ଫେରାର ନିଶା ମାଫିଆ ସାବଧାନ
ଫେରାର ନିଶା ମାଫିଆ ସାବଧାନ। ଧରା ନଦେଲେ ବ୍ୟାଜାପ୍ତି ହେବ ସମ୍ପତ୍ତି। ଘରେ ଲାଗିବ ଲଟକା । ଆଜି ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗିରେ ନିଶା ମାଫିଆ ଲୋକନାଥ ସାମଲ ଘରେ ଲାଗିଛି ଲଟକା। ଘର ସମ୍ମୁଖରେ ବାଜିଛି ଡେଙ୍ଗୁରା। ମାସେ ଭିତରେ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ହାଜର ନହେଲେ ବ୍ୟାଜାପ୍ତି ହେବ ସମ୍ପତ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)