• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cricket

Virat Kohli
Viral Post: କୋହଲିଙ୍କ ଖାଇବା ଫଟୋକୁ ନେଇ ଟ୍ରୋଲ୍ କରୁଥିଲେ, ଗୋଟିଏ ପୋଷ୍ଟରେ ସବୁ ସାବାଡ଼

ଏକ ରିଆକ୍ଟିଭ୍‌ ପୋଷ୍ଟ କରି ବିରାଟ ପୁଣି ଚର୍ଚ୍ଚାରେ । ଏହି ପୋଷ୍ଟରେ ସେ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । 

Dhoni
ଧୋନିଙ୍କ ବାମ ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର, ଖେଳିପାରନ୍ତି ଆଉ ଏକ ସିଜିନ୍

ସେ ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ ଥିବା ବିଶିଷ୍ଟ ସ୍ପୋର୍ଟସ୍ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଦିନଶା ପାର୍ଦିୱାଲାଙ୍କ ସହ ପରାମର୍ଶ କରିଥିଲେ ।

who will be IPL 2023 champion
ଫ୍ୟାନ୍ସଙ୍କ ଛାତି ଧଡ଼ଧଡ଼: କିଏ ହେବ IPL ମହାସମରର ଚାମ୍ପିଅନ ? ଗୁରୁ ନା ଶିଷ୍ୟ...

କାହାର ପଲ୍ଲା ଭାରି ରହିବ, ଖେଳ ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ।

chennai beat Gujarat
ଗୁଜୁରାଟକୁ ହରାଇ ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ

ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Chennai Super Kings vs Gujarat Titans
ଫାଇନାଲ ଟିକେଟ୍‌ ପାଇଁ ଆଜି ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ

କ୍ୱାଲିଫାୟାର ୱାନ୍‌ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ।

Rinku Singh
ପ୍ଲେ ଅଫ୍‌ରୁ ଫେଲ୍‌ ମାରିଲା KKR; ଆଇପିଏଲ୍‌ର ହିରୋ ସାଜିଲେ ରିଙ୍କୁ ସିଂ

ରିଙ୍କୁ ସିଂଙ୍କୁ ନେଇ ଏବେ କ୍ରିକେଟ୍‌ ମହଲରେ ଚର୍ଚ୍ଚା । କୋଲକାତା ନାଇଟ ରାଇଡର୍ସ ପାଇଁ ଜଣେ ପାୱାର ହିଟର୍‌ ଏବଂ ଫିନିସର୍‌ର ଭୂମିକା ତୁଲାଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ ।

Mohammed Siraj
ବିରାଟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜ

ସିରାଜ ହାଇଦ୍ରାବାଦ୍‌ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍‌ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।

Mohsin Khan
‘ମୋ ବାପା ICU ରେ ଥିଲେ, ତାଙ୍କ ପାଇଁ ମୁଁ IPL ଖେଳୁଛି’

ମୁମ୍ବାଇର ବିଜୟ ଅଭିଯାନରେ ରୋକ୍‌ ଲଗାଇଛନ୍ତି ମୋହଜିନ୍‌ ଖାନ୍‌ । ମ୍ୟାଚ୍‌ର ଶେଷରେ ଭାବବିହ୍ଵଳ ହେଲେ ଗତକାଲି ମ୍ୟାଚ୍‌ର ଷ୍ଟାର୍‌ ତାରକା ମୋହଜିନ୍‌ ଖାନ୍‌, କହିଲେ..ଏହି ମ୍ୟାଚ୍‌ ମୋ ବାପାଙ୍କୁ ସମର୍ପିତ ।

Delhi Capitals
IPL Playoffs 2023: ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ରେସ୍‌ରୁ ବାଦ୍‌ ପଡ଼ିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍‌ର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚ୍‌ରୁ ୮ଟିରେ ପରାଜୟ ପରେ ପ୍ଲେ ଅଫ୍‌ରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ ।

Rishabh Pant
ଏସିଆ କପ୍‌ ଓ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଋଷଭ ପନ୍ତ

ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ।

Sachin Tendulkar Birthday
କ୍ରିକେଟ୍‌ର ମହାନାୟକ 50 Not Out ! ଜନ୍ମଦିନରେ ସଚିନ୍‌ଙ୍କୁ ଚାରିଆଡୁ ଶୁଭେଚ୍ଛା

ସେ କ୍ରିକେଟ୍‌ର ଭଗବାନ । କିମ୍ବଦନ୍ତୀ କ୍ରିକେଟର ଏବଂ ଭାରତୀୟ କ୍ରିକେଟର କୋହିନୁର। ବିଶ୍ବର ବଡ଼ ବଡ଼ ଦୁର୍ଦ୍ଦଷ ବୋଲରଙ୍କ ନିଦ ହଜାଇଛନ୍ତି, କୋଟି କୋଟି ଫ୍ୟାନ୍ସଙ୍କ ମୁହଁରେ ହସ ଭରିଛନ୍ତି । କ୍ରିକେଟ ତାଙ୍କ ପାଇଁ ଜୀବନ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ ।

Mahendra Singh Dhoni
ଆଇପିଏଲ୍‌ରେ ଧୋନି ଯୁଗର ଅନ୍ତ; ଅବସର ନେଇ ଦେଲେ ଇସାରା

ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଧୋନି । ଧୋନିଙ୍କ ମନ୍ତବ୍ୟରେ ଭାବପ୍ରବଣ ହୋଇଉଠିଲେ ଫ୍ୟାନ୍ସ । ନିଜର ଅବସର ନେଇ ଦେଲେ ଇସାରା ।

