• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

trendy cotton jumpsuits for women in summer
Fashion Style: ମହିଳାଙ୍କ ପାଇଁ ଖରାଦିନର ଫ୍ୟାସନ୍; ଯେମିତି ଷ୍ଟାଇଲ୍, ସେମିତି ଆରାମ

ଗ୍ରୀଷ୍ମ ଋତୁରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହାଁନ୍ତି କିନ୍ତୁ ଗରମରେ ଅସହଜ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ? ତେଣୁ ସୂତା ଜମ୍ପ୍‌ସୁଟ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ହେବ। ଏହା କେବଳ ଏକ ଟ୍ରେଣ୍ଡି ଲୁକ୍ ଦେଇ ନଥାଏ ବରଂ ଏହା ମଧ୍ୟ ଦିନସାରା ଆରାମ ଦେଇଥାଏ।

Avneet Kaur flaunts figure in red monokini
Avneet Kaur: ଲାଲ୍ ମୋନୋକିନିରେ ବୋଲ୍ଡ୍ ଲୁକ୍ ଦେଲେ ଅବନୀତ କୌର୍

ଅବନୀତ କୌର୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ବର୍ତ୍ତମାନ ଅବନୀତ୍ ଇନଷ୍ଟାଗ୍ରାମରେ ମୋନୋକିନିରେ ତାଙ୍କ କିଛି ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖି ଲୋକମାନେ କହୁଛନ୍ତି ଅଭିନେତ୍ରୀ ଅନୁଷ୍କା ସେନ୍‌ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

aamir
Amir Khan: ୬୦ ବର୍ଷରେ ମିଷ୍ଟର ପରଫେକ୍ଟନିଷ୍ଟ

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଶୁକ୍ରବାର ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ଫ୍ୟାନ ମାନଙ୍କ ସହିତ ଆମିର ଜନ୍ମଦିନ ପାଳିଥିବା ବେଳେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟଙ୍କ ପରିଚୟ କରିଥିଲେ।

Salman khan celebrated holi 2025 on sikandar set
Salman Khan: 'ସିକନ୍ଦର' ସେଟରେ ହୋଲି ଖେଳିଲେ ଭାଇଜାନ୍

ବଲିଉଡ୍‌ର ଦବଙ୍ଗ୍‌ ଷ୍ଟାର ସଲମାନ ଖାନ ଆଜିକାଲି ତାଙ୍କ ଫିଲ୍ମ 'ସିକନ୍ଦର'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ଇଦ୍‌ରେ ରିଲିଜ୍ ହେବାକୁ ଯାଉଛି। ଜଣେ ମୁସଲମାନ ହୋଇ ମଧ୍ୟ ସଲମାନ ହୋଲି ପର୍ବକୁ ବହୁତ ଧୁମଧାମ ସହିତ ପାଳନ କରନ୍ତି। ଭାଇଚାରାର ବାର୍ତ୍ତା ଦେଇଛନ୍ତି ।ସେ ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ବି ସୁଟିଂ ସେଟ୍‌ରେ ହୋଲି ଖେଳିଛନ୍ତି ।

Easy ways to remove holi colors from clothes
Holi 2025: ଆପଣଙ୍କ ଦାମୀ ପୋଷାକରେ ଲାଗିଗଲା କି ଗାଢ ରଙ୍ଗ… ଜାଣନ୍ତୁ ଛଡାଇବାର ସହଜ ଉପାୟ

ହୋଲି ପରେ, ଦାମୀ ପୋଷାକରୁ ଲାଇଥିବା କଡା ରଙ୍ଗ ଛଡାଇବା ବଡ କଷ୍ଟ ହୋଇଯାଏ। ବେଳେବେଳେ ଏହି ରଙ୍ଗଗୁଡିକ ଏତେ ଗାଢ ହୋଇଯାଏ ଯେ ପୋଷାକ ନଷ୍ଟ ହେବାର ଭୟ ଥାଏ। କିନ୍ତୁ ଚିନ୍ତା କରିବାର କିଛି କାରଣ ନାହିଁ। ଏଠାରେ ଆମେ ଆପଣଙ୍କ ପାଇଁ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ କହିବୁ, ଯାହା ସାହାଯ୍ୟରେ ଆପଣ କିଛି ମିନିଟରେ ରଙ୍ଗ ଛଡାଇଦେବେ।

