• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd

BJD
ବିଜେଡିର ୨୦୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା

ନିର୍ବାଚନୀ ଖର୍ଚ୍ଚ ତଥ୍ୟ କହୁଛି, ୨୪ ନିର୍ବାଚନରେ ବିଜେପି ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଜେଡି ଖର୍ଚ୍ଚ କରିଛି ମୋଟ୍ ୪୧୫ କୋଟି ଟଙ୍କା। 

ବିଜେଡିର ଭୋଟ୍‌ ଖର୍ଚ୍ଚ ୭ ଗୁଣା
2024 General Election: ସବୁଠୁ ବ୍ୟୟବହୁଳ ଥିଲା ୨୪ ନିର୍ବାଚନ, ବିଜେଡିର ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା

ବିଜେଡିର ୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା । ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ୨୦ ଲକ୍ଷ ଦେଇଥିବା ବେଳେ ବିଜେଡି ଦେଇଛି ୩୦ ଲକ୍ଷ ।ସାଂସଦ ପ୍ରାର୍ଥୀଙ୍କୁ ବିଜେଡି ୫୦ ଲକ୍ଷ ଦେଇଥିବା ବେଳେ ବିଜେପି ଦେଇଛି ୬୦ ଲକ୍ଷ ।

BJD
ତଥାଗତ ସତପଥି କହିଲେ, ମୋର ଆଧାର କାର୍ଡ ନାହିଁ

ଆପଣ ଜାଣିଥିବେ ଆଧାର କାର୍ଡ କେତେ ଦରକାରୀ। ଘରର ପ୍ରତ୍ୟେକ କାର୍ଯ୍ୟରେ ଆଧାରକାର୍ଡ ଦରକାର ହେଉଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥିଙ୍କର ନାହିଁ ଆଧାର କାର୍ଡ।

Blast in Naveen Babu Camp
Blast In BJD Camp: ବିଜେଡ଼ିରେ ବିସ୍ଫୋରଣ; କିଏ ବାଣ୍ଟୁଥିଲା ଟିକେଟ୍‌ ? କାହାକୁ ନିଶାନା କରୁଛନ୍ତି ନେତା ? 

ବିଜେଡି ସଂଗଠନ ସମ୍ପାଦକ ଦାୟିତ୍ୱ ସମ୍ଭାଳୁଥିଲେ ପ୍ରଣବ ପ୍ରକାଶ ଦାସ । ଟିକେଟ୍‌ ବଣ୍ଟନରେ ନବୀନ ଓ ପ୍ରଣବଙ୍କ ଭୂମିକା ଥିବା ପ୍ରାୟ ସମସ୍ତେ ଜାଣୁଥିଲେ । ହେଲେ ଏବେ ଖୋଦ୍‌ ବବିଙ୍କ ସମ୍ବଲପୁରର ଟିକେଟ୍‌କୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କଲେଣି ଦଳୀୟ ନେତା ।

BJD
ବିଜେଡି ପରାଜୟ ପଛରେ ଭୁଲ୍‌ ଟିକେଟ ବଣ୍ଟନ ବ୍ୟବସ୍ଥା କି?

ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି। ଦଳର ପରାଜୟ ପଛରେ ଭୁଲ୍ ଟିକେଟ ବଣ୍ଟନ ବ୍ୟବସ୍ଥା ବୋଲି ଦାବି କରିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ।

ଭୁଲ୍‌ ଗଣାଉଛନ୍ତି ବିଜେଡି ନେତା
BJD: ହାରକୁ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ବିଜେଡି ନେତା, ନିଇତି ନୂଆ ନୂଆ କାରଣ କହି ମାରୁଛନ୍ତି ତୀର

ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି ।

Jaga Mission
ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା

ମିଳିଥିବା ତଥ୍ୟ ଅନୁସାରେ ୨୦୨୩ ମସିହାରେ BMC ପକ୍ଷରୁ ଜାରି ହୋଇଥିଲା ୪୯ ନମ୍ବର ୱାର୍ଡ ଫୁଲେଶ୍ୱରୀ ବସ୍ତି ପାଇଁ ଜାଗା ମିଶନ ହିତାଧିକାରୀଙ୍କ ତାଲିକା। ଯେଉଁ ତାଲିକାର ୧ ନମ୍ବର ସ୍ଥାନରେ ରହିଛନ୍ତି ସବିତା ସାହୁ।

Jaga Mission
Jaga Mission: ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା; ବିଏମ୍‌ସିରେ ଖୋଲୁଛି ଗୁମର

