• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Alia Bhatt

Alia Bhatt expecting twins
ଆଲିଆ ହେବେ ଯାଆଁଳା ଶିଶୁର ମା! ଜାଣନ୍ତୁ କ’ଣ କହିଲେ ରଣବୀର

ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।

Brahmastra kesariya song out
'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ ରିଲିଜ୍; ରୋମାଣ୍ଟିକ୍ ମୁଡ୍‌ରେ ରଣବୀର-ଆଲିଆ

ରିଲିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍‌ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।

Alia Bhatt and Ranbir Kapoor announce pregnancy
ବିବାହର ୨ ମାସ ପରେ ଖୁସି ଖବର ଦେଲେ ଆଲିଆ

ମାଆ ହେବେ ଆଲିଆ ଭଟ୍ଟ । ସୋସିଆଲ୍ ମିଡିଆରେ ଶେୟାର କଲେ ଗୁଡ୍‌ ନ୍ୟୁଜ୍ ।

Gangubai Kathiawadi becomes the only superhit female centric film
ଆଲିଆଙ୍କ ‘ଗଙ୍ଗୁବାଇ କାଠିଆୱାଡି’ ଠାରୁ ଆରମ୍ଭ ହେଲା ବଲିଉଡ୍‌ର ସଫଳତା

‘ଗଙ୍ଗୁବାଇ କାଠିଆୱାଡି’ ହେଉଛି ଏକମାତ୍ର ସୁପର୍‌ହିଟ୍ ନାରୀ-କେନ୍ଦ୍ରିକ ଫିଲ୍ମ ଯାହାକି ଲକ୍‌ଡାଉନ୍ ପରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବଲିଉଡ୍‌ର ଜଗତ ପାଇଁ ସବୁଠାରୁ ବଡ ନନ୍‌ ହଲିଡେ’ ଓପେନିଙ୍ଗ୍ ଫିଲ୍ମ ହୋଇ ଯାଇଛି।

Ranveer - Alia Bhatt
କ୍ୟୁଟ୍ କପଲଙ୍କ ବିବାହ; ସାମ୍ନାକୁ ଆସିଲା ଫଟୋ, ଆଲିଆଙ୍କୁ କୋଳରେ ଉଠାଇଲେ ରଣବୀର ! ଦେଖନ୍ତୁ ଭିଡିଓ

ଫ୍ୟାନ୍ସ ଏବଂ ସେଲିବ୍ରିଟି ରଣବୀର-ଆଲିଆଙ୍କୁ ଏକ ନୂତନ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ନବ ବିବାହିତ ଦମ୍ପତିଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

Ranveer-Alia
ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ ହେଉଛି ଆଲିଆ-ରଣବୀର ବିବାହ, ରିସେପ୍‌ସନ୍‌ ବି ଦେବେନି ! ହେଲେ କାହିଁକି ?

ପୂର୍ବରୁ ସେମାନଙ୍କର ରିସେପ୍‌ସନ୍‌ ଭୋଜିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଥିଲା କି ଉଭୟ ଦୁଇଟି ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ ।

Ranbir Kapoor, Alia Bhatt To Tie Nuptial Knot Today
ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କ ଆଜି ପଡ଼ିବ ହାତଗଣ୍ଠି: ବିବାହ ପୂର୍ବରୁ ମିଳିଲା ସୁନାର ବୁକେ

ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କ ଆଜି ପଡ଼ିବ ହାତଗଣ୍ଠି। କପୁର ପରିବାରରେ ଲାଗିଲାଣି ବନ୍ଧୁବାନ୍ଧବଙ୍କ ଗହଳି...ଏଇ ସମୟରେ ବାହାରିବ ବାରାଥ୍‌...ବିବାହ ପୂର୍ବରୁ ଶୁଭେଚ୍ଛା ଦେବା ପାଇଁ ମିଳିଲା ସୁନାର ବୁକେ ଗିଫ୍ଟ

Ranbir Kapoor, Alia Bhatt Wedding Day
ଆଜି ରଣବୀର-ଆଲିଆଙ୍କ ବିବାହ

ଆଜି ବଲିଉଡ୍‌ରେ ବହୁ ପ୍ରତୀକ୍ଷିତ ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ, ବି ଟାଉନର ହଟ୍ କପଲ ଆଲିଆ-ରଣବୀର ।

Gold Bukey
ରଣବୀର-ଆଲିଆଙ୍କୁ ବିବାହର ବଡ଼ ଉପହାର, ସୁନାର ବୁକେ ! ଦେଖନ୍ତୁ ଭିଡିଓ

ଏବେ ସୁଦ୍ଧା ରଣବୀର-ଆଲିଆଙ୍କ ବିବାହକୁ ନେଇ ତାଙ୍କ ପରିବାର ମଧ୍ୟ କୌଣସି ପ୍ରକାର ବୟାନ ଦେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଢ଼େର ଚର୍ଚ୍ଚା ।

Alia Bhatt-Ranbir Kapoor
ସୋନମଙ୍କ ଠାରୁ ଦୀପିକା, କ୍ୟାଟ୍ରିନା ଠାରୁ ନର୍ଗିସ୍ : ବିବାହ କରିବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା

ତେବେ ବିବାହ ପୂର୍ବରୁ ରଣବୀରଙ୍କ ପୂର୍ବ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଛି । ହାତକୁ ଦିହାତ ହେବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା ।

RRR Craze In Bhubaneswar
ଭୁବନେଶ୍ୱରରେ ‘RRR’ କ୍ରେଜ୍‌, ସକାଳ ନହେଉଣୁ ହଲ୍‌ ଆଗରେ ଦର୍ଶକଙ୍କ ଭିଡ଼

