ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ବଡ଼ଦାଣ୍ଡରେ ପୁଣି ଜମିଲାଣି ଭିଡ଼ । ଗୁଣ୍ଡିଚା ଘରୁ ବାହାରିଲେଣି ମହାପ୍ରଭୁ । ଭାଇ-ଭଉଣୀଙ୍କୁ ଧରି ବାହୁଡ଼ିବେ ଶ୍ରୀମନ୍ଦିର । ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ତେବେ ବାହୁଡ଼ାଯାତ୍ରା ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, otvkhabar.in କୁ ଲଗ୍ଇନ୍ କରନ୍ତୁ।
21:47 PM(6 months ago )
ଭକ୍ତି ଓ ଭାବରେ ବୁଡ଼ିଛି ଶ୍ରୀକ୍ଷେତ୍ର । ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ୁଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ , ଦେବଦଳନ ଓ ନନ୍ଦିଘୋଷ । ଲକ୍ଷ୍ମୀନାରାୟଣ ଭେଟ ସାରି ପଛେ ପଛେ ପହଞ୍ଚିଲେ ନନ୍ଦିଘୋଷ । ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ ଅଟକିଥିଲେ କାଳିଆ ସାଆନ୍ତ । ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଥିଲେ ଗଜପତି । ଏହାପରେ ରୀତିନୀତି ମୁତାବକ ଲକ୍ଷ୍ମୀନାରୟଣ ଭେଟ ଅନୁଷ୍ଠିତ ହୋଇଥିଲା। ଜୟ ଜଗନ୍ନାଥ ଧ୍ବନୀ ସହ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ଗଗନପବନ। ଅଧିକ ପଢନ୍ତୁ...
21:19 PM(6 months ago )
#ସିଂହଦ୍ବାରରେ_ଲାଗିଲା_୩_ରଥ
— ଓଟିଭି (@otvkhabar) July 15, 2024
-ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା; ସିଂହଦ୍ବାରରେ ଲାଗିଲା ୩ ରଥ
-ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼#RathaJatra #RathaYatra2024 #BahudaJatra #OTV pic.twitter.com/q4Tsx8vshO
20:47 PM(6 months ago )
ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହ଼ଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପୁରୀରେ ଭକ୍ତଙ୍କର ବିପୁଳ ସମାଗମ ହୋଇଛି । ପଢନ୍ତୁ ଏହି ଖବର...
20:39 PM(6 months ago )
#ଲକ୍ଷ୍ମୀ-#ନାରାୟଣ_ଭେଟ
— ଓଟିଭି (@otvkhabar) July 15, 2024
ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ କାଳିଆ ସାଆନ୍ତ । ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଲେ ଗଜପତି ।#RathaJatra #RathaYatra2024 #BahudaJatra #OTV pic.twitter.com/HkMAnFdo75
20:13 PM(6 months ago )
ମାଉସୀ ମାଆ ହାତରୁ ପୋଡ଼ ପିଠା ଖାଇଲେ ଭାଇ ଉଭଣୀ...#BahudaJatra #BahudaYatra #ବାହୁଡ଼ାଯାତ୍ରା #Puri #Odisha #BahudaYatraWithOTV #JayJagannath #OTV pic.twitter.com/CiOkv5ayQ9
— ଓଟିଭି (@otvkhabar) July 15, 2024
19:11 PM(6 months ago )
ବିଶାଳ ଜନସମୁଦ୍ର ମଧ୍ୟରେ ସିଂହଦ୍ୱାର ଅଭିମୁଖେ ବଡ଼ ଠାକୁରଙ୍କ ରଥ...#BahudaJatraWithOTV #BahudaJatra #BahudaJatra2024 #BahudaYatra #BahudaYatra2024 #Puri #Odisha #JayJagannath #OTV pic.twitter.com/SynaKcedOS
— ଓଟିଭି (@otvkhabar) July 15, 2024
18:34 PM(6 months ago )
