Advertisment

Badri Patra Targets VK Pandian: ନାଁ ନେଇ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ବଦ୍ରି ପାତ୍ର, କହିଲେ...

‘ନବୀନ ପଟ୍ଟନାୟକ ଲୋକ ପ୍ରିୟ ନେତା। ଗତ ନିର୍ବାଚନର ଫଳାଫଳ ହିଁ ପ୍ରମାଣ କରିଦେଲା ଯେ ନବୀନ ପଟ୍ଟନାୟକ ଲୋକପ୍ରୀୟ ନେତା। ଲୋକେ ନବୀନଙ୍କୁ ଖୋଜିଲେ, କିନ୍ତୁ ଏମାନେ ନବୀନଙ୍କ ଭଳି ଅଭିନୟ କଲେ।’

author-image
Sujit kumar Swain
Badri Patra Targets VK Pandian

Badri Patra Targets VK Pandian Photograph: (OTV)

ପୁଣି ବଦ୍ରି ବାଣନାଁ ନେଇ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ବଦ୍ରି ପାତ୍ରନବୀନ ପଟ୍ଟନାୟକ ଲୋକ ପ୍ରିୟ ନେତାଗତ ନିର୍ବାଚନର ଫଳାଫଳ ହିଁ ପ୍ରମାଣ କରିଦେଲା ଯେ ନବୀନ ପଟ୍ଟନାୟକ ଲୋକପ୍ରୀୟ ନେତାଲୋକେ ନବୀନଙ୍କୁ ଖୋଜିଲେ, କିନ୍ତୁ ଏମାନେ ନବୀନଙ୍କ ଭଳି ଅଭିନୟ କଲେଯେଉଁ ମାନେ ହେକିକେପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଲେନିଜକୁ ନବୀନଙ୍କ ବିକଳ୍ପ ଭାବିଲେ ନବୀନଙ୍କୁ ଲୋକଙ୍କଠୁ ଦୁରେଇ ରଖିଲେଲୋକେ କହିଲେ ନବୀନ ନାହିଁ ତ ଭୋଟ ନାହିଁନେତାଙ୍କୁ ଯେଉଁମାନେ ଦୁର୍ବଳ କରିଥିଲେ ସେହି ମାନଙ୍କ କଥା କୁହାଯାଉଛି ବୋଲି ବଦ୍ରି ପାତ୍ର କହିଛନ୍ତିଦଳ ବିପର୍ଯ୍ୟୟ ଦେଇ ଗତି କରୁଛିମେଳି ହେଉଛି, ଦଳକୁ ବାଟକୁ ଆଣିବାକୁ, ନେତାଙ୍କୁ ସବଳ କରିବାକୁ ଏହା ଭଲ ଉଦ୍ୟମଯେଉଁ ମାନେ ବାଟରେ ଛକୁଛନ୍ତି ତାଙ୍କୁ ଦଳରୁ ଦୁରେଇ ରଖିବାକୁ ଉଦ୍ୟମ ହେଉଛି ବୋଲି ବଦ୍ରି ପାତ୍ର କହିଛନ୍ତି

Advertisment

ଗତକାଲିକଟକତେଲେଙ୍ଗାପେଣ୍ଠରଫାର୍ମହାଉସରେବିଜେଡିନେତାଙ୍କମେଳିହୋଇଥିଲାବିଜେଡିରେଚାଲିଛି ? ଭୁବନେଶ୍ବରଉପକଣ୍ଠଝୁମୁକାଫାର୍ମହାଉସପରେଲିଙ୍ଗରାଜମନ୍ଦିରଆଉଏବେପୁଣିକଟକରେମେଳିତେଲେଙ୍ଗାପେଣ୍ଠସ୍ଥିତଏକଫାର୍ମହାଉସରେଭୋଜିଆଳରେମେଳିହୋଇଥିଲେବିଜେଡିରକିଛିଯୁବଏବଂବରିଷ୍ଠବିଜେଡିନେତାତାମଧ୍ୟରେଥିଲେସାଂସଦଦେବାଶିଷସାମନ୍ତରାୟ, ବିଧାୟକଦେବୀରଂଜନତ୍ରିପାଠୀଙ୍କସହପୂର୍ବତନବିଧାୟକପୁଷ୍ପେନ୍ଦ୍ରସିଂଦେଓ, ସମ୍ବିତରାଉତରାୟ, ଅଂଶୁମାନମହାନ୍ତି, ବିଷ୍ଣୁବ୍ରତରାଉତରାୟ, ରୁଦ୍ରମହାରଥୀଯାହାକୁନେଇବଢ଼ିଛିରାଜନୈତିକଚର୍ଚ୍ଚାକାରଣଗୋଟିଏପଟେଦଳରେଜଣଙ୍କପରେଜଣେବରିଷ୍ଠନେତାଙ୍କବିସ୍ଫୋରଣ, ଆରପଟେଭୋଜିଆଳରେଚାଲିଛିମେଳି

ତେବେଓଟିଭିକୁପ୍ରତିକ୍ରିୟାଦେଇଛନ୍ତିଦେବାଶିଷସାମନ୍ତରାୟବିଜୁଯୁବଛାତ୍ରସଂଗଠନକର୍ମକର୍ତ୍ତାଙ୍କନାଁଘୋଷଣାକୁନେଇଅସନ୍ତୋଷଝାଡ଼ିବାସହକହିଛନ୍ତି, କଟକରେଯେଉଁମାନେବିଜେଡିବାନାକୁଟେକିଧରିଥିଲେ, ସେମାନଙ୍କଆବଶ୍ୟକତାନାହିଁମେୟରନିର୍ବାଚନରେଏଇପିଲାମାନଙ୍କଅବଦାନକଣଥିଲାସମସ୍ତେଜାଣନ୍ତିମେୟରନିର୍ବାଚନରେ୩୧ଟିରୁ୨୮କର୍ପୋରେଟରଆସନରେଜିତିଥିଲୁଚିନ୍ମୟ, ଇପ୍-ସିତାକଟକବାବଦରେକଣଜାଣନ୍ତିଯଦିଏଭଳିକର୍ମକର୍ତ୍ତାବଛାଯିବସଂଗଠନବହୁତଦୁର୍ବଳହେବବୋଲିକହିଛନ୍ତିଦେବାଶିଷ

Advertisment

ସେହିପରିପାଣ୍ଡିଆନଦମ୍ପତିଙ୍କୁପ୍ରଭାତବିଶ୍ବାଳଙ୍କପ୍ରଶଂସାକୁନେଇମଧ୍ୟପ୍ରତିକ୍ରିୟାରଖିଛନ୍ତିପ୍ରଭାତବିଶ୍ବାଳଙ୍କୁନାଲିବାବାକହିବାସହଆଗରୁପ୍ରଭାତଶୋଧୁଥିଲେ, ଏବେକାହିଁକିପ୍ରଶଂସାକରୁଛନ୍ତିମୁଁଜାଣିନିରାଜନୀତିରୁସନ୍ୟାସନେଇପଛରୁଗୋଟିଚାଳନାକରୁଛନ୍ତି, ପୁଅକୁଛାଡୁନାହାନ୍ତିକାହିଁକିବୋଲିକହିଛନ୍ତିଦେବାଶିଷତେବେନେଇପ୍ରଭାତବିଶ୍ବାଳକିମ୍ବାବିଜେଡିପକ୍ଷରୁକୌଣସିପ୍ରତିକ୍ରିୟାମିଳିପାରିନି

BJD BJD MLA Naveen Pattnaik VK Pandian
Advertisment
Related Articles
Advertisment