/odishatv-khabar/media/media_files/2025/12/06/bjd-2025-12-06-09-22-59.jpg)
BJD Photograph: (OTV)
'ଅପରେସନ୍ ଲୋଟସ୍' ପ୍ରସଙ୍ଗରେ ବିଜେଡିକୁ ବିଜେପିର କଡ଼ା କାଉଣ୍ଟର୍। ବିଜେଡିର ଏହା ଭିତ୍ତିହୀନ ଅଭିଯୋଗ ବୋଲି ବର୍ଷିଛନ୍ତି ବିଜେପି ବିଧାୟକ ବିଭୂତି ପ୍ରଧାନ। କହିଛନ୍ତି, 'ଅପରେସନ୍ ଲୋଟସ୍' ଦରକାର ପଡିବ ନାହିଁ। ଆପେ ଆପେ ବିଜେଡି ଭାଙ୍ଗିଯିବ। ନବୀନ ପଟ୍ଟନାୟକ ଥାଉ ଥାଉ ବିଜେଡି ସରକାରରୁ ଚାଲି ଗଲା। ଆସନ୍ତା ପଞ୍ଚାୟତ ନିର୍ବାଚନ ପରେ ବିଜେଡି ଆଉ ରାଜନୈତିକ ହୋଇ ଦଳ ରହିବ ନାହିଁ ବୋଲି କହିଛନ୍ତି।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପଞ୍ଚାୟତିରାଜ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଗୃହରେ ବିଜେପି 'ଅପରେସନ୍ ଲୋଟସ୍' କରୁଥିବା କହିଥିଲେ। ଧମକ ଚମକ ଦେଇ ବ୍ଲକ୍ ଅଧ୍ୟକ୍ଷମାନଙ୍କୁ ନିଆଯାଉଛି। ଆପଣ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇପାରନ୍ତି, ମାତ୍ର ଲୋକଙ୍କୁ ଆପଣ ନେଇପାରିବେ ନାହିଁ ବୋଲି ବିଜେପିକୁ ଟାର୍ଗେଟ୍ କରିଥିଲେ।
• 'ପଞ୍ଚାୟତ ଭୋଟ୍ ପରେ ବିଜେଡି ସଫା'
• 'ଅପରେସନ୍ ଲୋଟସ୍' ପ୍ରସଙ୍ଗରେ ବିଜେଡିକୁ ବିଜେପିର ଟାର୍ଗେଟ୍
• ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟକ ବିଭୂତି ପ୍ରଧାନ
• 'ଅପରେସନ୍ ଲୋଟସ୍ ଦରକାର ପଡ଼ିବ ନାହିଁ '
• ଆପେ ଆପେ ବିଜେଡି ଭାଙ୍ଗିଯିବ: ବିଭୂତି ପ୍ରଧାନ
• 'ନବୀନ ପଟ୍ଟନାୟକ ଥାଉ ଥାଉ ବିଜେଡି ସରକାରରୁ ଚାଲିଗଲା'
• 'ପଞ୍ଚାୟତ ନିର୍ବାଚନ ପରେ ବିଜେଡି ଦଳ ରହିବ ନାହିଁ '
IndiGo Chaos Continues: ଇଣ୍ଡିଗୋ ଅଚଳାବସ୍ଥା: ବଢ଼ି ଚାଲିଛି ଯାତ୍ରୀଙ୍କ ଦୁର୍ଦ୍ଦଶା, ଇଣ୍ଡିଗୋ କର୍ମଚାରୀଙ୍କ ଉପରେ ସୁଝାଉଛନ୍ତି ରାଗ

Mukhyamantri Kanya Bibaha Yojana: ଝିଅ ବାହାଘର ପାଇଁ ଟେନ୍ସନ୍ ନାହିଁ; ଟଙ୍କା ଦେବେ ସରକାର, ଉପହାର ବି ମିଳିବ

Daily Horoscope 6th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 6th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)