ଆଗରୁ ରଥ ଟାଣୁଥିଲେ କଳା ବେଠିଆ । କଣ ଏହି କଳା ବେଠିଆ ପରମ୍ପରା ?#BahudaJatra #BahudaYatra #ବାହୁଡ଼ାଯାତ୍ରା #Puri #Odisha #BahudaYatraWithOTV #JayJagannath #OTV pic.twitter.com/CVUF43hU9f
— ଓଟିଭି (@otvkhabar) July 15, 2024
18:18 PM(6 months ago )
କିପରି ହେଲା ଅର୍ଦ୍ଧାସନୀଙ୍କ ଆବିର୍ଭାବ ? #BahudaJatra #BahudaYatra #ବାହୁଡ଼ାଯାତ୍ରା #Puri #Odisha #BahudaYatraWithOTV #JayJagannath #OTV pic.twitter.com/tLz64pJq4L
— ଓଟିଭି (@otvkhabar) July 15, 2024
17:58 PM(6 months ago )
ଜାଣନ୍ତୁ କିଏ ଅର୍ଦ୍ଧାସନୀ ? କଣ କହୁଛନ୍ତି ପଣ୍ଡିତ ଲକ୍ଷ୍ମୀକାନ୍ତ ମିଶ୍ରଶର୍ମା...#BahudaJatra #BahudaYatra #ବାହୁଡ଼ାଯାତ୍ରା #Puri #Odisha #BahudaYatraWithOTV #JayJagannath #OTV pic.twitter.com/MLdQjbMNI4
— ଓଟିଭି (@otvkhabar) July 15, 2024
17:38 PM(6 months ago )
ପୋଡ଼ ପିଠା ଧରି ଅପେକ୍ଷା କରିଛି ମାଉସୀ ମାଆ...#RathaJatra #RathaYatra2024 #BahudaJatra #OTV pic.twitter.com/C3NCBXahgr
— ଓଟିଭି (@otvkhabar) July 15, 2024
17:22 PM(6 months ago )
ଭକ୍ତି ରାଜମାର୍ଗରେ ଗଡୁଛି ତିନି ଠାକୁରଙ୍କ ରଥ...#RathaJatra #RathaYatra2024 #BahudaJatra #OTV pic.twitter.com/fwsUQNBb0G
— ଓଟିଭି (@otvkhabar) July 15, 2024
17:21 PM(6 months ago )
ଦେଖନ୍ତୁ ଡ୍ରୋନ୍ ଦ୍ୱାରା ଉତ୍ତୋଳନ ହୋଇଥିବା ପୁରୀ ବଡ଼ ଦାଣ୍ଡର ଦୃଶ୍ୟ...#RathaJatra #RathaYatra2024 #BahudaJatra #OTV pic.twitter.com/QBFVl8xyxy
— ଓଟିଭି (@otvkhabar) July 15, 2024
17:18 PM(6 months ago )
ଏ ଯାତ୍ରା ଜାତିର...ଏ ଯାତ୍ରା ବ୍ୟକ୍ତିର । ବଡ଼ ଦାଣ୍ଡରେ ଗଡ଼ି ଚାଲିଛି ତାଳଧ୍ୱଜ...#BahudaJatra #BahudaYatra #ବାହୁଡ଼ାଯାତ୍ରା #Puri #Odisha #BahudaYatraWithOTV #JayJagannath #OTV pic.twitter.com/k72UPAkTC4
— ଓଟିଭି (@otvkhabar) July 15, 2024
16:54 PM(6 months ago )
#ଶରଧାବାଲିରୁ_ଗଡ଼ିଲା_୩_ରଥ
— ଓଟିଭି (@otvkhabar) July 15, 2024
ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା; ଶରଧାବାଲିରୁ ଗଡ଼ିଲା ୩ ରଥ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ ।#RathaJatra #RathaYatra2024 #BahudaJatra #OTV pic.twitter.com/qSAHmgunvC
16:17 PM(6 months ago )
#ଶରଧାବାଲିରୁ_ଗଡ଼ିଲା_ରଥ
— ଓଟିଭି (@otvkhabar) July 15, 2024
ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା; ଶରଧାବାଲିରୁ ଗଡ଼ିଲା ରଥ । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ । #RathaJatra #RathaYatra2024 #BahudaJatra #OTV pic.twitter.com/fT5fIzDcek
16:07 PM(6 months ago )
15:56 PM(6 months ago )
#ଆରମ୍ଭ_ହେଲା_ରଥଟଣା
— ଓଟିଭି (@otvkhabar) July 15, 2024
ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ ।#RathaJatra #RathaYatra2024 #BahudaJatra #OTV pic.twitter.com/wJFoZa8bF7
15:50 PM(6 months ago )