Mohammad Siraj
ଟିମ୍‌ ଇଣ୍ତିଆର ଭିତିରି କଥା ଜାଣିବା ପାଇଁ ସିରାଜଙ୍କୁ ଆସିଥିଲା ଅଜଣା ବ୍ୟକ୍ତିର କଲ୍‌

ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଟିମ୍‌ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ।

Sourav Ganguly & Virat Kohli
କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।

Mr. 360 Suryakumar is losing its glory
ଚମକ ହରାଉଛନ୍ତି ମିଷ୍ଟର ୩୬୦ ସୂର୍ଯ୍ୟକୁମାର

ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏକଦା ନିଜ ବ୍ୟାଟିଂ ପାଇଁ ଅଜସ୍ର ପ୍ରଶଂସା ସାଉଁଟିଥିବା ସୂର୍ଯ୍ୟ ଆଜି କ୍ରମାଗତ ବିଫଳତା ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ନିଜ ଚମକ ହରାଉଛନ୍ତି ମିଷ୍ଟର ୩୬୦।

Cricketer
ଗାଙ୍ଗୁଲି-ରୋହିତ-ପାଣ୍ଡ୍ୟାଙ୍କ ନାଁରେ କୋର୍ଟରେ ସଙ୍ଗୀନ୍‌ ଅଭିଯୋଗ, ଜାଣନ୍ତୁ କାରଣ

ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।

Chennai Super Kings
ମ୍ୟାଚ୍‌ ପୂର୍ବରୁ ବଡ଼ ଝଟକା; ଫିଲ୍ଡକୁ ଓହ୍ଲାଇ ନପାରନ୍ତି CSK ର ଏହି ଷ୍ଟାର ଅଲରାଉଣ୍ତର

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।

Shah rukh khan shows love to rcb captain virat kohli
ମ୍ୟାଚ୍ ଜିତିଲା KKR, ହୃଦୟ ଜିତିଲେ SRK; ଭାଇରାଲ୍‌ ହେଲା ଭିଡିଓ

ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍‌ ଖାନ୍‌ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଏ। ସେମିତି ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲିଙ୍କ ପ୍ରତି ଶାହରୁଖଙ୍କ ଅନାବିଳ ପ୍ରେମ।

Rishab Pant
କେମିତି ଅଛନ୍ତି ରିଷଭ ପନ୍ତ ? ଦୁର୍ଘଟଣା ପରେ ପ୍ରଥମ ଥର ଷ୍ଟାଡିୟମକୁ ଆସିବେ

"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।

Umran Malik
ପୁଣି ଚମକିଲେ ଜମ୍ମୁ ଏକ୍ସପ୍ରେସ୍‌; ତୋଫାନ ଭଳି ଉଡ଼ାଇନେଲେ ପାଡିକଲ୍‌ଙ୍କ ୱିକେଟ୍‌

ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍‌ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍‌। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍‌ରେ ଖେଳିବେ ନା ବ୍ୟାକ୍‌ ଫୁଟ୍‌ରେ ଖେଳିବେ ।

Umpire Death
କ୍ରିକେଟ ଖେଳରୁ ମହାଭାରତ; ଭୁଲ୍ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା !

ଭୁଲ୍‌ ନିଷ୍ପତ୍ତି ଯୋଗୁଁ ଚାଲିଗଲା ଅମ୍ପାୟାରଙ୍କ ଜୀବନ । ଏଭଳି କିଛି ଅଭାବନୀୟ ଘଟଣା କଟକ ଚୌଦ୍ୱାରରେ ଦେଖିବାକୁ ମିଳିଛି ।

Can Gujarat Titans retain the IPL crown
ଆଇପିଏଲ୍ ମୁକୁଟ ବଜାୟ ରଖିପାରିବ କି ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମିଳିପାରିବ କି ସଫଳତା? ନା ଟୁର୍ଣ୍ଣାମେଣ୍ଟକୁ ଏଥର ମିଳିବ ନୂଆ ଚାମ୍ପିଅନ୍?

Arijit Singh touches MS Dhoni's feet during IPL
ଆଇପିଏଲ୍‌ ମଞ୍ଚରେ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପାଦ ଛୁଇଁଲେ ଅରିଜିତ୍‌ ସିଂ, ଭାଇରାଲ ହେଲା ଫଟୋ

ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍‌ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Virat Kohli Marksheet
ପୁଣି ଚର୍ଚ୍ଚାରେ କିଙ୍ଗ୍ କୋହଲି, ଭାଇରାଲ ହେଉଛି 10th ମାର୍କସିଟ୍‌

କୋହଲିଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଇନ୍‌ଷ୍ଟାଗ୍ରାମ ହେଉ ବା ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ସବୁଥିରେ କୋହଲି ବେଶ୍‌ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ ସେ ନିଜ ଦଶମ ଶ୍ରେଣୀ ମାର୍କସିଟ୍‌କୁ ସେୟାର କରିଛନ୍ତି ।

Team India's one day World Cup preparations is in question
ପ୍ରଶ୍ନଘେରରେ ଟିମ୍ ଇଣ୍ଡିଆର ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହା ସହିତ ଟିମ୍‌ର ୨୦୨୩ ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ। ତେବେ କାହିଁକି ହାରିଲା ରୋହିତ ସେନା? କେଉଁଠି ରହିଲା ସମସ୍ୟା?