Advertisment

Panchayat and Municipal Polls: କେବେ ହେବ ପଂଚାୟତ ଓ ପୌର ନିର୍ବାଚନ ?

ସମସ୍ତଙ୍କ ଅପେକ୍ଷା କେବେ ହେବ ପଂଚାୟତ ଓ ପୌର ନିର୍ବାଚନ ? ନିର୍ବାଚନର ତାରିଖ ଘୋଷଣା ହେବା ଆଗରୁ, ଏବେ ଆରମ୍ଭ ହୋଇଯାଇଛି ପ୍ରଶାସନିକ କସରତ। ଆଜି ସମ୍ବଲପୁର ଆରଡ଼ି.ସି କନଫରେନ୍ସ ହଲରେ ଅନୁଷ୍ଠିତ ହେବ ଉତ୍ତରାଞ୍ଚଳ ଡିଭିଜନର ନିର୍ବାଚନ ସମ୍ଭନ୍ଧୀୟ ଜରୁରୀ ବୈଠକ।

author-image
Madhupriya Mistry
Panchayat Poll

Panchayat Poll Photograph: (OTV)

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରଶାସନିକ କସରତ। ସମସ୍ତଙ୍କ ଅପେକ୍ଷା କେବେ ହେବ ପଂଚାୟତ ଓ ପୌର ନିର୍ବାଚନ ? ନିର୍ବାଚନର ତାରିଖ ଘୋଷଣା ହେବା ଆଗରୁ, ଏବେ ଆରମ୍ଭ ହୋଇଯାଇଛି ପ୍ରଶାସନିକ କସରତ।

Advertisment

ଆଜି ସମ୍ବଲପୁର ଆରଡ଼ି.ସି କନଫରେନ୍ସ ହଲରେ ଅନୁଷ୍ଠିତ ହେବ ଉତ୍ତରାଞ୍ଚଳ ଡିଭିଜନର ନିର୍ବାଚନ ସମ୍ଭନ୍ଧୀୟ ଜରୁରୀ ବୈଠକ। ଉତ୍ତରାଞ୍ଚଳ ଆର.ଡ଼ି.ସିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ଏବଂ ପଂଚାୟତ ନିର୍ବାଚନ ଦାୟିତ୍ୱରେ ରହୁଥିବା ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବ।

Panchayat Election Municipal Election
Advertisment
Related Articles
Advertisment