Advertisment

Rashmika And Vijay Engaged: ଦିନେ ଥିଲେ ନ୍ୟାସନାଲ କ୍ରଶ୍ , ଏବେ କରିବାକୁ ଯାଉଛନ୍ତି ବିବାହ !

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ହୋଇଛି । ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।

author-image
Manas Ranjan Mohanty
VIJAYA-RASHMIKA

VIJAYA-RASHMIKA Photograph: (OTV)

Advertisment