ବକ୍ସ ଅଫିସ୍‌ରେ ଧମାଲ କରୁଛି ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’। ଭୁବନେଶ୍ୱରରେ ମଧ୍ୟ ‘RRR’ର କ୍ରେଜ୍‌ ରହିଛି। ଫ୍ୟାନ୍ସଙ୍କ ବଢ଼ୁଥିବା ଡିମାଣ୍ଡକୁ ଦୃଷ୍ଟିରେ ରଖି ଏବେ ଭୋର୍ ୫ଟାରୁ ଶୋ’ ଆରମ୍ଭ ହୋଇଛି।

Film RRR Release Today
ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘RRR’, ଭୋର ୫ଟାରୁ ହଲ୍‌ ଆଗରେ ଲମ୍ବା ଲାଇନ୍‌

ଆକ୍ସନ-ଡାନ୍ସ-ସୁପର ସେନ୍‌ସେସ୍‌ନାଲ୍‌। ରିଲିଜ୍ ହେଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ଫିଲ୍ମ Rise-Roar & Revolt-RRR। କରୋନା କଟକଣା ଯୋଗୁ ଦେଢ଼ ବର୍ଷ ବିଳମ୍ବରେ ରିଲିଜ୍ ହୋଇଛି ଫିଲ୍ମ ‘RRR’।

Prostitute Who Gave Marriage Proposal To PM Nehru- Alia Bhatt\'s Gangubai Kathiawadi
ଇଏ ଏମିତି ଜଣେ ଦେହଜୀବୀ, ଯିଏ ପଡ଼ିଥିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରେମରେ...

ଇଏ ଏମିତି ଜଣେ ରାଣୀ ମହୁମାଛି। ଯିଏ ପ୍ରଧାନମନ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ବାସଭବନରେ ସାକ୍ଷାତ କରୁଥିବା ସମୟରେ PMଙ୍କୁ କରିଥିଲେ ପ୍ରେମ ନିବେଦନ...

Film ‘RRR’
ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ବଡ଼ ଘୋଷଣା କଲେ ମେକର୍ସ

ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି।

‘RRR’ Release Date Pushed Again
ପୁଣି ଘୁଞ୍ଚିଲା ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍

ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍। କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। କେବେ ଫିଲ୍ମ ‘RRR’  ରିଲିଜ୍ ହେବ ତାହା ଜଣାପଡ଼ିନି।

Ranbir Kapoor wedding with Alia Bhatt
ଇଟାଲୀରେ ବାହାହେବେ ଆଲିଆ-ରଣବୀର

ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି। ଏହି ଦୁହିଁଙ୍କର ବିବାହକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମନରେ ଖୁସୀର ଲହରୀ ଖେଳିଯିବ। ଗତ କିଛି ଦିନ ହେବ ଆଲିଆ-ରଣବୀରଙ୍କ ବିବାହ ଖବର ଖୁବ ଚର୍ଚ୍ଚାରେ ରହିଆସିଛି।

Alia bhat
ବିଜ୍ଞାପନ କରି ଅଡ଼ୁଆରେ ଅଭିନେତ୍ରୀ, ଆଲିଆଙ୍କ ବିରୋଧରେ ଦାଖଲ ହେଲା ମାମଲା

ଅଡ଼ୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସୂଚନା ଅନୁସାରେ ନିକଟରେ ଆଲିଆ ଭଟ୍ଟ ଏକ ବ୍ରାଇଡାଲ ପୋଷାକ ବ୍ରାଣ୍ଡର ବିଜ୍ଞାପନ(କନ୍ୟାଦାନ୍) କରିଥିଲେ । ଜଣେ ବ୍ୟକ୍ତି ଆଲିଆଙ୍କ ବିଜ୍ଞାପନରେ ଏତେ ରାଗି ଯାଇଥିଲେ ଯେ ସେ ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି ।

Kangana and Alia
ଆଲିଆଙ୍କ ବିଜ୍ଞାପନ ଉପରେ ପ୍ରତିକ୍ରିୟା ରଖିଲେ କଙ୍ଗନା, କହିଲେ ଧର୍ମ ବିରୋଧୀ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଏକ ବିଜ୍ଞାପନ ଭିଡିଓ ପାଇଁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଭିଡିଓରେ ଅଭିନେତ୍ରୀ ପ୍ରାଚୀନ ସମୟରେ ଚାଲିଆସୁଥିବା 'କନ୍ୟାଦାନ' ପ୍ରଥା ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ ପାଇଁ ଏବଂ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି।

Alia Bhatt
ଯୋଗ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କଲେ ଆଲିଆ ଭଟ୍ଟ

ବଲିଉଡ୍‌ର ଟପ୍ ଓ ଷ୍ଟାଇଲିସ୍ ଅଭିନେତ୍ରୀଙ୍କ କଥା ଯଦି ଉଠେ ତେବେ ଆଲିଆ ଭଟ୍ଟ ଏଥିରୁ ବାଦ ପଡିବେନି। ଆଲିଆ ଫିଟ୍ ରହିବା ନେଇ ସବୁବେଳେ ୱାର୍କଆଉଟ୍ ଓ ଯୋଗକୁ ପ୍ରାଥମିକତା ଦେଇଥାନ୍ତି। ସେ ସବୁବେଳେ ପାଇଲେଟ୍ସ, ଯୋଗ ଓ ଜିମ୍‌ ସେଶନର ଫଟୋ ସେୟାର କରନ୍ତି। ଏଥିରୁ ଜଣାଯାଏ ଯେ ସେ ତାଙ୍କ ଜୀବନଶୈଳୀକୁ ନେଇ କେତେ ସଚେତନ।