Advertisment

Gold Mines: ଭାରତର ସବୁଠୁ ବଡ ସୁନା ଖଣି, ଏଇଠୁ ବାହାରେ ହଜାର ହଜାର ଟନର ସୁନା

ଭାରତର ବାର୍ଷିକ ସୁନା ଉତ୍ପାଦନ ପ୍ରାୟ ୨-୩ ଟନ୍ ଅଟେ। ଏହା ବିଶ୍ୱବ୍ୟାପୀ ଉତ୍ପାଦନର ଏକ ଛୋଟ ଅଂଶ। ଭାରତର ଅଧିକାଂଶ ସୁନା ଆମଦାନୀ କରାଯାଏ। ଭାରତରେ ସୁନାର ଆନୁମାନିକ ଭଣ୍ଡାର ପ୍ରାୟ ୮୭୯.୫୮ ମେଟ୍ରିକ୍ ଟନ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Gold Mines

ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଉପଭୋକ୍ତା ଦେଶ। କିନ୍ତୁ ଆମ ଦେଶରେ ସୁନା ଉତ୍ପାଦନ ସୀମିତ। ଭାରତରେ ସୁନାର ଆନୁମାନିକ ଭଣ୍ଡାର ପ୍ରାୟ ୮୭୯.୫୮ ମେଟ୍ରିକ୍ ଟନ୍। କର୍ଣ୍ଣାଟକ ହେଉଛି ଭାରତର ସବୁଠାରୁ ବଡ଼ ସୁନା ଉତ୍ପାଦକ ରାଜ୍ୟ, ଯାହା ଦେଶର ମୋଟ ସୁନା ଉତ୍ପାଦନର ୯୯% ଯୋଗାଇ ଦିଏ। କର୍ଣ୍ଣାଟକର ରାୟଚୂର ଜିଲ୍ଲାରେ ଅବସ୍ଥିତ ହଟ୍ଟି ଗୋଲ୍ଡ ମାଇନ୍ସ ହେଉଛି ଭାରତର ସବୁଠାରୁ ବଡ଼ ଓ ସକ୍ରିୟ ଖଣି। Photograph: (OTV)

Advertisment