• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ashwini Vaishnaw

Andhra Pradesh Train accident
ଦୁର୍ଘଟଣାସ୍ଥଳରୁ ସରିଛି ସମସ୍ତଙ୍କୁ ଉଦ୍ଧାର; ରେଳମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଟ୍ରେନ୍‌ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Iphone 15
ଭାରତ ଏବେ ୭୦ ଦେଶକୁ ଟେଲିକମ୍ ଯନ୍ତ୍ରାଂଶ ରପ୍ତାନୀ କରୁଛି

ଗତ ବର୍ଷ ଅକଟୋବରରେ 5Gର ଉଦଘାଟନ କରାଯାଇଥିଲେ ମଧ୍ୟ ମାତ୍ର ବର୍ଷକ ମଧ୍ୟରେ ଦେଶରେ ୫ଲକ୍ଷ 5G ବେସ୍ ଷ୍ଟେସନ ନିର୍ମାଣ ହୋଇଛି ।

Vande Bharat
ଝଟକୁଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ! ନୂଆ ରୂପକୁ ପସନ୍ଦ କରୁଛନ୍ତି ଦର୍ଶକ

ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।

Bhubaneswar-New Delhi Rajdhani Express
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ; ଯାତ୍ରୀ ପାଇବେ ଅନେକ ସୁବିଧା

ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।

Ashwini Vaishnaw
ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା : ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ

ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି

Vande Bharat
ପୁରୀରୁ ହାୱଡ଼ା ଦୌଡ଼ିଲା ବନ୍ଦେ ଭାରତ; ଖୁବଶୀଘ୍ର ଗଡ଼ିବ ବନ୍ଦେ ମେଟ୍ରୋ ଓ ବନ୍ଦେ ସ୍ଲିପର

ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ହେଲା ।ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ ।

Union Railways Minister Ashwini Vaishnaw
ଯେତିକି ମାଗିଥିଲେ ରାଜ୍ୟ ସରକାର, ତା’ଠାରୁ ଅଧିକ ଦେଲେ କେନ୍ଦ୍ର ସରକାର...

ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।

BharOS
ଏଣିକି ଆଣ୍ଡ୍ରଏଡ୍‌ ନୁହେଁ BharOSରେ ଚାଲିବ ମୋବାଇଲ..!

ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ ।

'BharOS'
ଆସିଲା ଦେଶୀ OS : ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ

ଆଣ୍ଡ୍ରୋଏଡ୍ IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍

5g
ରାଜ୍ୟରେ ଫାଇଭ୍‌-ଜି ସେବାର ଦର କେତେ ରହିବ ? ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ

ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।

Bhubaneswar Railway Station
ଭୁବନେଶ୍ୱର ରେଳ ଷ୍ଟସନ୍‌ରେ ଖର୍ଚ୍ଚ ହେବ ୩୯୮ କୋଟି, ବିମାନବନ୍ଦର ଭଳି ଚମକିବ

ଭୁବନେଶ୍ୱରର ରେଳ ଷ୍ଟେସନର ହେବ ନବୀକରଣ । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।

Bhubaneswar Railway Station
ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଖର୍ଚ୍ଚ ହେବ ୩୯୮ କୋଟି, ବିମାନବନ୍ଦର ଭଳି ଚମକିବ

ନବୀକରଣ ପ୍ରକଳ୍ପର ଶୁଭ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Special story
ପଦ୍ମପୁର ପଶାପାଲିରେ ରେଳ ଆଉ କୃଷି ବୀମା ଗୋଟି ! କ୍ୟାମ୍ପେନ ବେଳେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ

ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଖୋଲା ଚ୍ୟାଲେଞ୍ଜ୍ ।

Ashwini Vaishnaw
‘କାଲି ଜାଗା ଦେଲେ, ପହରଦିନ କାମ ଆରମ୍ଭ ହେବ’

ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ରେଳମନ୍ତ୍ରୀ ଅଶ୍ୱିନୀ

iPhone Manufacturing Unit
୬୦ ହଜାର ଲୋକଙ୍କୁ ମିଳିବ ଚାକିରି ! ଦେଶର ଏହି ଠାରେ ତିଆରି ହେବ ସବୁଠାରୁ ବଡ଼ iPhone ନିର୍ମାଣ କାରଖାନା

ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର । ଦେଶରେ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ସୂଚନା ଦେଲେ ଆଇଟି ମନ୍ତ୍ରୀ ।

5g
୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G : ଅଶ୍ୱିନୀ ବୈଷ୍ଣବ

୨୦୨୩ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳରେ 5G ସେବା ମିଳିବ ।

Baliyatra
ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବ କି ଐତିହାସିକ ବାଲିଯାତ୍ରା ?

ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ପ୍ରସିଦ୍ଧ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରିବେ କି ସରକାର?

   5G roll out to begin in 20-25 cities, towns by year-end: Telecom minister Ashwini Vaishnaw
ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ 5-ଜି ସେବା: ଅଶ୍ୱିନୀ ବୈଷ୍ଣବ

5Gର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ 5-ଜି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Special Story । Communication Minister Vaishnaw tests 5G successfully at IIT Madras
ଭାରତରେ 5G ଟେକ୍ନୋଲଜି; ୧ ସେକେଣ୍ତରେ କରିହେବ ୨୦ ଜିବି ଡାଟା ଡାଉନଲୋଡ୍‌

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ସତ ହେବାକୁ ଯାଉଛି ଫାଇଭ୍-ଜି ଟେକ୍ନୋଲଜି । ଗତକାଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ପ୍ରଥମ ଫାଇଭ୍-ଜି କଲ୍‌ର ଟ୍ରାଏଲ କରିଛନ୍ତି । ଆଇଆଇଟି ମାଡ୍ରାସ ସ୍ଥିତ ଫାଇଭ୍ ଜି ଟେଷ୍ଟ ବେଡ୍‌ରେ ଏହାର ସଫଳ ଟ୍ରାଏଲ ହୋଇଛି ।

Railway Minister Ashwini Vaishnaw flags off LHB coach at ICF
ଯାତ୍ରୀଙ୍କୁ ମିଳିବ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା; ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଲେ ରେଳ ମନ୍ତ୍ରୀ

ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Ashwini Vaishnaw
5Gର ସଫଳ ପରୀକ୍ଷଣ, ପ୍ରଥମ କଲ୍‌ କଲେ ଅଶ୍ୱିନୀ

ପୁରା ୫-ଜି ନେଟୱର୍କକୁ ଭାରତରେ ଡିଜାଇନ୍ କରାଯିବା ସହ ବିକଶିତ କରାଯାଇଥିବା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Aparajita Sarangi
ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟ ହେବ ରେଳ ଷ୍ଟେସନ

ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା ।

Ashwini Vaishnaw
"ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିଲେ କେନ୍ଦ୍ରରୁ ଆସିବ ଅଧିକ ଅନୁଦାନ"

ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଟଙ୍କାର ସଠିକ୍ ଭାବେ ବିନିଯୋଗ ହୋଇପାରିଲେ ଅଧିକ ଅନୁଦାନ ଆସିବ ଏବଂ ଅର୍ଥର ଅଭାବ ଆସିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Railway Minister Ashwini Vaishnaw
‘ଓଡ଼ିଶାରେ ୬ ହଜାର ଗାଁରେ ହେବ ମୋବାଇଲ୍‌ ଟାୱାର’

ମୋବାଇଲ୍‌ ଟାୱାର ପାଇଁ ୩୯୩୩ ସାଇଟ୍‌ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍‌କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍‌ ଟାୱାର ହେବ।ପ୍ରେସ୍‌ମିଟ୍‌ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।