ଆଦିତ୍ୟ ବିର୍ଲା ଗ୍ରୁପ୍ର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲାଙ୍କ ଝିଅ ଅନନ୍ୟା ବିର୍ଲାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ମିଡିଆ ଚର୍ଚ୍ଚା ଠାରୁ ସବୁବେଳେ ଦୂରରେ ରହୁଥିବା ଏହି ସୁନ୍ଦରୀ କେବଳ ବ୍ୟବସାୟ କ୍ଷେତ୍ରରେ ନାଁ ଅର୍ଜନ କରିନାହାଁନ୍ତି, ବରଂ ସେ ଜଣେ ଭଲ ଗାୟିକା ମଧ୍ୟ। ସେ ବର୍ତ୍ତମାନ ବିୟୁଟି ଆଣ୍ଡ ପର୍ସନାଲ୍ କେୟାର୍ ବ୍ୟବସାୟରେ ପ୍ରବେଶ କରିଛନ୍ତି।
ବ୍ରଶ୍ କରିବା ବେଳେ ଆପଣଙ୍କ ମାଢିରୁ ରକ୍ତସ୍ରାବ ହେଉଛି କିମ୍ବା ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଏହା ପାଏରିଆର ଆରମ୍ଭ ହୋଇପାରେ। କିନ୍ତୁ ଚିନ୍ତା କରିବାର କିଛି ନାହିଁ। ଦାମୀ ଔଷଧର ଜାଲରେ ପଡ଼ିବା ପୂର୍ବରୁ, କିଛି ଘରୋଇ ଉପଚାର ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ମାଢିକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିପାରେ।
ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ତାଙ୍କ କାମ ସହିତ ଦମଦାର ଲୁକ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ବାଲି ଉପତ୍ୟକାରେ ଛୁଟିକୁ ଉପଭୋଗ କରୁଛନ୍ତି। ଏହାର ଝଲକ ସେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
ବବି ଦେଓଲଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ର ତୃତୀୟ ସିଜିନର ଦ୍ୱିତୀୟ ଭାଗ ଆସିଯାଇଛି। ବବି ଦେଓଲ ପୁଣି ଥରେ ବାବା ନିରାଲା ଭାବରେ ଉଭା ହୋଇଛନ୍ତି। ସେ ତାଙ୍କର ନେଗେଟିଭ୍ ଚରିତ୍ର ସହ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତେବେ ଏହି ଶୋ’ ପାଇଁ କଳାକାରମାନେ କେତେ ଫିସ୍ ନେଇଛନ୍ତି ଆସନ୍ତୁ ଜାଣିବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ବନ୍ତାରା ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ତିନି ଦିନିଆ ଗୁଜରାଟ ଗସ୍ତରେ ଥିଲେ। ବନ୍ତାରା ୨,୦୦୦ରୁ ଅଧିକ ପ୍ରଜାତି ଏବଂ ୧.୫ ଲକ୍ଷରୁ ଅଧିକ ପ୍ରାଣୀ ଉଦ୍ଧାର ହୋଇଥିବା, ଲୁପ୍ତପ୍ରାୟ ଏବଂ ବିପଦପୂର୍ଣ୍ଣ ପ୍ରାଣୀଙ୍କ ବାସଗୃହ। ପ୍ରଧାନମନ୍ତ୍ରୀ ଏଠାରେ ପୁନଃଥଇଥାନ ହୋଇଥିବା ବିଭିନ୍ନ ପ୍ରଜାତିର ପ୍ରାଣୀମାନଙ୍କ ସହିତ ମିଶିଥିଲେ।
ଯଦି ଆପଣ ଚା’ ପିଇବାକୁ ଭଲ ପାଆନ୍ତି ଆଉ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚାହାନ୍ତି, ତେବେ କ୍ଷୀର ଚା’ ବଦଳରେ ସୁସ୍ଥ ଏବଂ ପ୍ରାକୃତିକ ବିକଳ୍ପ ଗ୍ରହଣ କରନ୍ତୁ, କାରଣ ସ୍ୱାସ୍ଥ୍ୟ ଅପେକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।
ବଲିଉଡ୍ ଏବଂ ସାଉଥ୍ର ସୁନ୍ଦର ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କ ଚଳଚ୍ଚିତ୍ର ସହିତ ଗ୍ଲାମରସ୍ ଲୁକ୍ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ବର୍ତ୍ତମାନ ସେ ଏକ ଧଳା ପରୀ ସାଜି ଲୋକଙ୍କ ହୃଦୟ ଚୋରି କରିବା ଦେଖିବାକୁ ମିଳେ।
ଡ୍ରଗ୍ସ ବେପାର ଓ ମୁମ୍ବାଇର ଡବା ବାଲାଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ନେଟଫ୍ଲିକ୍ସର ସିରିଜ ଡବା କାର୍ଟେଲ। ଶବାନା ଆଜମୀ, ଜ୍ୟୋତିକା, ନିମିଶା ସାଜାୟନ ଓ ସାଇ ଥମନକର ଏହି ସିରିଜରେ ନଜର ଆସିବାକୁ ଯାଉଛନ୍ତି।
ଟେଲିଭିଜନ୍ ଠାରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ନିଜର ଅଦ୍ଭୁତପୂର୍ବ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ନିରୀହପଣ ଏବଂ ସୁନ୍ଦର ଷ୍ଟାଇଲ୍ ପ୍ରଶଂସକଙ୍କ ହୃଦୟ ଜିତିଛି ଏବଂ ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କର ଫଲୋର୍ସଙ୍କ ସଂଖ୍ୟା ବଲିଉଡ ବାଦଶାହାଙ୍କ ଠାରୁ ମଧ୍ୟ ଅଧିକ। ସେ ହେଲେ ଜନ୍ନତ ଜୁବେର।
ବବି ଦେଓଲଙ୍କ ୱେବ୍ ସିରିଜ୍ 'ଆଶ୍ରମ ୩'ର ପାର୍ଟ ୨ ବର୍ତ୍ତମାନ ମୁକ୍ତିଲାଭ କରିଛି। ଯାହା ରିଲିଜ୍ ହେବା ମାତ୍ରେ ଲୋକଙ୍କ ହୃଦୟକୁ କାବୁ କରିଛି। କିନ୍ତୁ ଏଠାରେ ଆମେ ଆପଣଙ୍କୁ ସିରିଜ୍ ବିଷୟରେ ନୁହେଁ ବରଂ ନିରୀହ ପମ୍ମି ବା ଅଦିତି ପୋହନକରଙ୍କ ପ୍ରକୃତ ଜୀବନ ବିଷୟରେ କହିବୁ।
ଅନେକଙ୍କ ରୋଷେଇ ଘରେ ଆମ୍ବକଷିଆ ଅଦା ବ୍ୟବହାର କରାଯାଏ। ଆମ୍ବକଷିଆ ଅଦା ଆପଣଙ୍କୁ ଯୁବକ ରଖିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଅନେକ ରୋଗରୁ ରକ୍ଷା କରିଥାଏ। ଆମ୍ବକଷିଆ ଅଦାରେ ଏମିତି କିଛି ଗୁଣ ଅଛି ଯାହା ଅନେକ ପ୍ରକାରର ରୋଗ ସହିତ ଲଢିବା ପାଇଁ ଶକ୍ତି ପ୍ରଦାନ କରେ।
ବି-ଟାଉନର ସୁନ୍ଦର ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ନିଜ ପ୍ରେଗ୍ନାନ୍ସୀକୁ ନେଇ ଖୁବ୍ ଖୁସି ଅଛନ୍ତି। ଏହି ଖବର ଦେବାପରେ ସମସ୍ତେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଦେବା ନଜର ଆସିଛନ୍ତି। ଏହି ଖୁସି ଖବର ଦେଇ ଅଭିନେତ୍ରୀ କାମକୁ ଫେରିଛନ୍ତି। ଗର୍ଭାବସ୍ଥାରେ ମଧ୍ୟ ଅଭିନେତ୍ରୀ ସୁଟିଂ ଜାରି ରଖିଛନ୍ତି। ଫଟୋରେ କିଛି ଝଲକ…
