Advertisment

Rush Builds Up at Shreekhetra: ଦୁଇ ଦିନ ପରେ ନୂଆବର୍ଷ, ଶ୍ରୀକ୍ଷେତ୍ରରେ ବଢ଼ୁଛି ଭିଡ଼

ଦୁଇ ଦିନ ପରେ ନୂଆବର୍ଷ, ଶ୍ରୀକ୍ଷେତ୍ରରେ ବଢ଼ୁଛି ଭିଡ଼ । ପୁରୀରେ ପ୍ରବଳ ଜନ ସମାଗମ । ଶ୍ରୀନଅରଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ୟାରିକେଡ୍ । ଶ୍ରୀମନ୍ଦିରଠାରୁ ବେଳାଭୂମି ପର୍ଯ୍ୟନ୍ତ କଡ଼ା ସୁରକ୍ଷା ।

author-image
Sujit kumar Swain
Rush Builds Up at Shreekhetra

New Year Rush Builds Up at Shreekhetra Photograph: (OTV)

ଦୁଇ ଦିନ ପରେ ନୂଆବର୍ଷ, ଶ୍ରୀକ୍ଷେତ୍ରରେ ବଢ଼ୁଛି ଭିଡ଼। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍। ଦିନ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ି ବଢ଼ି ଚାଲିଛି। ସେଥିପାଇଁ ଶ୍ରୀନଅରଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ହୋଇଛି ବ୍ୟାରିକେଡ୍।

Advertisment

ବିଶେଷ ଭାବେ ୩୧ ଓ ୧ ତାରିଖ ଅଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ବିଶେଷ ଧ୍ୟାନ ରଖାଯାଇଛି। ଏହି ଦୁଇ ଦିନ ମନ୍ଦିରରେ ଦର୍ଶନ ପାଇଁ ଏକଧାଡିକିଆ ବ୍ୟବସ୍ଥା କରାଯାଇଛି। ସିଂହଦ୍ବାର ବାଟେ ପ୍ରବେଶ ସହ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରଠାରୁ ବେଳାଭୂମି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବ।

ଦେଖନ୍ତୁ ଭିଡିଓ:

Jagannath Temple Puri Srimandir Jagannath Temple Puri
Advertisment
Related Articles
Advertisment