Holi best photos celebration in Mumbai ahmedabad chennai
Holi 2025: ଆଜି ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଏକ

ଆଜି ଚାରିଆଡେ ରଙ୍ଗ ବର୍ଷା। ସମସ୍ତଙ୍କ ଚେହେରାରେ ରଙ୍ଗର ବର୍ଷା। ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଆଜି ଏକ। ସମସ୍ତେ ରଙ୍ଗରେ ଭିଜିବାକୁ ଆଗ୍ରହୀ। ଆସନ୍ତୁ ଏହି ଅବସରରେ କିଛି ଆକର୍ଷଣୀୟ ଫଟୋ ଉପରେ ନଜର ପକାଇ ନେବା।

Sonakshi Sinha celebates first holi after wedding
Sonakshi Sinha: ପାଖରେ ନାହାନ୍ତି ସ୍ୱାମୀ; ସୋନାକ୍ଷୀ ଏକୁଟିଆ ପାଳିଲେ ହୋଲି ଉତ୍ସବ

ସାରା ଦେଶରେ ଉଡୁଛି ରଙ୍ଗ। ବଲିଉଡ୍‌ ତାରକାମାନେ ମଧ୍ୟ ହୋଲି ଉତ୍ସବରେ ମଜ୍ଜିଛନ୍ତି। ନିକଟରେ ସୋନାକ୍ଷୀ ସିହ୍ନା ବିବାହ ପରେ ତାଙ୍କର ପ୍ରଥମ ହୋଲିର ଫଟୋ ମଧ୍ୟ ପୋଷ୍ଟ୍‌ କରିଛନ୍ତି। ଏହାକୁ ନେଇ ସେ କିନ୍ତୁ ଟ୍ରୋଲ୍‌ ହୋଇଛନ୍ତି ଆଉ ଟ୍ରୋଲରମାନଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି।

Tips how to protect nails from holi colour
Holi 2025: ହୋଲି ଖେଳରେ ନଖ ରଙ୍ଗ ହୋଇଗଲା କି; ଜାଣନ୍ତୁ ଛଡେଇବାର ୩ ଟିପ୍ସ

ହୋଲିରେ ରଙ୍ଗ ହେବା ପୂର୍ବରୁ ଲୋକମାନେ ସେମାନଙ୍କର ଚର୍ମ ଏବଂ ଚୁଟିର ଯତ୍ନ ପାଇଁ ସତର୍କ ରୁହନ୍ତି। କିନ୍ତୁ ନଖ ବିଷୟରେ ଭୁଲିଯାଆନ୍ତି। ରଙ୍ଗ କାରଣରୁ ନଖରେ ସ୍ଥାୟୀ ଦାଗ ରହିଯାଏ ଏବଂ ଏହି ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ହେତୁ ନଖ ସହଜରେ ଭାଙ୍ଗିବା ଆରମ୍ଭ କରେ। ଆପଣ କିପରି ରଙ୍ଗର ପ୍ରଭାବରୁ ନଖକୁ ରକ୍ଷା କରିପାରିବେ ଜାଣନ୍ତୁ।

ABHISEK
Be Happy Screening: ବି ହାପିର ସ୍କ୍ରିନିଙ୍ଗରେ ମଲାଇକା, ଧନଶ୍ରୀ

ଜଣେ ସିଙ୍ଗଲ ଫାଦର ଓ ଝିଅର କାହାଣୀକୁ ନେଇ ତିଆରି ହୋଇଛି ଅଭିଷେକ ବଚ୍ଚନଙ୍କ ବି ହାପି। ରେମୋ ଡି ସୌଜାଙ୍କ ଫିଲ୍ମ ମାର୍ଚ୍ଚ ୧୪ ତାରିଖରେ ଥିଏଟରରେ ରିଲିଜ ହେବାକୁ ଥିବା ବେଳେ ଏହାର ସ୍କ୍ରିନିଙ୍ଗରେ ବଲିଉଡର ଏକାଧିକ ଅଭିନେତା ଅଭିନେତ୍ରୀ ଯୋଗ ଦେଇଛନ୍ତି।