#ରଥରେ_ଚଢ଼ିଲେ_ଅଣସେବାୟତ
— ଓଟିଭି (@otvkhabar) July 15, 2024
କଡ଼ା ଚେତାବନୀ ସତ୍ତ୍ବେ ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଲେ ଜଣେ ଅଣସେବାୟତ: ସେବାୟତ ବେଶରେ ଦର୍ପଦଳନ ରଥରେ ଚଢ଼ିଥିଲେ, ହାତ ଧରି ଟାଣି ଟାଣି ଓହ୍ଲାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।#RathaJatra #RathaYatra2024 #BahudaJatra #OTV pic.twitter.com/3SNIlW0gyg
15:39 PM(6 months ago )
#ଫଟୋରେ_ଖବର#ଆରମ୍ଭ_ହେଲା_ରଥଟଣା
— ଓଟିଭି (@otvkhabar) July 15, 2024
ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ ।
(Pic Credit:Rakesh Roul)#RathaJatra #RathaYatra2024 #BahudaJatra #OTV pic.twitter.com/lg9CTxOQYG
15:32 PM(6 months ago )
#ଆରମ୍ଭ_ହେଲା_ରଥଟଣା
— ଓଟିଭି (@otvkhabar) July 15, 2024
ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ରଥଟଣା
ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ
ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ
ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ#RathaJatra #RathaYatra2024 #BahudaJatra #OTV pic.twitter.com/r1yoEgsGYY
15:13 PM(6 months ago )
ବାହୁଡା ଯାତ୍ରା ଦେଖୁଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀ । ସାଙ୍ଗରେ ଅଛନ୍ତି ବିଧାୟକ ।...#Odisha #OTV #Bahudayatra #Bahudayatra2024 pic.twitter.com/9BAIVzaBGI
— ଓଟିଭି (@otvkhabar) July 15, 2024
15:12 PM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ଚାଲିଛି ମହାପ୍ରଭୁଙ୍କର ଛେରା ପହଁରା । ଗଜପତି ମହାରାଜା କରୁଛନ୍ତି ଛେରା ପହଁରା । କିଛି ସମୟରେ ଆରମ୍ଭ ହେବ ରଥ ଟଣା ।...
(Pic Credit:Rakesh Roul)#RathaJatra #BahudaYatraWithOTV #LordJagannath #OTV pic.twitter.com/p7H3PXnLyL
15:11 PM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ରଥ ଉପରକୁ ମଦନମୋହନ, ରାମକୃଷ୍ଣ ବିଜେ ...#Odisha #OTV #Puri #SriJagannath #Rathjatra2024 #Bahudayatra2024 pic.twitter.com/j9t2oCbihM
14:58 PM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ଚାଲିଛି ମହାପ୍ରଭୁଙ୍କର ଛେରା ପହଁରା । ଗଜପତି ମହାରାଜା କରୁଛନ୍ତି ଛେରା ପହଁରା । କିଛି ସମୟରେ ଆରମ୍ଭ ହେବ ରଥ ଟଣା ।...
(Pic Credit:Rakesh Roul)#RathaJatra #BahudaYatraWithOTV #LordJagannath #OTV pic.twitter.com/p7H3PXnLyL
14:13 PM(6 months ago )
14:11 PM(6 months ago )
14:11 PM(6 months ago )
14:10 PM(6 months ago )
14:09 PM(6 months ago )
14:08 PM(6 months ago )
14:07 PM(6 months ago )
ରଥ ଉପରକୁ କୌଣସି ଅଣସେବକ ଚଢିବା ନିଷେଧ । ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ/ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...
