‘ମୋ ଘର’ ଋଣ ଆବେଦନ ବେଳେ ଧରାପଡ଼ିଲା ଆବାସ କେଳେଙ୍କାରୀ । ସରକାରୀ ଦସ୍ତାବିଜ୍ରେ ହିତାଧିକାରୀ ଦର୍ଶାଇ ଭୂତ ଖାଉଛନ୍ତି ଟଙ୍କା ।
ଯଦି ସ୍କୁଲ କର୍ତ୍ତୃପକ୍ଷ ଭିଜିଲାନ୍ସ ବିଭାଗ ଏବଂ ଅନ୍ୟାନ୍ୟ ଫୋରମରେ ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ଦୁର୍ନୀତି ଅଭିଯୋଗ ତୁରନ୍ତ ପ୍ରତ୍ୟାହାର ନକରନ୍ତି ତେବେ ସେମାନେ ଏନଜିଓର ଅଧିକାରୀଙ୍କୁ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ହିନସ୍ତା ହେଉଛନ୍ତି ବସ୍ତି ବାସିନ୍ଦା। ସରକାର ଦିନ ଗଡେଇ ଚାଲିଛନ୍ତି, ଯୋଗ୍ୟଙ୍କୁ ଦେଉନାହାନ୍ତି ଜମି ପଟ୍ଟା। ହିତାଧିକାରୀଙ୍କୁ ଖଣ୍ଡେ ଖଣ୍ଡେ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚୁପ ବସିଛି ପ୍ରଶାସନ।
କାଗଜରେ ରାସ୍ତା ଓ ପାର୍କ ତିଆରି କରିଦେଲେ ଜିଆରଏସ୍ । କାମ ନ କରି ଲୁଟିନେଲେ ଶ୍ରମିକଙ୍କ ପାରିଶ୍ରମିକ । ଜାଲ ମଷ୍ଟର ରୋଲ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ ।
ପୁଣି ଥରେ ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍ । ଭୁବନେଶ୍ୱର, ବଡ଼ବିଲ୍, ରାଉରକେଲା ସମେତ ରାଜ୍ୟର ୧୨ରୁ ଅଧିକ ଅଞ୍ଚଳରେ ଚଢ଼ାଉ ହୋଇଛି । ସେହିପରି କୋଲକାତାରେ ବି ଯାଞ୍ଚକୁ ବଢ଼ାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ।
ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ । ଶ୍ରୀମନ୍ଦିରକୁ ଜଗାଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ନିର୍ମିତ ଅସ୍ଥାୟୀ ବ୍ୟାରିକେଡରେ ଅପ୍ରତ୍ୟାଶିତ ଭାବେ ଟଙ୍କା ଖର୍ଚ୍ଚ ହୋଇଥିବା RTI ସୂତ୍ରରୁ ତଥ୍ୟ ମିଳିଛି ।
୧୨ କିଲୋମିଟର ରାସ୍ତା ଏବେ ମରଣଯନ୍ତା । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମଝିରୁ ଦୁଇ ଫାଳ । ୩ କୋଟିରୁ ଅଧିକ ଟଙ୍କ ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ହୋଇଛି । ମାତ୍ର ୬ ମାସ ନଯାଉଣୁ ଫାଟି ଆଁ ।
ଆଵାସ ଯୋଜନା ତାଲିକାରେ ନାଁ ଥାଇ ବି ମିଳୁନାହିଁ ପକ୍କା ଘର । ଥିଲା ବାଲାଙ୍କୁ ମିଳୁଛି ଆଵାସ, ନଥିଲା ବାଲା ଏଠି ରହୁଛନ୍ତି ମାଟି କାନ୍ଥ ଓ ଚାଳ ଛପର ଘରେ।
ବାଲିଯାତ୍ରା ଦୁର୍ନୀତିର କେବେ ହେବ ତଦନ୍ତ ? ଯାଞ୍ଚ ଆଳରେ ଲୁଚିଯିବକି ବାଲିଯାତ୍ରା ମହାଦୁର୍ନୀତି ? କେତେ ଦିନ ଭିତରେ ତଦନ୍ତ ୫୭୮ ରିପୋର୍ଟ ଦେବ କମିଟି ? ଯାଞ୍ଚ କମିଟି ଗଠନ କରି ସିଏମସି ଚୁପ୍ ବସିଥିବା ବେଳେ, ଏବେ ଉଠିଛି ଏଭଳି ପ୍ରଶ୍ନ ।
୧୨ ଟି ଝରା ପରିବାର ପାଇଁ ଆସିଥିଲା ପକ୍କା ଘର । ୨୦୨୧ ଜାନୁଆରୀରେ ଶୁଭ ଦିଆଯାଇଥିଲା । ୧୨ ଟି ଘରରୁ ୬ ଟି ଘର ହୋଇଛି ସତ । କିନ୍ତୁ କାହାର ଛାତ ପଡିନି ତ ଆଉ କାହାର କବାଟ ଜରକା ଲାଗିନି ।
ମନରେଗାରେ କାମ କରିଛନ୍ତି ମଲାଲୋକ । ଆଉ ଟଙ୍କା ବି ପାଇଛନ୍ତି । ମନରେଗା କାମରେ ମହାଘୋଟାଲା ।
୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।
ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।
ବାଲିଯାତ୍ରା ପାଇଁ ହୋଇଥିବା ଅସ୍ଥାୟୀ କେବଳ ବାଉଁଶ ଓ କାଗଜ ବୋର୍ଡରେ ତିଆରି ହୋଇଥିବା ତୋରଣର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ..
