• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Amit Shah

Amit Shah On Ram Mandir
ଶାହା କହିଲେ ବର୍ଷେ ଭିତରେ ସରିବ ରାମ ମନ୍ଦିର

ଆଗାମୀ ବର୍ଷକ ମଧ୍ୟରେ ସରିବ ରାମ ମନ୍ଦିର କାମ ।

Amit Shah
‘ମୋଦି ସରକାରରେ ଭାରତ ଠାରୁ କେହି ଗୋଟିଏ ଇଞ୍ଚ ଜମି ନେଇପାରିବେ ନାହିଁ’

ସଂସଦ ବାହାରେ ପ୍ରତିକ୍ରିୟା ଦେଲେ ଗୃହମନ୍ତ୍ରୀ ଅମିତ ଶାହା

Union Home Minister Amit Shah Birth Day
ଏବିଭିପି ସଭ୍ୟଠାରୁ କେନ୍ଦ୍ର ଗୃହମନ୍ତ୍ରୀ-କେମିତି ଥିଲା ଅମିତ୍ ଶାହଙ୍କ ଯାତ୍ରା

ନରେନ୍ଦ୍ର ମୋଦିଙ୍କ ପରେ ଭାରତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି ଅମିତ ଶାହ। । ବିଜେପିର ଚାଣକ୍ୟ। ଆଜି ୫୮ତମ ଜନ୍ମଦିନରେ ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ରାଜନୈତିକ ଜୀବନର ଲମ୍ବା ଯାତ୍ରା..

Amit saha on Baramula
ଆତଙ୍କବାଦକୁ ବରଦାସ୍ତ କରାଯିବନି କି ପାକିସ୍ତାନ ସହ କୌଣସି କଥାବାର୍ତ୍ତା ହେବ ନାହଁ-ଶାହ

ମୋଦି ସରକାର ଜମ୍ମୁ-କଶ୍ମୀରରେ ଆତଙ୍କୀମାନଙ୍କୁ ସଫା କରିବେ। ଆତଙ୍କବାଦ ହଟାଇବେ। ଆତଙ୍କୀଙ୍କ ହଟସ୍ପଟ ଥିବା ରାଜ୍ୟ ଟୁରିଷ୍ଟଙ୍କ ହଟସ୍ପଟ ହେବ। ଦେଶର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ ହେବ। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ନ ହଟିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଅଲୋଚନା ହେବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି।

Amit Shah
ଶାହଙ୍କ ଅଭିଭାଷଣ, ବିଜେଡି କହିଲା ଦିବାସ୍ୱପ୍ନ

କଟକରେ ଅଛେଦିନ୍‌ର ନାରା । ଭୁବନେଶ୍ୱରରେ ସରକାର ଗଢ଼ିବାର ଦମ୍ଭୋକ୍ତି ଆଉ ପାର୍ଟି ଅଫିସ୍‌ରେ ରାଜ୍ୟ ବିଜେପି ନେତାଙ୍କୁ ଟ୍ୟୁସନ୍ । କିଛି ଏଭଳି ଥିଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ ।

Amit Shah
ଶାହଙ୍କ ଗସ୍ତରେ ବିଜେପି କର୍ମୀଙ୍କ ବଢ଼ିଲା ଉତ୍ସାହ, ବାଟ ସାରା ଫୁଲ ବର୍ଷା

ଦଳୀୟ, ସାମାଜିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ।

Amit Shah
ମନ୍ତ୍ର ଫୁଙ୍କିଲେ ଶାହ, କହିଲେ ଓଡ଼ିଶାର ଅଛେଦିନ୍‌ ଆସିଗଲା..

ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି ।

Amit Shah On Odisha
ଶାହଙ୍କ ବଡ଼ ବୟାନ ! ‘ଓଡ଼ିଶାରେ ହେବ ଆମ ସରକାର’

ଓଡ଼ିଶା ଗସ୍ତରେ ଆସିଥିଲେ ଶାହ । କଟକରେ ଏକ ଖବରକାଗଜର ବାର୍ଷିକୋତ୍ସବରେ ଯୋଗଦେଇଥିଲେ ଶାହ । ସେଠାରୁ ଆସିବା ପରେ ମୋଦି @୨୦-ଡ୍ରିମ୍‌ସ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣରେ ସାମିଲ ହୋଇଥିଲେ ।

କେନ୍ଦ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି କର୍ମକର୍ତ୍ତା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଫଟୋରେ ଦେଖନ୍ତୁ ସେଇ ଗସ୍ତ ବେଳର କିଛି ଖବର...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ବିଜେପି ଟିମ୍ ମନରେ ଢେର୍ ଉତ୍ସାହ...ଶ୍ରୀ ଶାହଙ୍କୁ ସ୍ୱାଗତ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି।

 Union Home Minister Amit Shah Attend 75th Anniversary Of The Prajatantra Newspaper
ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ଅମିତ ଶାହ, କହିଲେ- ଓଡ଼ିଶାର ଅଚ୍ଛେଦିନ୍‌ ଆସିଗଲା

‘ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରହିଛି। ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି’ ବୋଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।

Union Home Minister Amit Shah and CM Naveen Patnaik Attend Anniversary Of The Newspaper Prajatantra
ଗୋଟିଏ ମଞ୍ଚରେ ଅମିତ ଶାହ- ନବୀନ ପଟ୍ଟନାୟକ ଏକାଠି

କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। 

ଗୋଟିଏ ମଞ୍ଚରେ ଏକାଠି ହେଲେ ଶାହ ଓ ନବୀନ
ଗୋଟିଏ ମଞ୍ଚରେ ଏକାଠି ହେଲେ ଶାହ ଓ ନବୀନ

ଗୋଟିଏ ମଞ୍ଚରେ ଏକାଠି ହେଲେ ଶାହ ଓ ନବୀନ। କଟକ ଇନଡୋର ଷ୍ଟାଡିୟମ ସଭାରେ ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ପ୍ରଜାତନ୍ତ୍ର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗଦେଇଛନ୍ତି।

Amit Shah reached at Lingaraj Temple
ମହାପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା ସହ ଜଳାଭିଷେକ କଲେ ଅମିତ ଶାହ

ଲିଙ୍ଗରାଜ ମନ୍ଦିରକୁ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାସହ ସେଠାରେ ସେ ଜଳାଭିଶେକ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସହିତ ଉପସ୍ଥିତ ଥିଲେ।

Union Home Minister Amit Shah's 2-Day Odisha Visit
ପ୍ରୋଟୋକଲ୍‌ ମାନିଲେନି ଓଡ଼ିଶା ସରକାର, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଗଲେନି କୌଣସି ମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନରେ ରାଜ୍ୟର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବିମାନବନ୍ଦରକୁ ଯିବା କଥା। ହେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ୍ ଡିଜି କିମ୍ବା ଗୃହ ସଚିବ କେହି ବି ଯାଇନଥିଲେ। 

Union Home Minister Amit Shah receives rousing welcome in Odisha
ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି ଶିବିର।

BJP BJD poster war
ଆସୁଛନ୍ତି ଶାହ: ବିଜେପି ଓ ବିଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ

ଅଣରାଜନୈତିକ କାର୍ଯ୍ୟକ୍ରମ ଏବେ କଡା ରାଜନୈତିକ ପରିବେଶ ଭିତରେ କଟକରେ ହେବାକୁ ଯାଉଛି।

Special story
ପବନ ଉପରେ ନିର୍ଭର କରୁଥିବା ନେତାଙ୍କୁ ସୌମ୍ୟଙ୍କ କଟାକ୍ଷ, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କର କଲେ ଗୁଣଗାନ