13:41 PM(6 months ago )
13:33 PM(6 months ago )
13:32 PM(6 months ago )
13:28 PM(6 months ago )
13:27 PM(6 months ago )
13:22 PM(6 months ago )
-ନନ୍ଦିଘୋଷ ରଥରେ ବିରାଜିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ
— ଓଟିଭି (@otvkhabar) July 15, 2024
-ଝୁଲି ଝୁଲି ପହଣ୍ଡିରେ ଆସି ବିରାଜିଲେ କାଳିଆ ସାଆନ୍ତ
-ଭାଇ ଭଉଣୀଙ୍କ ପରେ ରଥରେ ବିରାଜିଲେ କାଳିଆ ଠାକୁର#BahudaJatraWithOTV #BahudaJatra #BahudaJatra2024 #BahudaYatra #BahudaYatra2024 #ବାହୁଡ଼ାଯାତ୍ରା #Puri #Odisha #JayJagannath #OTV pic.twitter.com/0H6Syrx0G8
13:20 PM(6 months ago )
13:12 PM(6 months ago )
ହେ ପ୍ରଭୁ ଦେଖାଓ ତମର ମୁହଁ....ଏହି ଅପୂର୍ବ ଚକା ଆଖିକୁ ଦେଖିବା ପାଇଁ ଏତେ ଯାତ୍ରା....ଟାହିଆ ହଲେଇ ଆସୁଛି କାଳିଆ ରାଜା । #BahudaJatraWithOTV #BahudaJatra #BahudaJatra2024 #BahudaYatra #BahudaYatra2024 #ବାହୁଡ଼ାଯାତ୍ରା #Puri #Odisha #JayJagannath #OTV pic.twitter.com/Uf5YOQNAGM
— ଓଟିଭି (@otvkhabar) July 15, 2024
13:12 PM(6 months ago )
ଯେତେ ଦେଖିଲେ ବି ଭରୁନି ମନ.... କି ସୁନ୍ଦର ତାର ଚକା ନୟନ ...ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ । #BahudaJatraWithOTV #BahudaJatra #BahudaJatra2024 #BahudaYatra #BahudaYatra2024 #ବାହୁଡ଼ାଯାତ୍ରା #Puri #Odisha #JayJagannath #OTV pic.twitter.com/NFgpmfkZGw
— ଓଟିଭି (@otvkhabar) July 15, 2024
13:07 PM(6 months ago )
12:59 PM(6 months ago )
12:58 PM(6 months ago )
12:57 PM(6 months ago )
12:57 PM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ
(Pic Credit:Rakesh Roul) #RathaJatra #BahudaYatraWithOTV #LordJagannath #OTV pic.twitter.com/YrbSm3bxtc
12:42 PM(6 months ago )
#ଜଗନ୍ନାଥଙ୍କ_ପହଣ୍ଡି
— ଓଟିଭି (@otvkhabar) July 15, 2024
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ । ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ#BahudaJatraWithOTV #BahudaJatra #BahudaJatra2024 #BahudaYatra #BahudaYatra2024 #ବାହୁଡ଼ାଯାତ୍ରା #Puri #Odisha #JayJagannath #OTV pic.twitter.com/C1DsQKuq55
12:36 PM(6 months ago )
12:35 PM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ଭକ୍ତ ସମୁଦ୍ରରେ କଳା ବାମନ#BahudaJatra #RathaJatra #LordJagannath #OTV pic.twitter.com/Dk7JhmsEzd
12:24 PM(6 months ago )
#ଜଗନ୍ନାଥଙ୍କ_ପହଣ୍ଡି
— ଓଟିଭି (@otvkhabar) July 15, 2024
-ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ
-ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ#BahudaJatraWithOTV #BahudaJatra #BahudaJatra2024 #BahudaYatra #BahudaYatra2024 #ବାହୁଡ଼ାଯାତ୍ରା #Puri #Odisha #JayJagannath #OTV pic.twitter.com/Gc9m9eKV6L
12:24 PM(6 months ago )
ଝୁଲି ଝୁଲି ରଥକୁ ଆସୁଛନ୍ତି ବଡ଼ ଠାକୁର...
— ଓଟିଭି (@otvkhabar) July 15, 2024
(Pic Credit: Rakesh Roul)#RathaJatra #RathaYatra2024 #BahudaJatra #OTV pic.twitter.com/oAMcAOEDDl
12:19 PM(6 months ago )
12:15 PM(6 months ago )
12:15 PM(6 months ago )
12:14 PM(6 months ago )
ଓହ୍ଲାଇ ଆସିଲେ କି ମହାପ୍ରଭୁ..ସାଙ୍ଗରେ ଅଛନ୍ତି ରାଧାରାଣୀ...#RathaJatra2024 #BahudaJatra #OTV pic.twitter.com/vkwWtGf3hq
— ଓଟିଭି (@otvkhabar) July 15, 2024
12:13 PM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ଶୂନ୍ୟ ପହଣ୍ଡିରେ ରଥରେ ବିରାଜିଲେ ଦେବୀସୁଭଦ୍ରା
(Pic Credit: Rakesh Roul)#RathaJatra2024 #RathaYatra2024 #OTV pic.twitter.com/8ZUC4e5gkX
11:55 AM(6 months ago )
11:52 AM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ଟାହିଆ ହଲେଇ ଝୁଲି ଝୁଲି ଆସୁଛନ୍ତି ବଡ଼ ଠାକୁର।#RathaJatra #BahudaJatra #OTV pic.twitter.com/uz2AEOUTOJ
11:48 AM(6 months ago )
11:47 AM(6 months ago )
11:46 AM(6 months ago )
11:37 AM(6 months ago )
11:36 AM(6 months ago )
11:32 AM(6 months ago )
11:31 AM(6 months ago )
11:30 AM(6 months ago )
11:30 AM(6 months ago )
11:29 AM(6 months ago )
ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ଆସିଛନ୍ତି ସୁଦର୍ଶନ । ତେବେ ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ବଡ଼ ଠାକୁର । ଏହାପରେ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥକୁ ବିଜେ କରିବେ । ଶେଷରେ ଗହଳି ଲଗାଇ ରତ୍ନବେଦିରୁ ହଲି ହଲି ରଥକୁ ଆସିବେ କଳା ଠାକୁର । ଅଧିକ ପଢ଼ନ୍ତୁ...