ବେଧଡକ ଚାଲିଛି ବାଲି ମାଫିଆଙ୍କ ରାଜ୍ । ହାନି ହେଉଛି ରାଜସ୍ବ, ମାଲେମାଲେ ହେଉଛନ୍ତି ମାଫିଆ । ପ୍ରଶାସନର ନଜର ଆଢୁଆଳରେ ଚାଲିଛି ବାଲି ଚୋରି । ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ସୀମାରେ ଚାଲିଛି ଆନ୍ତଃରାଜ୍ୟ ବାଲି ଚୋରା ଚାଲାଣ । ଆଉ ଏଠି ପ୍ରଶାସନ ସାଜିଛି ନିଦା ବିଷ୍ଣୁ ।
ବାଣେଶ୍ୱରନାସୀରେ ଏକ ସଂଗ୍ରହାଳୟ ହେବା ପାଇଁ ଶୁଭ ଦିଆଯିବା ପରେ କାମ ବି ଆରମ୍ଭ ହୋଇଥିଲା.. କିନ୍ତୁ ଖାଲି ଗାତ ଖୋଳିଦେଇ କଣ୍ଟ୍ରାକ୍ଟର ଛୁ.. ଏ ଯାଏ ଇଟା ଖଣ୍ଡେ ପଡି ନଥିଲାବେଳେ 1 କୋଟି 2 ଲକ୍ଷ 58 ହଜାର328 ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି..
ମନମୋହନ କହିଛନ୍ତି ଦୁର୍ନୀତି ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟର ଶାସନ ବ୍ୟବସ୍ଥା ଚାଲିଛି । ପଞ୍ଚାୟତଠାରୁ ବ୍ଲକ, ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଚାଲିଛି ।
ଆମ ଦେଶ ଭାରତ ବିରାଟ ପରିବର୍ତ୍ତନ ଆଡ଼କୁ ଗତି କରୁଛି । ଆଗାମୀ ସମୟରେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର ଚିହ୍ନବର୍ଣ୍ଣ ରହିବ ନାହିଁ ।
ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି ।
୨୦୧୬ରୁ ଏଭଳି ଅଚଳ ହୋଇ ପଡି ରହିଛି.. ଖାଲିଟାରେ ବସି ବସି ଦରମା ନେଉଛନ୍ତି ୩ ଷ୍ଟାଫ୍.. ମରାମତି ନାଁରେ ପୁଳା ପୁଳା ଟଙ୍କା ଚଳୁ ଅଭିଯୋଗ.. ସେପଟେ ଉଚ୍ଚ ଦରରେ ଘରୋଇ ବୋଟ୍ ଭଡାରେ ନେଇ କାମ ଚଳାଉଛି ବିଭାଗ..
କେଉଁଠୁ ପେଟି ପେଟି ଟଙ୍କା ତ କେଉଁଠି ଅମାପ ସଂପତ୍ତି ଠାବ, ଆକ୍ସନ ସତ୍ତ୍ୱେ କାହିଁକି ବଢୁଛି ଦୁର୍ନୀତି, ବର୍ଷିଲେ ବିରୋଧୀ, ତେଣେ ବିଳମ୍ବିତ ଦଣ୍ଡବିଧାନକୁ ଦାୟୀ କଲେ ପୂର୍ବତନ ଡିଜିପି...
ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ, ୨୦୨୦ ଯାଏଁ ନିଲମ୍ବନ ହେଲେ । ଆଉ ପୁଣି ପ୍ରମୋସନ ନେଇ ଚାକିରିରେ ଯୋଗ ଦେଇ ସାଢେ ୩ ବର୍ଷରେ ଆୟ କରିଛନ୍ତି ୫ କୋଟିର ସଂପତ୍ତି ।