ଅମିତ ଶାହଙ୍କ ଉପରେ ଆଧାରିତ ପୁସ୍ତକରେ ତାଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା ନେଇ ବହୁତ କିଛି ଲେଖାଯାଇଛି । କେବଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ନୁହଁନ୍ତି ଅନ୍ୟ ଦଳର ନେତା ଓ କର୍ମୀ ମଧ୍ୟ ଏହି ବହି ପଢ଼ିବା ଆବଶ୍ୟକ । ଏ କଥା କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

2002 Gujarat Riots
ଦୀର୍ଘ ବର୍ଷର ଲଢ଼େଇ ପରେ ସତ ପଦାକୁ ଆସିଛି : ଗୁଜୁରାଟ ଦଙ୍ଗା ମାମଲାର ରାୟ ଆସିବା ପରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ

ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।

Amit Shah
ସୌରଭ ଗାଙ୍ଗୁଲିଙ୍କ ଘରେ ଶାହା, ଖାଇଲେ ଭାତ-ରୁଟି-ବାଇଗଣ ଭଜା-ଡାଲ ମଖନି

ସୌରଭ ଗାଙ୍ଗୁଲିଙ୍କ ଘରେ ଆତିଥ୍ୟ ସମୟରେ ତାଙ୍କ ସହ ଡାଇନିଂ ସେୟାର କରିଛନ୍ତି ଅମିତ ଶାହା । ଗାଙ୍ଗୁଲିଙ୍କ ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥିଲା ।

amit shah
‘ଆମେ ଭାରତକୁ ବିଶ୍ୱଗୁରୁ କରିବାକୁ ଚାହୁଁ’

ସମସ୍ତେ ଦେଶ ପାଇଁ ଏଭଳି କାମ କରିବା ଉଚିତ, ଯେପରିକି ୨୦୪୭ ସୁଦ୍ଧା ଦେଶ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ

AFSPA
ନାଗାଲାଣ୍ଡ, ମଣିପୁର, ଆସାମରେ ସଙ୍କୁଚିତ ହେବ AFSPA

ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।

CRPF may not be needed in Kashmir in few years, says Union Home Minister
ଅମିତ ଶାହଙ୍କ ବଡ଼ ବୟାନ: ଖୁବ୍‌ଶୀଘ୍ର ଏହି ୩ ଅଞ୍ଚଳରେ ଫେରିବ ଚିରଶାନ୍ତି

ଆଉ କିଛି ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଫେରିବ ଚିରଶାନ୍ତି। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ CRPFଙ୍କୁ ମୁତୟନ କରିବାକୁ ପଡ଼ିବ ନାହିଁ। 

Amit Shah
UP Election: ସମାଜବାଦୀ ପାର୍ଟିକୁ ଶାହଙ୍କ ଜବରଦସ୍ତ ଟାର୍ଗେଟ୍, କହିଲେ ପୁଣି ଯୋଗୀ ସରକାର

ପିଲଭିଟରେ ପ୍ରଚାର ବେଳେ ସମାଜବାଦୀ ପାର୍ଟି ଉପରେ ପରିବାର ବାଦ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ସମାଜବାଦୀ ପାର୍ଟି କେବେ ବି ଉତ୍ତର ପ୍ରଦେଶ ଲୋକଙ୍କ ହିତ ଚାହିଁନି ବୋଲି କହିଥିଲେ ଶାହ ।

amit shah
ଡୋର୍‌ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କଲେ ଅମିତ ଶାହ ! କରୋନା ପାଇଁ ୫ ମିନିଟରେ ସାରିଦେଲେ ୨୫ ମିନିଟର କାର୍ଯ୍ୟକ୍ରମ

ସଂକ୍ରମଣ ଭୟ ଥିବାରୁ ବନ୍ଦ କରିଦେଲେ କ୍ୟାମ୍ପେନ୍ । ରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଡୋର୍‌ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କରି ଦେଇଛନ୍ତି ।