11:16 AM(6 months ago )
11:10 AM(6 months ago )
11:10 AM(6 months ago )
11:09 AM(6 months ago )
ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ତେବେ ଆସନ୍ତୁ ମହାପ୍ରଭୁଙ୍କ ଏହି ଯାତ୍ରା ବିଷୟରେ ଜାଣିନେବା। ଅଧିକ ପଢ଼ନ୍ତୁ...
10:51 AM(6 months ago )
10:45 AM(6 months ago )
10:45 AM(6 months ago )
10:20 AM(6 months ago )
10:20 AM(6 months ago )
10:15 AM(6 months ago )
#ଶରଧାବାଲିକୁ_ଆସିବେ_ଶ୍ରୀଜିଉ
— ଓଟିଭି (@otvkhabar) July 15, 2024
ଚାହାଁ ଚାହାଁରେ ସଙ୍ଗାତ ଟିକିଏ ଶରଧାବାଲିକୁ ଚାହାଁ, ଶରଧାବାଲିରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛି ତିନି ରଥ । #BahudaJatra #Puri #JayJagannath #OTV pic.twitter.com/r5BklzJV6W
10:14 AM(6 months ago )
10:13 AM(6 months ago )
10:13 AM(6 months ago )
ଇଏ ହେଉଛି ମିଳନର ଅପୂର୍ବ ମୁହୂର୍ତ୍ତ । ରଥମାନେ ଅପେକ୍ଷା କରିଛନ୍ତି ମହାପ୍ରଭୁ ଆପଣ କେତେବେଳେ ଆସିବେ । #BahudaJatra #Puri #OTV pic.twitter.com/VwVLv76yyy
— ଓଟିଭି (@otvkhabar) July 15, 2024
10:05 AM(6 months ago )
10:03 AM(6 months ago )
10:02 AM(6 months ago )
10:02 AM(6 months ago )
10:01 AM(6 months ago )
10:01 AM(6 months ago )
10:00 AM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ରଥ ପ୍ରସ୍ତୁତ...ପଥ ପ୍ରସ୍ତୁତ...କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ...#RathaJatra #BhudaJatra #OTV pic.twitter.com/DPg6mOvv8Z
09:59 AM(6 months ago )
09:58 AM(6 months ago )
09:44 AM(6 months ago )
#ଫଟୋରେ_ଖବର
— ଓଟିଭି (@otvkhabar) July 15, 2024
ମହାପ୍ରଭୁଙ୍କ ପାଇଁ ଧରିଛନ୍ତି ବେଶ । ପାଦରେ ଘୁଙ୍ଗୁର ବାନ୍ଧି ନାଚିବେ କଳା ସାଆନ୍ତଙ୍କ ପାଇଁ...#RathaJatra #BahudaJatra #OTV pic.twitter.com/4kaazmSJY2
09:34 AM(6 months ago )
#ଆସ_ଆସ_ମୋ_କାଳିଆ_ସାଆନ୍ତ
— ଓଟିଭି (@otvkhabar) July 15, 2024
ସେ କୋଟି କୈବଲ୍ୟନାଥ… ସେ କାଳିଆ ସାଆନ୍ତ… ସେ ଚଉଦ ବ୍ରହ୍ମାଣ୍ଡରନାଥ, ତାଙ୍କୁ ଅପେକ୍ଷା କରିଛି ଭକ୍ତ.. #BahudaJatra #BahudaYatra #Puri #Odisha #BahudaYatraWithOTV #JayJagannath #OTV pic.twitter.com/Y1Ichz9tPS
09:34 AM(6 months ago )
#ଦର୍ଶନ_ଦେଇଥିଲେ_ମହାପ୍ରଭୁ
— ଓଟିଭି (@otvkhabar) July 15, 2024
ମହାପ୍ରଭୁଙ୍କ ଅନେକ ଲୀଳା । ଶୁଣନ୍ତୁ ସେଦିନର ସେହି ବିଦ୍ୟାପତିଙ୍କ କାହାଣୀ । ଯିଏ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ । #BahudaJatra #BahudaYatra #Puri #Odisha #BahudaYatraWithOTV #JayJagannath #OTV pic.twitter.com/aABYKKs5Xf
