୍

ଆଇସିସି ଅଣ୍ଡର-19 ମହିଳା ବିଶ୍ୱକପ୍ ୨୦୨୫ର ଆୟୋଜନ ଦାୟିତ୍ୱ ମାଲେସିଆ ଓ ଥାଇଲାଣ୍ଡକୁ ମିଳିଥିବା ବେଳେ ୨୦୨୭ ଅଣ୍ଡର-19 ମହିଳା ବିଶ୍ୱକପ୍‌ର ଆୟୋଜନ ଦାୟିତ୍ୱ ମିଳିତ ଭାବେ ବାଂଲାଦେଶ ଓ ନେପାଳକୁ ମିଳିଛି ।

IND vs ENG
ଆଡିଲେଡ୍‌ରେ ଫାଇନାଲ୍‌ ଟିକେଟ୍‌ ଲଢ଼େଇ; ବ୍ୟାଟିଂ କରିବ ଭାରତ

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟସ୍‌ ବଟଲର୍‌ ।

IND vs PAK
ଆଜି ଫାଇନାଲ ଟିକେଟ୍‌ କାଟି ପାକିସ୍ତାନ୍‌ର ତୋଡ଼ ଭାଙ୍ଗିବ କି ଭାରତ ?

୨୦୦୭ ବିଶ୍ୱକପର ହେବ କି ପୁନରାବୃତ୍ତି ? ପୁଣି ଥରେ ପାକିସ୍ତାନକୁ ମାତ୍‌ ଦେଇ ଟ୍ରଫି ହାତେଇବ କି ଟିମ୍‌ ଇଣ୍ତିଆ ?

IND vs ENG
ରୋହିତ ବାହିନୀ ବନାମ ବଟଲର୍‌ ବ୍ରିଗେଡ୍‌; କିଏ ହାତେଇବ ଫାଇନାଲ୍‌ ଟିକେଟ୍‌ ?

ବିରାଟ ଏବଂ ସୂର୍ଯ୍ୟକୁମାର ଯାଦବ ସାଜିବେ ତ ମ୍ୟାଚ ୱିନର ? କାରଣ ସାମ୍ନା ସାମ୍ନି ହେବେ ରୋହିତ ଆଣ୍ଡ କୋ ଏବଂ ବଟଲର ବ୍ରିଗେଡ ।

Suryakumar Jadav
ଜିରୋରୁ ହିରୋ! ଜାଣନ୍ତୁ ଟିମ୍‌ ଇଣ୍ତିଆର Mr 360 ଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ..

ସୂର୍ଯ୍ୟକୁମାର ଯାଦବ ଯେପରି ବ୍ୟାଟିଂରେ ଜଲୱା ଦେଖାଉଛନ୍ତି ସେହିପରି ତାଙ୍କର ଆୟ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ।

Rohit Sharma
ଇଂଲଣ୍ତ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଗ୍ରାଉଣ୍ତକୁ ଓହ୍ଲାଇବେ ତ ରୋହିତ?

ଆଡିଲେଡରେ ପ୍ରାକ୍ଟିସ ବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି ।

Virat Kohli
ମ୍ୟାଚ୍‌ ମଝିରେ ଧଇଁସଇଁ ହୋଇ ଦୀର୍ଘନିଶ୍ୱାସ ଛାଡ଼ିଲେ କୋହଲି

ଆଜି ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ କୋହଲି ବ୍ୟାଟିଂ କରୁଥିବା ବେଳେ ନିଶ୍ୱାସ ନେବାରେ ସଂଘର୍ଷ କରୁଥିଲେ ।

IND vs ZIM
SKY ଙ୍କ ବିସ୍ଫୋରକ ବ୍ୟାଟିଂ; ଜିମ୍ବାୱେ ପାଇଁ ୧୮୭ ରନ୍‌ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ

ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଐତିହାସିକ ମେଲ୍‌ବର୍ଣ୍ଣ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୮୬ ରନ୍‌ ସଂଗ୍ରହ କରିଛି ।

Happy Birth Day Virat Kohli
ନିଆରା ଢଙ୍ଗରେ କୋହଲିଙ୍କୁ ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ଶୁଭେଚ୍ଛା

ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ।

Pakistan And Bangladesh Fans Accuse Umpires Favouring India
ଭାରତର ବିଜୟ ପରେ ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ପାକିସ୍ତାନୀ ଫ୍ୟାନ୍ସ

ଭାରତର ବିଜୟ ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ସେମାନେ ଫିଲ୍‌ଡ୍‌ରେ ଥିବା ଅମ୍ପାୟର୍ସଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି।