• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Agniveer

Special story
ସ୍ଥଳସେନାରେ ଅଗ୍ନିବୀର ନିଯୁକ୍ତି ନେଇ ଆସିଲା ବିସ୍ତୃତ ବିବରଣୀ

ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା

Agniveer
ଅଗ୍ନିପଥ ବିରୋଧୀ ଆନ୍ଦୋଳନକାରୀଙ୍କୁ ସେନାର କଡ଼ା ଚେତାବନୀ

ଶୃଙ୍ଖଳା ଭାରତୀୟ ସେନାର ମୂଳଦୁଆ ହୋଇଥିବାରୁ, ହିଂସା ଓ ଉପଦ୍ରବକାରୀଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ।

Agniveer
କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ଅଗ୍ନିପଥ ସ୍କିମ୍, ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ

ନିବାହିନୀର ମିଳିତ ପ୍ରେସ୍ମିଟ୍ରେ ଆଭିମୁଖ୍ୟ ସ୍ପଷ୍ଟ । ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ ।

Whatsapp
ଅଗ୍ନିପଥ ହିଂସାକାଣ୍ଡ; ୩୫ Whats app ଗ୍ରୁପ୍‌ ବ୍ୟାନ୍, ୧୦ ଗିରଫ

ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ଉସୁକାଇବା ଅଭିଯୋଗରେ ୧୦ ଗିରଫ ।

Agniveer
ଅଗ୍ନିବୀର ବିରୋଧୀ ହିଂସାରେ ସାମିଲ ହେଲେ ମିଳିବନି ସେନାରେ ଏଣ୍ଟ୍ରି

ସୈନିକଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ୪ଟି ରାଜ୍ୟ ଅଗ୍ନିବୀରଙ୍କୁ ପୋଲିସ୍ ଚାକିରୀ ଲାଗି ଘୋଷଣା କରିସାରିଛି । ଅନ୍ୟାନ୍ୟ PSU ମଧ୍ୟ ଅଗ୍ନିବୀରଙ୍କ ଲାଗି ପ୍ୟାକେଜ ସୃଷ୍ଟି କରୁଛନ୍ତି

Agniveer
ଅଗ୍ନିବୀରଙ୍କୁ କୋଟିଏ ଟଙ୍କାର ସୁବିଧା

ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।

Agneepath Yojana
୫ ଶକ୍ତିଶାଳୀ ରାଷ୍ଟ୍ରରେ ରହିଛି ଅଗ୍ନିପଥ ଯୋଜନା ଭଳି ବ୍ୟବସ୍ଥା

ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।

Protest
ଅଗ୍ନିପଥ ଯୋଜନାକୁ ବିରୋଧ କରି ୬୨ କି.ମି ଦୌଡ଼ିଲେ ଯୁବକ

ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।

Agnipath
ବିହାର-ଉତ୍ତରପ୍ରଦେଶ-ରାଜସ୍ଥାନ-ହରିୟାଣା-ତେଲେଙ୍ଗାନା-ଓଡ଼ିଶା, ସବୁଠି ଅଗ୍ନିପଥ ନିଆଁ

ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ ।

Agnipath
୭ ରାଜ୍ୟରେ ଲାଗିଲାଣି ଅଗ୍ନିପଥ ନିଆଁ ! ବିହାରରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ଓଡ଼ିଶାରେ ବି ଆନ୍ଦୋଳନକାରୀଙ୍କ ଉଗ୍ର ପ୍ରଦର୍ଶନ । ଏବର୍ଷ ଅଗ୍ନିବୀର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି ।

Agnipath
କେନ୍ଦ୍ରର ଅଗ୍ନିପଥ ସ୍କିମ୍‌କୁ ନେଇ ଦେଶବ୍ୟାପୀ ଅସନ୍ତୋଷର ବହ୍ନି

ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।

Agnipath
କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ଆଣିବ ‘ଅଗ୍ନିପଥ’, ବିହାରରେ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

ବିଶେଷଜ୍ଞଙ୍କ ମଧ୍ୟରେ ବି ଏହାକୁ ନେଇ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ଅନ୍ୟପକ୍ଷରେ ଏହି ଯୋଜନା ସେନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନା ମୁଖ୍ୟ ।