Advertisment

ରାଜଧାନୀରେ ପୁଣି ବୁଲିଲା ଭୁଜାଲି

ମିଳିଥିବା ସୂଚନା ଅନୁସାରେ, ଶିବ ପ୍ରସାଦ ସେଠୀ ତାଙ୍କ କାର୍ ବାହାର କରିବା ସମୟରେ ଘର ଆଗ ରାସ୍ତାରେ ବାଇକ୍‌ ରହିଥିବା ଦେଖିଥିଲେ । ଏହାପରେ ସେ ବାଇକ୍‌କୁ ବାହାର କରିବାକୁ ହର୍ଣ୍ଣ ବଜାଇଥିଲେ । କିନ୍ତୁ ଏଥିରେ ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ମରଣାତ୍ମକ ଆକ୍ରମଣ କରିଥିଲେ ।

author-image
Santosh Kumar Sahoo

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଭୁଜାଲି I ଧଉଳି ଥାନା ଅନ୍ତର୍ଗତ ଲିଙ୍ଗପୁର ଛକରେ ଅପରାଧୀଙ୍କ ଉନ୍ମତ୍ତ କାଣ୍ଡ I ଘର ଆଗରୁ ବାଇକ କାଢିବାକୁ କହିବାରୁ କଲେ ମରଣାତ୍ମକ ଆକ୍ରମଣ I ଅଭିଯୁକ୍ତଙ୍କ ଆକ୍ରମଣରେ ଶିବ ପ୍ରସାଦ ସେଠୀ ଓ ସ୍ବପ୍ନେଶ୍ବର ପାଣିଗ୍ରାହୀ ଆହତ I ହାପି ଭୋଇ, ଉତ୍ତମ ମହାପାତ୍ରଙ୍କ ସମେତ ୮ରୁ ୧୦ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି I

Advertisment
Bhubaneswar Commissionerate Police
Advertisment
Advertisment