/odishatv-khabar/media/media_files/2026/02/09/bjd-loses-biridi-and-krushnaprasad-2026-02-09-19-18-20.jpg)
ବିଜେଡି ହାତରୁ ଖସିଲା ବିରିଡ଼ି ଓ କୃଷ୍ଣପ୍ରସାଦ ବ୍ଲକ୍ Photograph: (OTV)
ବିଜେଡି ହାତରୁ ଖସିଲା ଜଗତସିଂହପୁର ବିରିଡ଼ି ଓ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ। ରାଜ୍ୟର ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ବ୍ଲକ ଅଧ୍ୟକ୍ଷ ପଦବୀ ହରାଇଲା ବିଜେଡି। ଆଜି ଏହି ଦୁଇ ବ୍ଲକର ଅଧ୍ୟକ୍ଷ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
Advertisment
ରାଜ୍ୟ ବିଜେପିରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ ସରୋଜିନୀ ତରାଇ ଓ ବିରିଡ଼ି ବ୍ଲକର ଅଧ୍ୟକ୍ଷ ମମତା ପାତ୍ର।
- ବିଜେଡି ହାତରୁ ଖସିଲା ବିରିଡ଼ି ଓ କୃଷ୍ଣପ୍ରସାଦ ବ୍ଲକ୍
- ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଦୁଇ ବ୍ଲକ୍ ଅଧ୍ୟକ୍ଷା
- କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ ସରୋଜିନୀ ତରାଇ ବିଜେପିରେ ସାମିଲ
- ବିରିଡ଼ି ବ୍ଲକର ଅଧ୍ୟକ୍ଷ ମମତା ପାତ୍ର ମଧ୍ୟ ବିଜେପିରେ ମିଶିଲେ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)