'ବାଲଭୀର' ଫେମ୍ ଅଭିନେତ୍ରୀ ଅନୁଷ୍କା ସେନ୍ ଆଜିକାଲି ତାଞ୍ଜାନିଆ ଗସ୍ତରେ ଅଛନ୍ତି। ନିକଟରେ ଅଭିନେତ୍ରୀ ଭାକେସନର କିଛି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାନପାରେ ଏନ୍ଜୟ କରୁଥିବା ଦେଖିବାକୁ ମିଳେ। ଦେଖନ୍ତୁ ତାଙ୍କର ଏହିସବୁ ବୋଲ୍ଡ ଫଟୋ।
ଏପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଷ୍ଟାରକିଡ୍ସଙ୍କ ଫିଟ୍ନେସ୍ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ପ୍ରସିଦ୍ଧ ବଲିଉଡ ଗାୟକ ସୋନୁ ନିଗମଙ୍କ ପୁଅ ନିଭାନ ନିଗମ୍ଙ୍କ କିଛି ଫଟୋ ଆଣିଛୁ। ଏଥିରେ ଆପଣ ତାଙ୍କ ଶରୀରର ପରିବର୍ତ୍ତନ ଦେଖି ଚକିତ ହୋଇଯିବେ। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିବାରେ ଲାଗିଛି।
ଆଜିକାଲି ବଜାରରେ ମିଳୁଥିବା ବାଇଗଣରେ କେମିକାଲ ବ୍ୟବହାର ହେଉଛି। ଆପଣ ଯଦି ଜୈବିକ ସାର ଦ୍ୱାରା ହୋଇଥିବା ବାଇଗଣର ମଜା ନେବାକୁ ଚାହାନ୍ତି ଚାହାଁନ୍ତି, ତେବେ ଏହାକୁ ନିଜ ଘର ବଗିଚାରେ କରିପାରିବେ। କୁଣ୍ଡ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ମଧ୍ୟ ଚାଷ କରିପାରିବେ।
ଆଜିର ସ୍ମାର୍ଟଫୋନ ଯୁଗରେ ଅନେକ ପ୍ରକାରର ଫିଚର ଅଛି, କିନ୍ତୁ ଅଧିକାଂଶ ଲୋକ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରଖନ୍ତି ନାହିଁ। କ୍ୟାମେରା ଏବଂ ଷ୍ଟୋରେଜ୍ ବ୍ୟତୀତ ଫୋନରେ ଏପରି ଅନେକ ଟୁଲ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ।
ସମସ୍ତେ ମଜବୁତ ଏବଂ ଚକଚକିଆ ଦାନ୍ତ ପାଇବାକୁ ଇଚ୍ଛା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦାମୀ ଟୁଥ୍ପେଷ୍ଟ ଏବଂ ବ୍ରଶ ବିନା ମଧ୍ୟ ଦାନ୍ତକୁ ସୁସ୍ଥ ରଖାଯାଇପାରିବ? ପୁରୁଣା କାଳରେ, ଲୋକଙ୍କ ଦାନ୍ତ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମଧ୍ୟ ଦୃଢ ରହୁଥୁଲା। ଏହାର କାରଣ କ’ଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା…
ଚୁଟି ନ ଝଡିବା ଓ ଏହା ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ଅନେକ ପଦକ୍ଷେପ ନିଅନ୍ତି। ତଥାପି ଏହାର ଲାଭ ମିଳେ ନାହିଁ। ଚୁଟି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଉପଶମ ପାଇଁ ଆପଣ ମହୁ ବ୍ୟବହାର କରିପାରିବେ। ଏହା ଚୁଟିକୁ ମୋଟା ଏବଂ ଚକ୍ଚକ୍ କରେ। ଏହାକୁ ବ୍ୟବହାର କରିବାର ସଠିକ ଉପାୟ ଜାଣନ୍ତୁ।