Deepika Padukone at Louis vuitton fall winter 2025 show
Deepika Padukone: ଗ୍ଲାମରସ୍ ଲୁକ୍ ସହିତ ସାରା ବିଶ୍ୱକୁ ଚମକାଇଲେ ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ତାଙ୍କ ଚମତ୍କାର ଫ୍ୟାଶନ ସେନ୍ସ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ୟାରିସରେ ଆୟୋଜିତ ଲୁଇ ଭ୍ୟୁଟନ୍ ଫଲ୍ / ୱିଣ୍ଟର ୨୦୨୫ ଫ୍ୟାଶନ୍ ସୋ’ରେ ଦୀପିକା ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କର ଗ୍ଲାମରସ୍ ଲୁକ୍ ସହିତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି।

Rasha thadani shared sizzling pictures in short skirt
Rasha Thadani: ସର୍ଟ ସ୍କର୍ଟ ଆଉ ମ୍ୟାଚିଂ ବ୍ଲେଜରରେ ରବୀନା ଟଣ୍ଡନ୍‌ଙ୍କ ଝିଅ

ଭେଟେରାନ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନୀ ଫିଲ୍ମ 'ଆଜାଦ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ତାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା, ରାଶାଙ୍କ ଡ୍ୟାନ୍ସ ମୁଭ୍ସ ଏବଂ ଅଭିନୟ ଲୋକଙ୍କ ହୃଦୟ ଜିତିଥିଲା। ଏବେ ଅଭିନେତ୍ରୀ ତାଙ୍କ ଗ୍ଲାମରସ୍ ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି।

Nora fatehi spotted at airport flaunt sizzling look leather dress
Nora Fatehi: ବିମାନବନ୍ଦରରେ ଦେଖାହେଲେ ନୋରା ଫତେହୀ

IIFA ପୁରସ୍କାର ଉତ୍ସବରେ ନୋରା ଫତେହୀ ହଙ୍ଗାମା କରିଥିଲେ। IIFA ରେ ପର୍‌ଫର୍ମାନ୍ସ କରି ଫେରିବା ବେଳେ ନୋରା ଜୟପୁର ଯାଇଥିଲେ। ଏଠାରେ ଅଭିନେତ୍ରୀଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

Prateik babbar priya banerjee honeymoon private photos went viral
Viral Photo: ସୋସିଆଲ୍ ମିଡିଆରେ ପ୍ରତୀକ ବାବର-ପ୍ରିୟା ବାନାର୍ଜୀଙ୍କ ହନିମୁନ୍ ଫଟୋ

ନିକଟରେ ଅଭିନେତ୍ରୀ ପ୍ରତୀକ ବାବର ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ବାହା ହୋଇଛନ୍ତି। ବର୍ତ୍ତମାନ ଉଭୟ ଗୋଆରେ ହନିମୁନ୍‌ ଉପଭୋଗ କରୁଛନ୍ତି। ଏହି ଅଭିନେତା ପ୍ରଶଂସକଙ୍କୁ ଏହାର ଝଲକ ମଧ୍ୟ ଦେଖାଇଛନ୍ତି। ଏହି ଫଟୋଗୁଡ଼ିକରେ ଉଭୟ ବେଡ୍‌ରୁମ୍‌ରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।

shahrukh
Stars at IIFA: ଆଇଫାରେ ମେନ୍ ଇନ୍ ବ୍ଲାକ

ଆଇଫା ୱିକେଣ୍ଡ ୨୦୨୫ ଜୟପୁରରେ ଅନୁଷ୍ଠିତ ହେଉଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଶାହିଦ କପୁର ପର୍ଯ୍ୟନ୍ତ ଏକାଧିକ ଷ୍ଟାର ବ୍ଲାକ ଆଉଟଫିଟରେ ନଜର ଆସିଥିଲେ।

ମରିସସରେ ପହଞ୍ଚିଲେ ମୋଦି ।
Prime Minister Narendra Modi: ମରିସସରେ ମୋଦିଙ୍କୁ ଭବ୍ୟ ସ୍ବାଗତ; ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କଲେ ନବୀନଚନ୍ଦ୍ର...

ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।

Urfi Javed's IIFA look gets trolled; dress goes viral
Urfi Javed: IIFAରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଉର୍ଫି ଜାଭେଦ; ଦେଖନ୍ତୁ ତାଙ୍କ ଲୁକ୍

ଜୟପୁରରେ ଆୟୋଜିତ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର(IIFA) ବିତରଣ ଉତ୍ସବରେ ଅଭିନେତ୍ରୀ-କମ-ମଡେଲ ଉର୍ଫି ଜାଭେଦ ନଜର ଆସିଛନ୍ତି। ଶନିବାର ରାତିରେ ଜୟପୁରରେ IIFA ୨୦୨୫ର ସବୁଜ କାର୍ପେଟ୍‌ରେ ଉର୍ଫି ଜାଭେଦ ଦେଖାଦେଇଛନ୍ତି। ଉର୍ଫିଙ୍କ ସ୍ୱତନ୍ତ୍ର ପୋଷାକ ସମସ୍ତଙ୍କୁ ଆକର୍ଷିତ କରିଛି।

Tamannaah Bhatia lady Dracula look in off shoulder red black dress
Tamannaah Bhatia: ଏପଟେ ବ୍ରେକ୍‌ଅପ୍ ଖବର, ସେପଟେ 'ଲେଡି ଡ୍ରାକୁଲା'ର ଲୁକ୍

ବିଜୟ ବର୍ମାଙ୍କ ସହ ବ୍ରେକ୍‌ଅପ୍ ଖବରକୁ ନେଇ ତମନ୍ନା ଭାଟିଆ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଦୁଇ ବର୍ଷର ଡେଟିଂ ପରେ ତମନ୍ନା ଏବଂ ବିଜୟଙ୍କ ସଂପର୍କ ଭାଙ୍ଗିଯାଇଛି। ଏହାରି ଭିତରେ ତମନ୍ନା ଭାଟିଆଙ୍କ 'ଲେଡି ଡ୍ରାକୁଲା'ର ଲୁକ୍ ସାମ୍ନାକୁ ଆସିଛି।

Urvashi rautela net worth know her charge
Urvashi Rautela: ୩ ମିନିଟର ପରଫର୍‌ମାନ୍ସ ପାଇଁ ୩ କୋଟି ଟଙ୍କା

ବଲିଉଡର ସମସ୍ତ ଷ୍ଟାର୍ ବହୁତ ଧନୀ, କିନ୍ତୁ ଆଜି ଏଠାରେ ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିପାରି ନ ଥିଲେ ମଧ୍ୟ ୩ ମିନିଟର ପର୍‌ଫର୍ମାନ୍ସ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଏବଂ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ କିଏ?

Banyan tree benefits for skin teeth diabetes
Health Tips: କିଡନୀ ଷ୍ଟୋନ୍ ଥିଲେ ପିଅନ୍ତୁ ଏହି ଗଛ ଫଳର ପାଣି, ହୋଇଯିବ ଭଲ

ବରଗଛ କୌଣସି ଏକ ଔଷଧଠାରୁ କମ୍ ନୁହେଁ। ଏହା ଆମ ଶରୀର ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହାକୁ ବ୍ୟବହାର କରି ଶରୀରର ଅନେକ ରୋଗରୁ ମୁକ୍ତି ମିଳିପାରିବ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆନାଲେଜିକ୍ ଫାଇବର, ପ୍ରୋଟିନ୍, କ୍ୟାଲୋରୀ, ଭିଟାମିନ୍, ଓମେଗା 3-6 ଏବଂ କ୍ୟାଲସିୟମ୍ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ।

