• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bahuda Yatra

Suna Besha
ରାତି ପାହିଲେ ସୁନାବେଶ; ଜନସମୁଦ୍ର ପାଲଟିବ ଶ୍ରୀକ୍ଷେତ୍ର, ସୁନାରେ ସଜେଇ ହେବେ ଶ୍ରୀଜିଉ

ଆଡ଼ପ ମଣ୍ଡପରେ ଲୀଳା ଖେଳା ସାରି ଭାଇ ଭଉଣୀଙ୍କ ସହ ଏବେ ନୀଳକନ୍ଦର ମୁହାଁ ନୀଳାଚଳିଆ । ମହଣ ମହଣ ଅଳଙ୍କାରରେ ଝଟକିବେ ମହାପ୍ରଭୁ । ପୁରି ଉଠିବ ସିଂହଦ୍ୱାର, ଉଚ୍ଛୁଳିବ ବଡ଼ଦାଣ୍ଡ ।

Bahuda Yatra
ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି,ସିଂହଦ୍ବାର ସାମ୍ନାରେ ତିନି ରଥ

ଭକ୍ତି ଓ ଭାବରେ ବୁଡ଼ିଲା ଶ୍ରୀକ୍ଷେତ୍ର । ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ ଓ ଦେବଦଳନ । ଶ୍ରୀନଅର ସମ୍ମୁଖରେ ହେଲା ଲକ୍ଷ୍ମୀ ନାରାୟଣ ଭେଟ

Pahandi Bije
ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ଝୁଲି ଝୁଲି ଆସୁଛନ୍ତି ବଡ଼ଠାକୁର ବଳଭଦ୍ର

ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ ।

Bahuda Jatra
ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ, ଅପରାହ୍ନ ୪ଟାରେ ରଥଟଣା

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି ।

Bahuda Jatra
Bahuda Yatra 2024 LIVE Updates: ଶ୍ରୀମନ୍ଦିରକୁ ଫେରୁଛନ୍ତି କାଳିଆ ସାଆନ୍ତ, ବଡ଼ଦାଣ୍ଡେ ଲାଗିଛି ଗହଳି

ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ବଡ଼ଦାଣ୍ଡରେ ପୁଣି

Ratha Jatra 2024 How observed Bahuda Jatra
Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି

ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ।

Bahuda Jatra
ବାହୁଡ଼ିଲେ ଶ୍ରୀଜିଉ, ବାଟରେ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାପ୍ରଭୁ

ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।

Ratha Jatra 2023
ଭଗବାନଙ୍କ ପାଇଁ ନାଚୁଛି ଭକ୍ତର ପ୍ରାଣ; ପାଦ ନାଚୁଛି ଯେମିତି, ମନ ନାଚୁଛି ସେମିତି

ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି ।

10 miracles of puri jagannath mandir
Ratha Jatra 2023: ପୁରୀ ଜଗନ୍ନାଥ ମନ୍ଦିରର ୧୦ଟି ଚମତ୍କାରିତା; ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ସାଆନ୍ତ। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ତେବେ ଆସନ୍ତୁ ଏହି ଅସରରେ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।

Ratha Jatra 2023 Bahuda Yatra
Ratha Jatra 2023: ଉତ୍କଳୀୟ ସଂସ୍କୃତିରେ ଏକ ମହାନ ଆଦର୍ଶର ପ୍ରତୀକ ମହାପ୍ରଭୁଙ୍କ ଘୋଷଯାତ୍ରା

ମହାପ୍ରଭୁଙ୍କ ନବଦିନ ବ୍ୟାପି ଯାତ୍ରାର ଆଜି ଶେଷ ଦିନ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି।

Bahuda Yatra
ଆସନ୍ତାକାଲି ବାହୁଡ଼ାଯାତ୍ରା : ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂରତି

ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଦଣ୍ଡାୟମାନ ୩ ରଥ । କାଲି ଦିନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା ସୂଚନା ।

End the Bahuda yatra of Lord Jagannath
ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ

ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।

Bahuda Yatra : Pahandi Bije of Lord Jagannath will leave you amazed
ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ, ଦେଖନ୍ତୁ କିଛି ଝଲକ୍...

ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ। ଶ୍ରୀମନ୍ଦିର ଯାଏ ଟାଣି ନେବା ପାଇଁ ରଥ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ। ଦେଖନ୍ତୁ କିଛି ଝଲକ୍...

Bahuda Yatra 2022: Security Beefed Up In Puri
ରଥ, ପଥ, ପ୍ରସ୍ତୁତ...ରତ୍ନବେଦୀକୁ ଫେରିବେ କାଳିଆ ସାଆନ୍ତ

ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି। 

2 Non-Servitors
ରଥ ଉପରେ ଅଣ ସେବାୟତ !

ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣ ସେବାୟତ ! ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଫଟୋ । ନିଜ ସୋସିଆଲ ସାଇଡରେ ଫଟୋ ଅପଲୋଡ କରିଛନ୍ତି ୨ ଜଣ ବ୍ୟକ୍ତି । ଏହି ୨ ଜଣ ବ୍ୟକ୍ତି ମାସ୍କ ପିନ୍ଧି ଥିବାରୁ ଏହି ଫଟୋ ଚଳିତ ବର୍ଷର ବୋଲି ଅନୁମାନ କରାଯାଉଛି ।