ସାଧାରଣତଃ ସେଲିବ୍ରେଟିମାନଙ୍କୁ ପବ୍ଲିକ୍ରେ ଦେଖିବା ସବୁବେଳେ ସମ୍ଭବ ହୁଏ ନାହିଁ। ଯେତେତେବେଳେ ବି ସେମାନେ କାଁ ଭାଁ କେଉଁଠି ନଜର ଆସନ୍ତି ସାଧାରଣ ଲୋକଙ୍କ ଆଖି ସେଇଠି ଅଟକି ଯାଏ। ବର୍ତ୍ତମାନ ବଲିଉଡ୍ର ଆଗଧାଡିର କିଛି ସେଲିବ୍ରେଟି ମୁମ୍ବାଇ ଏୟାର୍ପୋର୍ଟରେ ନଜର ଆସିଛନ୍ତି।
ଫିଲ୍ମ ଇଣ୍ଡଷ୍ଟ୍ରିରେ ପେ ପ୍ୟାରିଟିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ହୁମା କୁରେଶି, କଙ୍ଗନା ରାଣାୱତ, ଦୀପିକା ପାଦୁକୋନଙ୍କ ସମେତ ଅନେକ ଅଭିନେତ୍ରୀ ଅନେକ ସମୟରେ କହିଛନ୍ତି ଯେ ସେମାନେ ହିରୋଙ୍କ ତୁଳନାରେ ବହୁତ କମ୍ ଟଙ୍କା ପାଆନ୍ତି। ଭୂମି ପେଡନେକର ଏକଥା ପୂର୍ବରୁ କହିଥିଲେ ମଧ୍ୟ ବର୍ତ୍ତମାନ ଏହି ପ୍ରସଙ୍ଗକୁ ପୁଣି ଉଠାଇଛନ୍ତି।
ଶୀତଋତୁ ଶେଷ ହୋଇଯାଇଛି। ଲୋକମାନେ ଏବେ ଗରମ ପୋଷାକକୁ ରଖୁଛନ୍ତି। ଏପରି ପରିସ୍ଥିତିରେ, କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ। ଗରମ ପୋଷାକ ରଖିବାବେଳେ, ମନେରଖିବା ଉଚିତ ଯେ ଯେଉଁଠାରେ ପୋଷାକ ରଖାଯାଉଛି ସେ ସ୍ଥାନଟି ସମ୍ପୂର୍ଣ୍ଣ ଶୁଖିଲା ହେବା ଜରୁରୀ। ଜାଣନ୍ତୁ ସାଇତି ରଖିବାର ଉପାୟ।
ଟିଭି ଏବଂ ବଲିଉଡର ସୁନ୍ଦର ଅଭିନେତ୍ରୀ ଅବନୀତ କୌର୍ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରନ୍ତି। ତାଙ୍କର ପ୍ରତ୍ୟେକ ଲୁନ ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟ ହୋଇଯାଏ।
ବଲିଉଡ୍ ଅଭିନେତ୍ରୀ ମୌନି ରୟ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ଆଜିକାଲି ଅନେକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଉଛନ୍ତି। ଘରୋଇ ଉପାୟରେ ନିଜ ରୋଗକୁ ଭଲ କରିବାକୁ ଚେଷ୍ଟା କରୁଛନ୍ତି। ରୋଷେଇ ଘରେ ମିଳୁଥିବା ପିପଳି ମଧ୍ୟ ଅନେକ ରୋଗ ପାଇଁ ରାମବାଣ ଭଳି କାମ କରେ। ପିପଳି ଖାଇବା ଦ୍ୱାରା ହଜମ, କାଶ, ଗଳା ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରୁ ଆରାମ ମିଳେ। ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ମଜବୁତ କରିଥାଏ।
ପ୍ରାୟତଃ ଆମେ ଖାଇବା ପରେ ତୁରନ୍ତ ପାଣି ପିଇଦେଉ। ଏହା ଆମ ଶରୀର ଉପରେ କି ପ୍ରଭାବ ପକାଏ ତାହା ହୁଏତ ଅନେକ ଜାଣି ନ ଥିବେ। ତେବେ ଆୟୁର୍ବେଦ ଅନୁଯାୟୀ ଭୁଲ ସମୟରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ପାଣି ପିଇବାର ଠିକ ସମୟ ଓ ଠିକ ଉପାୟ।