କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ?
କାହିଁକି ଏକପାଖିଆ ଭାଇରାଲ କରାଯାଉଛି ପୀଡ଼ିତାଙ୍କ ଭିଡ଼ିଓ ? କୁଆଡ଼େ ଗଲା ପୀଡ଼ିତା ସୁଟ୍ କରିଥିବା ଥାନା ପରିସରର ଭିଡ଼ିଓ ? ପୀଡ଼ିତାଙ୍କ ଚରିତ୍ର ସଂହାର ସହ ବଦନାମ୍ ପାଇଁ କରାଯାଉଛି କି ଭାଇରାଲ୍ ?
ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା।
ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା।
ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ମିଳିଲା ବେଲ୍ । ୧୫ ତାରିଖ ରାତି ୨ଟାରେ ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଝମେଲା କରିଥିଲେ ୭ ଜଣ ।
ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି। ମାମଲାକୁ ଗୁରୁତ୍ବର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା ଅଧିକାରୀ ।
ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା କରୁଛି ।
ତେବେ ପୀଡ଼ିତାଙ୍କ ମନ୍ତବ୍ୟ ପରେ ଏବେ ଡିସିପିଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି । ANIକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ ।
ନବୀନ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟରେ ସେ ସବୁ ଫୋନ୍ କରି ବୁଝୁଥିଲେ । ଏବେ ବିଜେପି ସରକାରକୁ ଶହେ ଦିନ ବିତିଲାଣି । ସେମାନେ ସେସବୁ ଅନୁଧ୍ୟାନ କରିବା କଥା ବୋଲି ନବୀନ କହିଛନ୍ତି ।
ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା।
ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।
ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।
ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ସାମ୍ନା କଲୋନୀରେ ଲୁଟେରାଙ୍କ ହଲ୍ଲାବୋଲ । ସବୁଠୁ ହାଇ ସିକ୍ୟୁରିଟି ଅଞ୍ଚଳରୁ ଲୁଟି ନେଲେ । ପୋଲିସ ଘରେ କଳାକନା ବୁଲାଇଲେ ।
ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ।
ଞ୍ଜେଇ ବିକ୍ରି ଟଙ୍କାରେ ରିଲ୍ସ କରିବା ପାଇଁ କୋଲକାତାରୁ ମଡେଲ ମଗାଉଥିଲା। ଓଡ଼ିଶାରୁ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭଡ଼ା ଦେଉଥିଲା ଲକ୍ଷେ ଟଙ୍କା।
ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ, କୋର୍ଟ, ସବରେଜିଷ୍ଟର ଅଫିସ ସାମ୍ନାରୁ ଗାଡି ଲୁଟୁଥିବା ଏହି ଗ୍ୟାଙ୍ଗ ଏବେ ପୋଲିସ କବ୍ଜାରେ ।
ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।
ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ ।
ରାଜଧାନୀରେ ସିମବକ୍ସ ହଇଚଇ । ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।
ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ ଗାଙ୍ଗୁଆ କୂଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।
କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ।
୫୪ ରାଣୀଙ୍କୁ ଜଣେ ରାଜା । ଆପଣ ଭାବୁଥିବେ ଏହା କୌଣସି ଏକ କାଳ୍ପନିକ କାହାଣୀ । କିନ୍ତୁ ଏହା ନା କାଳ୍ପନିକ ନା ପୌରାଣିକ । ଆମେ ଏବେ ଆପଣଙ୍କ ସାମ୍ନାକୁ ଏମିତି ଜଣେ ଠକ ରସିକକୁ ଆଣିବାକୁ ଯାଉଛୁ, ଯିଏ ୫ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ବିବାହ କରିଥିଲା ବେଳେ ଆହୁରି ୪୯ ଜଣଙ୍କ ଟଚରେ ଥାଇ ପୋଲିସ ହାବୁଡ଼ରେ ପଡ଼ିଛି । କିଏ ସେ ଠକ ରସିକ, ବିବାହ ନାରେ କିଭଳି ଥିଲା ତା ପ୍ରେମ ଚକ୍ରବ୍ୟୂହ, ଦେଖନ୍ତୁ...
ସତ୍ୟଜିତ ସାମଲ କୌଣସି ମାମୁଲି ଯୁବକ ନୁହଁ। ୫୪ ମହିଳାଙ୍କ ହୃଦୟର ରାଜା। ତା’ମଧ୍ୟରୁ ୫ଜଣଙ୍କୁ କରିଛି ବିବାହ। ଲାଇନରେ ଥିଲେ ଆଉ ୪୯ ।
ବିଧବା ମହିଳା ଓ ଡିଭୋର୍ସି ମହିଳାଙ୍କୁ ଟାର୍ଗେଟ କରୁଥିଲା ଠକ I ମାଟ୍ରିମନି ସାଇଟରୁ ଠିକଣା ନେଉଥିଲା । ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ୍ କରୁଥିଲା । ଆଉ ସେହି ଟଙ୍କାରେ ମଉଜ କରୁଥିଲା ରସିକିଆ ନାଗର I