09:33 AM(6 months ago )
#ଗୁପ୍ତ_ଗୁଣ୍ଡିଚା_କଥା
— ଓଟିଭି (@otvkhabar) July 15, 2024
କାହିଁକି ହୁଏ ନବକଳେବର ? କ’ଣ ଏହି ଗୁପ୍ତ ଗୁଣ୍ଡିଚା ? ଶୁଣନ୍ତୁ କ’ଣ କହୁଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ..#BahudaJatra #BahudaYatra #Puri #Odisha #BahudaYatraWithOTV #JayJagannath #OTV pic.twitter.com/XrE4bVMAiu
09:33 AM(6 months ago )
#ବିଶ୍ବନିୟନ୍ତାଙ୍କ_ବାହୁଡ଼ାଯାତ୍ରା
— ଓଟିଭି (@otvkhabar) July 15, 2024
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ପରମ୍ପରା ଅନୁସାରେ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ଦିନ ୧୨ଟାରେ ଆରମ୍ଭ ହେବ ପହଣ୍ଡି । #BahudaJatra #BahudaYatra #Puri #Odisha #BahudaYatraWithOTV #JayJagannath #OTV pic.twitter.com/43hW6AUPXo
09:11 AM(6 months ago )
09:02 AM(6 months ago )
08:54 AM(6 months ago )
ମହାପ୍ରଭୁଙ୍କ ପାଇଁ ଆମେ ନାଚିବୁ...#RathaJatra #BahudaJatra #OTV pic.twitter.com/T5BFiNLMB2
— ଓଟିଭି (@otvkhabar) July 15, 2024
08:52 AM(6 months ago )
#କେତେ_ପୂଣ୍ୟ_କଲେ_ଆଡ଼ପମଣ୍ଡପ_ଦର୍ଶନ ?
— ଓଟିଭି (@otvkhabar) July 15, 2024
ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ପୁଣି ଆରବର୍ଷ ଆଡ଼ପମଣ୍ଡପରେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ଆଡ଼ପମଣ୍ଡପରେ ମଣ୍ଡପରେ କାଳିଆକୁ ଦର୍ଶନ କଲେ କେତେ ପୂଣ୍ୟ ମିଳେ ଜାଣନ୍ତୁ…#BahudaJatra #Puri #Odisha #OTV pic.twitter.com/FxgMzSXA9E
08:51 AM(6 months ago )
ମହାପ୍ରଭୁଙ୍କ ପାଇଁ ଆମେ ନାଚିବୁ...#RathaJatra #BahudaJatra #OTV pic.twitter.com/T5BFiNLMB2
— ଓଟିଭି (@otvkhabar) July 15, 2024
08:37 AM(6 months ago )
08:34 AM(6 months ago )
08:08 AM(6 months ago )
08:07 AM(6 months ago )
08:04 AM(6 months ago )
08:00 AM(6 months ago )
07:38 AM(6 months ago )
07:07 AM(6 months ago )
ସରିଲା ଜନ୍ମବେଦୀରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । ଅଧିକ ପଢ଼ନ୍ତୁ...
07:07 AM(6 months ago )
#ରତ୍ନବେଦିକୁ_ବାହୁଡ଼ିବେ_ଶ୍ରୀଜିଉ
— ଓଟିଭି (@otvkhabar) July 15, 2024
-ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦିକୁ ବାହୁଡ଼ିବେ ଶ୍ରୀଜିଉ
-ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ତିନି ରଥ
-ଜନ ସମୁଦ୍ର ବଡ଼ଦାଣ୍ଡ, ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା#Srimandir #BahudaYatra2024 #OTV pic.twitter.com/71yYA3xWxM