ଭୁବନେଶ୍ୱର ମହାନଗର ନିଗମ(BMC) କର୍ତ୍ତୃପକ୍ଷ ପୂର୍ବରୁ ଜାଗା ମିଶନରେ ପଟ୍ଟା ଯୋଗାଇଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଜାଗା ମିଶନରେ ଚୟନ ହୋଇଥିବା କିଛି ଅଯୋଗ୍ୟ ହିତାଧିକାରୀ ଏବେ ହାତେଇବାକୁ ବସିଛନ୍ତି ଆବାସ ଯୋଜନାରେ ଘର।

sanjay das burma
Ganjam BJD Tension: ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ସଂଜୟ ଦାସବର୍ମା

ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍‌ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀମାନେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ।

ମେଳି ବାନ୍ଧିଛନ୍ତି ବିଜେଡିର କିଛି ବରିଷ୍ଠ ନେତା
ବିଜେଡିରେ ଫାଟ ! ଜଳଜଳ ଦେଖୁଛନ୍ତି ନବୀନ

ଶଙ୍ଖ ଦଳରେ ଭିତରେ ଫାଟ । ଘନଘନ ବସୁଛି ମେଳି । ଜଳଜଳ ଦେଖୁଛନ୍ତି ନବୀନ । ସୁଯୋଗ ପାଇଁ ବାରମ୍ବାର ଚାଲୁଛି ଆଲୋଚନା । ପ୍ରଥମେ ଜୁନିୟର ନେତାଙ୍କ ମେଳି, ପରେ ସିନିୟରଙ୍କ ବୈଠକ । ଆଉ ଏବେ ଏକ ବିବାହ କାର୍ଯ୍ୟକ୍ରମ ଯୋଗଦେଇ ମେଳି ବାନ୍ଧିଛନ୍ତି ବିଜେଡିର କିଛି ବରିଷ୍ଠ ନେତା ।

Budget
Union Budget: ବଜେଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ

ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, ନିର୍ବାଚନ ଥିବାରୁ ବିହାରକୁ ଫୋକସ୍ ଦିଆଯାଇଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଛି। କିନ୍ତୁ ରାଜ୍ୟ ବିଜେପିର ଯୁକ୍ତି ପୂର୍ବ ଅପେକ୍ଷା ଢେର୍ ଅଧିକ ମିଳିଛି।

BJD Supremo Lost Trust In Bobby Das
ବବିଙ୍କୁ ନବୀନଙ୍କ ଡବଲ ଝଟକା

ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l

ଭାଗ ଭାଗ ହୋଇଯିବ ବିଜେଡି !
BJD Infighting: ଗୌହାଟୀରେ ନେତାଙ୍କ ମେଳି, ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହେଲେ ବରିଷ୍ଠ ନେତା

ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ବିଜେଡିରେ ମେଳି ଦେଖିବାକୁ ମିଳିଛି । ପୂର୍ବରୁ ନେତାଜୀ ଜୟନ୍ତୀ ଦିନ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ମଧ୍ୟ ବିଜେଡିର ଯୁବନେତା ମେଳି କରିଥିଲେ ।

BJD Supremo Lost Trust In Bobby Das
BJD Supremo Lost Trust In Bobby Das: ବବିଙ୍କୁ ନବୀନଙ୍କ ଡବଲ ଝଟକା; ଯାଜପୁରରୁ ବବି ବିଦା !

ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l 

BJD Politics
BJD Politics: ପୁଣି ଫେରିଲେ ବବି, ଅରୁଣ, ସଞ୍ଜୟ, ଅତନୁ, ଏମାନଙ୍କୁ ଆଗକୁ ଛାଡ଼ିଲା ଦଳ

ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି । ଦଳ ଦୁର୍ବଳ ଥିବା ୨୭ଟି ନିର୍ବାଚନମଣ୍ଡଳୀରେ ସଂଗଠନକୁ ଆଗେଇ ନେବାକୁ ଏଇ ନେତାମାନଙ୍କୁ ଦିଆଯାଇଛି ଦାୟିତ୍ୱ । ପୁଣି ଏଇମାନଙ୍କ ଉପରେ ଭରସା କରିଛି ଦଳ ।

5T ଦୁର୍ନୀତି, ମାନିଲା ବିଜେଡି !
5T School: ମାନିଲା ବିଜେଡି, ଫାଇଭ-ଟି ସ୍କୁଲରେ ହୋଇଛି ଦୁର୍ନୀତି

ମାନିଲା ବିଜେଡି । ଫାଇଭ-ଟି ସ୍କୁଲରେ ହୋଇଛି ଦୁର୍ନୀତି । ସ୍ଥାନୀୟ ନେତା ସତ ମାନିଲେ । ଦୁର୍ନୀତିର ଭିଡିଓ କରି ଛାଡ଼ିଲେ । ବିଜେଡି ସମର୍ଥିତ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ।

ଚ୍ୟାଉ-ବିକ୍ରମଙ୍କ ପାଇଁ ଫାଳ ଫାଳ ?
ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି !

ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।

ଚ୍ୟାଉ-ବିକ୍ରମଙ୍କ ପାଇଁ ଫାଳ ଫାଳ ?
BJD vs BJD: ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା

ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।

Berhampur Municipal Corporation Meeting
Berhampur Municipal Corporation Meeting: BeMC ବୈଠକରେ ହୋହଲ୍ଲା; ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ...

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା। ଉଠି ଚାଲିଗଲେ ମେୟର, କମିଶନର୍, ଅଧାରେ ବନ୍ଦ ବୈଠକ । ମୁଖ୍ୟ ଫାଟକ ଆଗରେ ଧାରଣା ଦେଲେ କର୍ପୋରେଟର୍ ।

BJD
ବିଜେଡି ସାଂଗଠନିକ ନିର୍ବାଚନ ପୂର୍ବରୁ ସଭାପତି ପଦ ପାଇଁ ଲବି ଜୋରଦାର

ଭୋଟ୍ ପୂର୍ବରୁ ସଭାପତି ଲବି। ୨୪ ନିର୍ବାଚନର ବଡ଼ ବିପର୍ଯ୍ୟୟ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ । ଏଥିପାଇଁ ଚାଲେଞ୍ଜ ଯେତିକି, ଗୋଷ୍ଠୀ କନ୍ଦଳ ବି ସେତିକି । ଏହାରି ଭିତରେ ୨୪ରେ ଫେଲ୍ ମାରିଥିବା ଆଗଧାଡ଼ିର ନେତାଙ୍କୁ ନବୀନ ରାଜ୍ୟ କମିଟିରେ ସ୍ଥାନ ଦେବେ ନା ନାହିଁ ତାହା ବଡ଼ ପ୍ରଶ୍ନ। ସେହିପରି ପ୍ରମୁଖ ସଂଗଠନଗୁଡ଼ିକ ଭାଙ୍ଗିବା ପରେ ସଭାପତି ପଦ ପାଇଁ ଲବି ବି ଆରମ୍ଭ ହୋଇଗଲାଣି।..

IAS Officer
Paddy Procurement: କ'ଣ ନୂଆ ସରକାରରେ ମନ୍ତ୍ରୀଙ୍କଠୁ ପାୱାରଫୁଲ ଭାବୁଛନ୍ତି ଅଧିକାରୀ?

କଟନୀ ଛଟନୀକୁ ନେଇ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି କିଏ ସେହି ଆଇଏଏସ୍‌? ଏବେ ମଧ୍ୟ କ’ଣ ମୁଣ୍ଡିରୁ ଯାଇନି ବାବୁରାଜ ଶାସନତନ୍ତ୍ର ? ନା ମିଲରଙ୍କ ସହ ମଧୁଚନ୍ଦ୍ରିକାରୁ ମନ୍ତ୍ରୀଙ୍କୁ ଏମିତି କହିଥିଲେ ଅଧିକାରୀ ?

BJD
BJD Gears Up for Organizational Polls: ୨୦୨୪ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ

ବିଜେଡିର ବିଭିନ୍ନ ପ୍ରମୁଖ ସଂଗଠନ ପାଇଁ ଏବେଠୁ ଅନେକ ନାଁ ଚର୍ଚ୍ଚାକୁ ଆସିଲାଣି। ତା’ ସହ ଲବି ମଧ୍ୟ ଜୋର୍ ଧରିଛି। ବିଜେଡିର ଏକଦା ଭୋଟ ବ୍ୟାଙ୍କ ଥିବା ମହିଳା ବର୍ଗକୁ ଦଳ ଏଥର ଅଧିକ ଫୋକସ ଦେଉଛି।

Odisha BJP President Targets BJD
Odisha BJP President Targets BJD: `ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଏବେ ପରିବର୍ତ୍ତନ ହୋଇଛି'

ସାଧାରଣତନ୍ତ୍ର ଦିବସରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଯାହାକି ଏବେ ପରିବର୍ତ୍ତନ ହୋଇଛି। 

BJD
Mahanga Double Murder: ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର ଫାଇଲ୍, ଫସିବେ ପ୍ରତାପ ଜେନା!

ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା।

Manmath and siddharth
Manmath Target Siddharth: ରାଜନୀତି ପାଇଁ ସୁରଙ୍କ ଘର ୨ ଫାଳ; ବଡ଼ ଭାଇକୁ ଫ୍ରଡ୍ କହିଲେ ମନ୍ମଥ

ଦାଣ୍ଡରେ ପଡ଼ି, ହାଟରେ ଗଡୁଛି ଘର କଳି । ବଡ ପୁଅ କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ଏବେ ବିଜେଡିରେ। ସୁର କାହାକୁ ସପୋର୍ଟ କରିବେ, କାହାକୁ ବିରୋଧ କରିବେ କିଛି ବୁଝି ହେଉନି। ଯେପରି ଲାଗୁଛି ରାଜନୀତି ପାଇଁ ୨ ଫାଳ ହୋଇଯାଉଛି ସୁରଙ୍କ ପରିବାର।