Bollywood actresses who turned businesswomen
Business Women Of Bollywood: ଖାଲି ଅଭିନୟ ନୁହେଁ ବ୍ୟବସାୟ କରି ମଧ୍ୟ କୋଟି କୋଟି ରୋଜଗାର କରନ୍ତି ଏହିସବୁ ନାୟିକା

ଆଜି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯାଇଛନ୍ତି। ଏଥିରୁ ବଲିଉଡ୍ ଦୁନିଆ ମଧ୍ୟ ବାଦ ପଡିନି। ଅନେକ ବଲିଉଡ ଅଭିନେତ୍ରୀ କେବଳ ଅଭିନୟରେ ନୁହେଁ ବ୍ୟବସାୟରେ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଏପରି କିଛି ସୁନ୍ଦରୀଙ୍କ ବିଷୟରେ ଜାଣିବା।

chahal
Highest Wicket taker In IPL: ଆଇପିଏଲର ହାଇଏଷ୍ଟ ୱିକେଟ ଟେକର

ଆଇପିଏଲର ହାଇଏଷ୍ଟ ୱିକେଟ ଟେକର

Fardeen khan gave 19 flop films in 12 years
Fardeen Khan: ସୁପର୍‌ଷ୍ଟାରଙ୍କ ପୁଅ ହୋଇ ବି ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରିଲେ ନାହିଁ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବା ସହଜ ନୁହେଁ। ଏଠାରେ, ସାଧାରଣ ଲୋକ ହୁଅନ୍ତୁ କି ଷ୍ଟାରକିଡ୍ ହୁଅନ୍ତୁ, ସଫଳତା ପାଇବା ପାଇଁ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏ ଜଣେ ସୁପରଷ୍ଟାରଙ୍କ ପୁଅ ହୋଇଥିଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର କରାମତି ଦେଖାଇ ପାରିଲେ ନାହିଁ ।

Deepika padukone shared sizzling pictures in golden outfit
Deepika Padukone: ଦୀପିକା ପାଦୁକୋନଙ୍କ ଗୋଲ୍‌ଡେନ୍ ଅବତାର ଦେଖି ପ୍ରଶଂସକ ଫିଦା

ଆଜିକାଲି ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନ କାମ ଠାରୁ ଦୂରରେ ରହି ତାଙ୍କ ଝିଅ ଦୁଆଙ୍କ ସହ ଗୁଣାତ୍ମକ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ଖୁବ ପସନ୍ଦ କରାଯାଉଛି।

asutosh
Bollywood in Saree: ଶାଢୀରେ ଚମକିଲେ ପୂଜା ହେଗଡେ, ବିଦ୍ୟା ବାଲାନ

ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ପୁଅ ବିବାହରେ ଏକାଧିକ ବଲିଉଡ ଅଭିନେତ୍ରୀ ଶାଢୀରେ ନଜର ଆସିଛନ୍ତି।

Ridhima pandit gorgous look in black off shoulder bodycon
Ridhima Pandit: ଅଫ୍ ସୋଲଡର୍ ଡିପ୍‌ନେକ୍ ବଡିକନ୍‌ରେ ରିଦ୍ଧିମାଙ୍କ ଗ୍ଲାମରସ୍ ଲୁକ୍

ପ୍ରଶଂସକଙ୍କୁ ତାଙ୍କର ଚମତ୍କାର ଡ୍ରେସିଂ ସେନ୍ସ ଏବଂ ଷ୍ଟାଇଲିସ୍ ଲୁକ୍‌ରେ ପାଗଳ କରିବାର କୌଶଳ ରିଦ୍ଧିମା ପଣ୍ଡିତଙ୍କୁ ଜଣା। ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ନୂଆ ଲୁକ୍ ସହିତ ପ୍ରଶଂସକଙ୍କୁ ପାଲରେ ପକାଉଥିବା ଦେଖାଯାଏ। ନିକଟରେ ସେ ଏକ ଫଟୋସୁଟ୍‌ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି