Advertisment

ପୁଣି ଚର୍ଚ୍ଚାରେ ଭରତପୁର ଥାନା ପୋଲିସ୍

ରାଜଧାନୀରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ତୁମ୍ବିତୋଫାନ୍। ଭରତପୁର ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ରାସ୍ତାରୋକ। ପାରିବାରିକ କଳହକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବକ। ପୋଲିସ ଠୁ ନିରାଶ ହୋଇ ଜୀବନ ହାରିଥିବା ଅଭିଯୋଗ। ଏସିପି କହିଲେ କେଉଁଠି ଅବହେଳା ହୋଇଛି ତଦନ୍ତ ହେବ

author-image
Santosh Kumar Sahoo

ପୁଣି ଚର୍ଚ୍ଚାରେ ଭରତପୁର ଥାନା ପୋଲିସ । ପୋଲିସର ନିଷ୍କ୍ରିୟତା ନେଇ ତୁମ୍ବିତୋଫାନ। ଏଥର ଅଭିଯୋଗ ରଖିଲେ, ହେଲେ କିଛି ପଦକ୍ଷେପ ନେଲେ ନାହିଁ । ପୋଲିସ ନଶୁଣିବାରୁ ଜୀବନ ହାରିଦେଲେ ଯୁବକ। ବାରମ୍ବାର ଥାନାକୁ ଦୌଡିବା ପରେ ବି ଶୁଣିଲାନି ପୋଲିସ। ଯେଉଁଥି ପାଇଁ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭରତପୁର ଥାନା ଅଞ୍ଚଳରେ ମୁନା ସେଠୀ ନାମକ ଯୁବକଙ୍କ ଆତ୍ମହତ୍ୟା ପରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଟେନସନ। ମୁନାଙ୍କ ଆତ୍ମହତ୍ୟାକୁ ନେଇ ଦୀର୍ଘ ସମୟ ଧରି ଭୁବନେଶ୍ବର ଚନ୍ଦକା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଶତାଧିକ ଲୋକ । 

Advertisment
Commissionerate Police Bhubaneswar
Advertisment
Advertisment